March 14, 2025

Odia Express

Here, There and Everywhere

ନିଜ କେଶକୁ ସବୁବେଳେ କଳା ରଖିବାର ପ୍ରଣାଳୀ – ଏହି ଉପାୟ କଲେ ଆପଣଙ୍କ ଚୁଟି ସବୁବେଳେ କଳା ହିଁ ରହିବ..

ଆଜି ଏହି ଆର୍ଟିକିଲ ମାଧ୍ୟମରେ କହିବାକୁ ଯାଉଛୁ କି ଆପଣ କିପରି ଭାବେ ଆପଣମାନେ କେଶକୁ କଳା ରଖିପାରିବେ।ଆଜି ଆମେ ଆପଣଙ୍କୁ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କର ଯଦି କେଶ ସମୟ ପୂର୍ବରୁ ଧଳା ପଡିଯାଉଛି କି କେଶ ଉପୁଡିଯାଉଛି ତାହା ସମ୍ପୂର୍ଣ ରୂପେ ହୋଇଯିବ।ଏହା କୌଣସି ମାର୍କେଟର ଜିନିଷ ନୁହଁ ଏହା ସମ୍ପୂର୍ଣ ଦେଶୀ ଉପାୟ ଦ୍ୱାରା ବନାଯାଇଛି।ଏହାର ଫଳ ଆପଣ ଟିକେ ବିଳମ୍ବ ରେ ପାଇବେ କାରଣ ଯେତେଗୁଡିଏ ଦେଶୀ ପ୍ରାକୃତିକ ଉପାୟ ହୋଇଥାଏ।ମାର୍କେଟର ଜିନିଷ ଜଲଦି ଫଳ ଦେଇଥାଏ କାରଣ ଏହିମଧ୍ୟରେ ବହୁତ କେମିକାଲ ମିଶିକାରୀ ରହିଥାଏ।ଚାଲନ୍ତୁ ଜାଣିବା ସେହି ପ୍ରାକୃତିକ ଉପାୟ।

ପ୍ରଥମେ ଆପଣ ଏକ ଲୁହ କଢେଇ ନିଅନ୍ତୁ।ଆପଣ ଚାହିଁଲେ କିଛି ଅଲଗା ପାତ୍ର ନେଇପାରିବେ କିଛି ବାଧ୍ୟ ନୁହଁ କି ଆପଣ ଖାଲି କଢେଇ ବ୍ୟବହାର କରିପାରିବେ।ଏହାପରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ।ତାପରେ ୨୫୦ଗ୍ରା ର ଏକ ପତାଞ୍ଜଳି ପାଉଡର ପୁରାପୁରି ଭାବରେ ସେ କଢେଇ ଭିତରେ ଢାଳିଦିଅନ୍ତୁ।ଏହାପରେ ଗୋଟେ ଚାମଚ ନିଅନ୍ତୁ ତାକୁ ଠିକ ଭାବରେ ଗୋଳାଇଦିଅନ୍ତୁ।ତାପରେ ଏହାକୁ ଗ୍ୟାସ ଉପରେ ରଖି ଗ୍ୟାସ ଅନ କରିଦିଅନ୍ତୁ ଓ ତାକୁ ଗରମ ହବାକୁ ଛାଡିଦିଅନ୍ତୁ।ଯେତେବେଲେ ତାହା ଗରମ ହେଇଯିବ ଗ୍ୟାସକୁ ଟିକେ ସୀମ କରିଦିଅନ୍ତୁ।ଏହାପରେ ତାକୁ ଅଧଘଣ୍ଟେ ଯାଏ ଟିକେ ଟିକେ ଚାମଚ ମାରିବା ଦରକାର କାରଣ ଯୋଉ ପାଉଡର ସେଥିରେ ଅଛି ତାହା ବସିଯିବାର ଚାନ୍ସ ଅଧିକ ଥାଏ।

