June 22, 2025

Odia Express

Here, There and Everywhere

ଯଦି ପିଲା ମାନଙ୍କର କ୍ୟାରିୟର କରିବାର ଅଛି ତାହେଲେ ମା କିମ୍ବା ବାପା ଏହି ଉପାୟ କରନ୍ତୁ – ନିଶ୍ଚୟ ଆଜି ଆପଣାନ୍ତୁ ଏହି ଉପାୟ ଗୁଡିକ..

ଛୋଟ ଛୁଆ ହେଉ କି ବଡ ଯଦି ଆପଣ କୌଣସି ପରୀକ୍ଷା ଦେବାକୁ ଯାଉଛନ୍ତି ତାହେଲେ ଏହା ନିଚିନ୍ତ ଦେଖନ୍ତୁ।ପ୍ରଥମ କଥା ହେଉଛି ଜେବବ ବି ଛୁଆ ଓଅଧିବାକୁ ବସିବେ ତାଙ୍କୁ ଉତ୍ତର ଆଡକୁ ଚେହେରା ରଖିବା ଦରକାର ନହେଲେ ପୂର୍ବ ଦିଗକୁ ଚେହେରା ରଖିବା ଆବଶ୍ୟକ।ଉତ୍ତର ପୂର୍ବ କୋଣରେ ତାଙ୍କ ବସି ପଢିବା ଉଚିତ।କିନ୍ତୁ ପ୍ରକୃତରେ ଏହା ସମସ୍ତଙ୍କ ପାଇଁ ଠିକ ନୁହେଁ।ଏହାର କାରଣ ଦୁଇଟି ଅଟେ।ବହୁତ ଲୋକ ବାସ୍ତୁ ମାନି ନଥାନ୍ତି। ଆଉ ଦ୍ୱିତୀୟ କଥା ହେଉଛି ଯେତିକି ଜାଗା ଆମ ପାଖରେ ଥାଏ ସେତିକି ଜାଗାରେ ଆମକୁ ରହିବାକୁ ପଡିଥାଏ। ଏହା ସମ୍ଭବ ନୁହେଁ କି ଆପଣ ଏହି ଛୁଆକୁ ଠିକ ଦିଗରେ ବସେଇ ପାରିବେ। ଗୋଟିଏ ଘର ହୋଇଥିଲେ ଆପଣ କଣ କରିବେ।ଏହା ବହୁତ ଥର ସମ୍ଭବ ହୋଇ ନଥାଏ।ଆସନ୍ତୁ ଜାଣିବା ସହଜ ଉପାୟ ବିଷୟରେ।

ଏଥିରେ କିଛି କଥାକୁ ଆପଣ ଧ୍ୟାନ ଦେବା ଉଚିତ।କାରଣ ଆପଣ ଯେତେବେଳେ ପଢ଼ିଥାନ୍ତି ଆପଣ ଧ୍ୟାନ ଦିଅଁରୁ କି ପଛରେ ଗୋଟିଏ କାନ୍ଥ ରହିବ ଆବଶ୍ୟକ। ପଛରେ କାନ୍ଥ ରହିବା ବହୁତ ଆବଶ୍ୟକ । ଆପଣଙ୍କ ପଛରେ ଝରକା କିମ୍ବା କବାଟ ରହିବା ଦରକାର ନାହିଁ।ଯେତେବେଳେ ବି ଛୁଆ ପଢିବାକୁ ବସି ଥାଏ ତାର ମୁଁହ କେବେ ବି ଝରକା ଆଡକୁ ହେବା ଉଚିତ ନୁହେଁ।ଏହା ଗୋଟିଏ କାନ୍ଥ ଆଡକୁ ହେବା ଦରକାର।ଯଦି ଆପଣ ଏହା କରିବେ ତାହେଲେ ଆପଣ ଜୀବନରେ ଏତେ ବଢି ପାରିବେନି ଯେତେ ବଢିବାକୁ ଚଂହୁଛନ୍ତି।ଯଦି ଅନ୍ୟମନସ୍କ ନ ହେଉଛି ତାହେଲେ ସେ କବାଟ ଆଡକୁ ମୁଁହ କରି ବସି ପରିବ।

ଏହା ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ କି ପଛ ପଟେ କବାଟ କିମ୍ବା ଝରକା ନ ରହିବା ପାଇ। ଯଦି ଆପଣଙ୍କ ଆଗରେ କୌଣସି କାନ୍ଥ ଅଛି ତାହେଲେ ତାହାକୁ ଆପଣ ନୀଳ କିମ୍ବା ସବୁଜ ରଙ୍ଗ ଦେଇ ପାରିବେ।ତାରା ଚନ୍ଦ୍ର ପରି ଚିତ୍ର ଲଗାନ୍ତୁ।ଏହା ଛୁଆ ମାନଙ୍କର ଉତ୍ସାହିତ କରିଥାଏ।ଯାହା ଦ୍ୱାରା ସେମାନେ ଜୀବନରେ ବହୁତ ଆଗକୁ ଯିବେ।ଯଦି ଝରକା ଅଛି ତାହେଲେ ସେଥିରେ ଗୋଟିଏ ପରଦା ପକାନ୍ତୁ ନହେଲେ କବାଟ ଝରକା ବନ୍ଦ କରି ଦିଅନ୍ତୁ।ଛୁଆଙ୍କ ପାଖରେ କୌଣସି ଫୋଟୋ ହିଂସାର ରହିବା ଉଚିତ ନୁହେଁ। ଏହା ବଦଳରେ ଆପଣ କୁକୁର ଛୁଆର ଫଟୋ ଲଗେଇ ପାରିବେ।

ଆପଣ ଛୁଆଙ୍କ ରୁମରେ ପରିବାର ଫଟୋ ଲଗେଇ ପାରିବେ।ଏହା ଦେଖିବା ଦ୍ୱାରା ଛୁଆଙ୍କ ଉତ୍ସାହ ବଢିଥାଏ।କଂପୁଟର କୁ ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ।ଆଉ ସବୁ ବହି ଗୁଡିକୁ ଦକ୍ଷିଣ ପଶ୍ଚିମ କୋଣରେ ରଖନ୍ତୁ କିନ୍ତୁ ଏହା ସବୁବେଳେ ସମ୍ଭବ ନୁହଁ ସେଥିପାଇଁ ଯେତିକି ହେଇ ପାରିବ ଆପଣ ସେତିକି କରି ପାରିବେ।ଯୋଉଠି ଆପଣ ରଖି ପାରୁ ନାହାନ୍ତି ସେଟରେ ଆପଣ ଫଟୋ ଲଗେଇ ପାରିବେ। ସବୁବେଳେ ବହି ବନ୍ଦ କରି ରଖନ୍ତୁ।ଛୁଆ ଯେଉଁ ଖଟରେ ସୋଇଥାଏ।ତାର ମଧ୍ୟ ଧ୍ୟାନ ରଖନ୍ତୁ।ଯେପରି ନାଲି ରଙ୍ଗ ନ ହେବ।ଏହା ଦ୍ୱାରା ଛୁଆ ବହୁତ ହିଂସା ଶିଖିଥାନ୍ତି ସେଥିପାଇଁ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ।ଏହି ସବୁ କରିବା ଦ୍ୱାରା ଆପଣଙ୍କ ଛୁଆର ପାଠ ପଢ଼ାରେ ଉନ୍ନତି ହେବ।

Leave a Reply

Your email address will not be published. Required fields are marked *