December 22, 2024

Odia Express

Here, There and Everywhere

ହୋଲି ପୂର୍ବରୁ ଏହି ୬ଟି ଜିନିଷ ଘରକୁ ଆଣିଲେ ଘରେ ଧନର ବର୍ଷାକୁ କେହିବି ରୋକି ପାରିବେ ନିଶ୍ଚୟ ଜାଣିରଖନ୍ତୁ…

1 min read

ବେଳେବେଳେ ଘରର ସବୁ ସଦସ୍ୟ ଧନ କମାଇଲେ ମଧ୍ୟ ଘରେ ଧନର ସମସ୍ୟା ଲାଗି ରହିଥାଏ।ବହୁତ ପରିଶ୍ରମ କଲେ ମଧ୍ୟ ମନ ମୁତାବକ ଧନ ମିଳିନଥାଏ।ଏହିସବୁ ସମସ୍ୟାର କାରଣ ଆପଣଙ୍କ ଘରର ବାସ୍ତୁ ଦୋଷ ହୋଇଥାଇପାରେ।ବାସ୍ତୁଶାସ୍ତ୍ରରେ ଏମିତି କିଛି ଜିନିଷ ବିଷୟରେ ଲେଖାହୋଇଛି ଯେ ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଦୂର ହୋଇଥାଏ। ସବୁଠୁ ପ୍ରଥମେ ହେଉଛି ସ୍ୱସ୍ତିକଚିହ୍ନ।ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟଦ୍ୱାରହିଁ ଘରକୁ ବହୁତ ଯୁକ୍ତାତ୍ମକ ଶକ୍ତି ଦେଇଥାଏ।ସେଥିପାଇଁ ଘରର ମୁଖ୍ୟଦ୍ୱାରକୁ ସବୁବେଳେ ସଫାସୁତୁରା ଏବଂ ସଯସଜାରେ ରଖିବା ଉଚିତ।ଘରର ସମସ୍ୟା ଦୂର ପାଇଁ କବାଟର ଦୁଇପାର୍ଶ୍ୱରେ ନାଲି ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ତିଆରି କରିବା ଦରକାର।ଯେଉଁଠାରେ ଏପରି ହୋଇଥାଏ ସେଠାରେ ମାଲକ୍ଷ୍ମୀ ବାସ କରନ୍ତି।

ଦ୍ଵିତୀୟରେ ହେଉଛି କଇଁଛ।ବାସ୍ତୁଶାସ୍ତ୍ର କଇଁଛକୁ ପ୍ରାଧାନ୍ୟ ଦିଆଯାଇଛି।କାରଣ କଇଁଛକୁ ଶୁଭର ପ୍ରତୀକ ମନଯାଏ।ଯଦି ଜୀବିତ କଇଁଛ ପାଳିବା ସମ୍ଭବ ନହୁଏ ,ତାହେଲେ ପାଞ୍ଚ ଧାତୁରେ ତିଆରି କଇଁଛ ଆଣି ଘରର ଉତ୍ତର ଦିଗରେ ରଖିଲେ, ଭଗବାନଙ୍କ କୃପା ଲାଭ ହୋଇଥାଏ ଏବଂ ଧନର କୌଣସି ପ୍ରକାରର ଅସୁବିଧା ହୋଇନଥାଏ।

ତୃତୀୟରେ ଜଳର ପାତ୍ର।ଉତର ଦିଗକୁ ଧନର ଦିଗ ବୋଲି କୁହାଯାଏ।ଉତରଦିଗର ତତ୍ତ୍ୱ ହେଲା ଜଳ।ଉତ୍ତର ଦିଗରେ ମାଟିପାତ୍ରରେ ଜଳ ଭରି ଥୋଇଦେଲେ ଧନର ସମସ୍ୟା ସମାଧାନ ହୋଇଯାଏ।ଏହି ପାତ୍ରକୁ ସମୟ ସମୟ ଅନୁସାରେ ଭରିବା ଦରକାର।ପାତ୍ର ଖାଲି ନରହିବା ଉଚିତ।ନଚେତ ଏହା ଓଲଟା ପ୍ରଭାବ ପକାଇଥାଏ।