ଏହା କରିବାପରେ ତାକୁ ଆଉ ୧୫ମିନିଟ ଯାଏ ସେହି ଗ୍ୟାସ ଉପରେ ରଖନ୍ତୁ।ଏହାକୁ ସାଧାରଣରେ ବନେଇବା ପାଇଁ ଦେଢଘଣ୍ଟା ଲାଗିଯାଇପରେ କାରଣ ଏହାର ପ୍ରାକୃତିକ କଲର ଆସିବା ନିହାତି ଦରକାର।ଏହାକୁ ପନ୍ଦର ମିନିଟ ପରେ ତାକୁ ଓହ୍ଲାଇଦିଅନ୍ତୁ ଓ ଏହାକୁ ଥଣ୍ଡା ହବାପାଇ ଦିଅନ୍ତୁ।ତାପରେ ଗୋଟେ ଜାଗାରେ ଏହାକୁ ଚବିଶ ଘଣ୍ଟା ଯାଏ ସେମିତି ଛାଡିଦିଅନ୍ତୁ।

ଏହା ପରେ ଆପଣ ଦେଖିବାକୁ ପାଇବେ କି ଏହା ଏକ ଟିକେ କଳା କଲର ର ହୋଇଯିବ।ଏହାପରେ ତାକୁ ଗୋଟେ ଚମଚରେ ଆଉ ଟିକେ ଗୋଲାଇଦିଅନ୍ତୁ।ତାପରେ ଏକ ଛଣା ନିଅନ୍ତୁ ଆପଣ ଚାହିଁଲେ ଏକ କଟନ କପଡାବି ନେଇପାରିବେ।ଏହାକୁ ଛଣା ଉପରେ ଥୋଇ ଚମଚରେ ତାକୁ ଧୀରେ ଧୀରେ ମାଡିଦିଅନ୍ତୁ ଓ ଏହାପରେ ତାର ଯୁସ ବାହାରୁଥିବା ର ଆପଣ ଦେଖିବାକୁ ପାଇବେ।ଯେତିକି ଦରକାର ସେତିକି ନିଅନ୍ତୁ ଅଲଗାକୁ ଘୋଡାଇ ରଖିଦିଅନ୍ତୁ।ଏହାପରେ ଆପଣ ଏକ ଅଲୋବେରା ଜେଲ ନିଅନ୍ତୁ ଯାହାକି ମାର୍କେଟରେ ମିଳୁଥିବ ଦରକାର କାରଣ ଯଦି ଆପଣ ଗଛକୁ ନେବେ ତ ତାହା ବହୁତ ପତଳା ହେବ ଯାହା ତୁମ କେଶରେ ଠିକ ଭାବରେ ଲାଗିବ ନାହିଁ।ତାକୁ ଆଣି ଭଲଭାବରେ ମିକ୍ସ କରନ୍ତୁ।

ଏହାପରେ ନିଜ କେଶକୁ ପ୍ରଥମେ ସମ୍ପ କରନ୍ତୁ।ତାପରେ ନିଜ ବାଳକୁ ୨ଭାଗରେ ବାଣ୍ଟିଦିଅନ୍ତୁ।ଧୀରେ ଧୀରେ ଏକ କଟନ ସହାୟତାରେ ଆକୁ ଲଗାଇଦିଅନ୍ତୁ।ଆପଣ ଏହାର ଫରକ ୩ମାସ ମଧ୍ୟରେ ଦେଖିବାକୁ ପାଇବେ।ଯଦି ଆପଣ ଏହାକୁ ସପ୍ତାହରେ ୩ଥର କରୁଛନ୍ତି ଆପଣ ୩ମାସ ମଧ୍ୟରେ ଫଳ ମିଳିବ ଆପଣ ନିଜେ ଫରକ ଦେଖିପାରିବେ।ଆପଣଙ୍କର ଏଥିରେ ଧ୍ୟାନ ଦେବା ଉଚିତ କି ଆପଣ ଏହାକୁ କିପରି ବ୍ୟବହାର କରୁଛନ୍ତି।ଏହାର ଫଳ କିଛି ପରିମାଣରେ ଡେରି ହୋଇପାରେ ବ୍ୟସ୍ତ ହବାର କିଛି ଆବଶ୍ୟକତା ନାହିଁ।

Leave a Reply

Your email address will not be published. Required fields are marked *