June 23, 2025

Odia Express

Here, There and Everywhere

ଆମ୍ବ ଖାଇବାର ସଠିକ ସମୟ ଓ ଏହାର ବହୁଳ ଉପକାରୀତା – ନିଶ୍ଚୟ ଖରା ଦିନ ଆସିବା ଆଗରୁ ଏହି କଥା ଜାଣିରଖନ୍ତୁ..

1 min read

ଆମ୍ବ ଏକ ସ୍ୱାଦିଷ୍ଟ ଫଳ ଅଟେ।ଏହାକୁ ଫଳର ରାଜା ବୋଲି କୁହାଯାଏ।ଏହାର ସୁନ୍ଦର ବାସ୍ନା ମନକୁ ସମ୍ମୋହିତ କରିଥାଏ।ଏହାକୁ ସାଧାରଣତଃ ଗ୍ରୀଷ୍ମ ଋତୁରେ ବହୁତ ବ୍ୟବହାର କରାଯାଏ।ଏହା ଏହି ଋତୁରେ ପ୍ରଚୁର ଉପଲବ୍ଧ ହୋଇଥାଏ।ଏହା ବିଭିନ୍ନ ପ୍ରଜାତିର ହୋଇଥାଏ ଓ ତୃଷ୍ଣା ମେଣ୍ଟେଇବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ A B ଓ C ସହିତ ପଟାସିୟମ, ମ୍ୟାଗନେସିୟମ, କପର, ଇତ୍ୟାଦି ଥାଏ।ଯାହାକି ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।

ଆମ୍ବ ଖାଇବା ଦ୍ୱାରା ଶରୀରରେ ବହୁତ ଉପକାର ହୋଇଥାଏ।ଓ ଏହା ଓଜନ କମାଇବାରେ ସହାୟକ ହୋଇଥାଏ।ଏହାକୁ ଖାଇବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ।ଏଥିରେ ଗରମ ଅଂଶ ବହୁତ ଥାଏ।ତେଣୁ ଏହାକୁ ବଜାରରୁ କିଣି ଆଣିଲେ ପ୍ରଥମେ ଏକ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଭିଜେଇ ରଖିବ ଓ ତାପରେ ଖାଇବ।ବୈଜ୍ଞାନିକ ମତ ଅନୁସାରେ ପ୍ରତ୍ୟେକ ଫଳକୁ ସକାଳେ ଖାଲି ପେଟରେ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ଖାଇବା ଉଚିତ।ଯାହାକି ଶରୀର ପାଇଁ ବହୁତ ଫଳପ୍ରଦ ହୋଇଥାଏ।

ଏହା ଶରୀରର ଯଥେଷ୍ଟ ଉପକାର ସାଧାନ କରିଥାଏ।ତ୍ୱଚାକୁ ଉଜ୍ବଳ କରିବା ସହିତ ଜୀବାଣୁ ମୁକ୍ତ ରଖେ।ହାଡକୁ ଶକ୍ତ ରଖିଥାଏ।ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ସୁସ୍ଥ ଜୀବନ ବଞ୍ଚିବାର ବୀଜ ସୁସ୍ଥ ସ୍ୱାସ୍ଥ୍ୟ ମଧ୍ୟରେ ନିହିତ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ସୌନ୍ଦର୍ଯ୍ୟର ବୃଦ୍ଧି କରିବାକୁ ଚାହାନ୍ତି।ତେଣୁ କେଶ ହେଉଛି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ତେଣୁ ଏହାର ଯତ୍ନ ନିହାତି ଆବଶ୍ୟକ ହୋଇଥାଏ।ନାରୀ ମାନଙ୍କ କ୍ଷେତ୍ରରେ ଘନ ଓ ଲମ୍ବା କେଶ ସୌନ୍ଦର୍ଯ୍ୟର ମୁଖ୍ୟ ଆକର୍ଷଣ ହୋଇଥାଏ।ତେଣୁ ଏଥିପାଇଁ ସୁସ୍ଥ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ପାଣିପାଗ, ଜଳବାୟୁ,ଋତୁ ଇତ୍ୟାଦି ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।ତେଣୁ ଅନେକାଂଶରେ ସ୍ୱାସ୍ଥ୍ୟର ତ୍ରୁଟି ଦେଖାଯାଏ।

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଏଥି ନିମନ୍ତେ ଆମ୍ବ ବଡ ଭୂମିକା ଗ୍ରହଣ କରିଥାଏ।ଏହାକୁ ଖାଇବା ଦ୍ୱାରା ବହୁତ ଉପକାର ହୋଇଥାଏ।କିଛି ଫଳ ଏପରି ହୋଇଥାଏ ଯାହାକି ଅମୃତ ସହିତ ତୁଳନୀୟ ଅଟେ।ଓ ବହୁତ ଆରୋଗ୍ୟକାରୀ ଗୁଣର ଅଧିକାରୀ ହୋଇଥାଏ।ତନ୍ମଧ୍ୟରୁ ଆମ୍ବ ଅନ୍ୟତମ ଅଟେ।ଏହା ଶରୀରର ଅନେକ ରୋଗକୁ ଦୂର କରିଥାଏ।

ତେଣୁ ଆମେ ଜାଣିଲେ ଆମ୍ବର ଉପକାରିତା।ଏହା ଶରୀରର ବହୁତ ଉପକାର ସାଧନ କରିଥାଏ।ଏହାକୁ ସଠିକ ଅନୁପାତରେ ଖାଇବା ଦ୍ଵାରା ଏହା ଶରୀର ପାଇଁ ଅମୃତ ତଥା ଅଦ୍ଭୁତ ହୋଇଥାଏ।ତେଣୁ ଆପଣ ମାନେ ମଧ୍ୟ ଏହାକୁ ଆପଣେଇଲେ ଏହା ଆପଣଙ୍କ ହିତ ସାଧନ କରିଥାଏ।ତେଣୁ ଆମେ ଆଶା କରୁଛୁ ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ ଓ ଆପଣଙ୍କୁ ବହୁତ ସାହାଯ୍ୟ କରିବା ସହିତ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବ।

Leave a Reply

Your email address will not be published. Required fields are marked *