ଚତୁର୍ଥରେ ବାସ୍ତୁ ଦେବତାଙ୍କ ମୂର୍ତ୍ତି।ବାସ୍ତୁଦୋଷକୁ ଦୂର କରିବାପାଇଁ ସବୁଠୁ ସହଜ ଉପାୟ ହେଲା ବାସ୍ତୁ ଦେବତାଙ୍କ ମୂର୍ତ୍ତି ଆଣି ଘରେ ରଖିବା।ଏହାଦ୍ୱାରା ଘରର ସବୁ ସମସ୍ୟା ଦୂର ହୋଇଯାଏ।

ପଂଚମରେ ହେଲା ଦୌଡୁଥିବା ଘୋଡା।ଘରେ କିମ୍ବା ଅଫିସରେ କାନ୍ଥରେ ଲଗାଇବା ଉଚିତ।ଏହାବି ମାନେରଖିବା ଉଚିତ ଯେ ଏହି ଫୋଟୋ ଦକ୍ଷିଣ -ପୂର୍ବ କାନ୍ଥରେ ଲାଗିବା ଉଚିତ।ଏହାଦ୍ୱାରା ଧନର ଆସିବା ଆରମ୍ଭ ହୋଇଥାଏ।ଆହୁରି ଗୋଟେ କଥା ମାନେରଖିବା ଉଚିତ ଯେ ଘୋଡାର ରଙ୍ଗ ଲାଲ କିମ୍ବା ଧଳା ହେବା ଦରକାର।ଆହୁରି ଗୋଟେ କଥା ମାନେରଖିବା ଉଚିତ ଯେ ଫୋଟୋରେ ଯେମିତି ୬ଟି ଘୋଡା ରହିବା ଦରକାର।ଏହାଦ୍ୱାରା ଘରେ କିମ୍ବା ଅଫିସରେ ଧନର କୌଣସି ପ୍ରକାରର ଅସୁବିଧା ହୁଏନାହିଁ।

ଷଷ୍ଠରେ ହେଲା ପିରାମିଡ।ପିରାମିଡରେ ଏମିତି କ୍ଷମତା ଅଛି ଯେ ଏହା ଧନକୁ ଆକର୍ଷିତ କରିଥାଏ।ଯେଉଁ ଘରେ ପିରାମିଡ ଥାଏ ସେ ଘରେ ଧନ ଆସିବାର ରାସ୍ତା ଖୋଲିଯାଇଥାଏ।ଏହାର ସଠିକ ଉଦାହରଣ ହେଲା ପୁରୁଣା ମନ୍ଦିର।ପୁରୁଣା ମନ୍ଦିର ଗୁଡିକ ପିରାମିଡ ଆକୃତିରହିଁ ତିଆରି କରାଯାଇଥାଏ।ଘରର ଠାକୁର ଘର ଗୁଡିକୁ ଯଦି ପିରାମିଡ ଆକୃତିର ତିଆରି କରାଯାଏ ତେବେ ଘରର କୌଣସି ପ୍ରକାରର ଧନର ଅସୁବିଧା ହୋଇନଥାଏ।ଯେଉଁ ମନ୍ଦିର ଗୁଡିକ ପିରାମିଡ ଆକୃତିର ତିଆରି କରାଯାଇଥାଏ ସେ ମନ୍ଦିର ସବୁ ଧନୀ ମନ୍ଦିର ରୂପେ ଗ୍ରହଣ କରିଯାଇଥାଏ।ଉଦାହରଣ ପଦ୍ମନାଭ ମନ୍ଦିର।ବିଶ୍ୱର ଗୋଟେ ଧନୀ ମନ୍ଦିର ରୂପେ ଗ୍ରହନ କରାଯାଇଛି।ବାସ୍ତବରେ ଏହି ଉପାୟ ସବୁ ଅପଣେଇଲେ ଧନର କୌଣସି ପ୍ରକାରର ଅସୁବିଧା ରହିନଥାଏ।

Leave a Reply

Your email address will not be published. Required fields are marked *