ମଜାଦାର ପଜଲ – ପ୍ରଥମ ଚିତ୍ରରେ ଏକ ଚାବି ଚିତ୍ର ଅଛି,୨ୟରେ ଇଂରାଜୀ ଅକ୍ଷର T,୩ୟ ଚିତ୍ରରେ ଏକ ବିରାଡ଼ି ଚିତ୍ର ଅଛି – ତେବେ ବୁଦ୍ଧିମାନ ହୋଇଥିଲେ କୁହନ୍ତୁ ଏହା କେଉଁ ଚକଲେଟ କୁ ସୂଚଉଛି – ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ..

ଆମେ ଆଜି ଆପଣ ମାନଂକ ପାଇଁ କିଛି ନୂଆ ମଜାଦାର ପହେଲି ନେଇକି ଆସିଛୁ, ଯାହା ଆପଣଙ୍କୁ ବହୁତ ଭଲ ଲାଗିବ।ଏହା ଦ୍ଵାରା ଆପଣ କିଛି ନୂଆ ଜିନିଷ ଶିଖିବାରେ ସହାୟକ ହୋଇପାରିବେ।ଏଥିରେ ଆମେ ଆପଣଙ୍କୁ ବିସ୍ତ୍ରୁତ ଭାବରେ ବୁଝେଇ କହିଛୁ।ଏଥିରେ ଆମେ ମଜାଦାର ୮ଟି ପହେଲି ଆପଣ ମାନଂକ ପାଇଁ ଆଣିକି ଆସିଅଛୁ।ତେବେ ବିଶେଷ ଡେରି ନ କରି ଆସନ୍ତୁ ଜାଣିବା କଣ କଣ ଅଟେ ସେହି ମଜାଦାର ପହେଲି।ତେବେ ଏହା ଥିଲା ଆଜିର ବିଷୟ ବସ୍ତୁ।ବିଶ୍ୱାସ ଏହା ଆପଣଙ୍କୁ ଭଲ ଲାଗିଥିବ।ଏଥିରେ ଆପଣଂକୁ କିଛି ନୂଆ ନୂଆ ଜିନିଷ ଜାଣିବାକୁ ମିଳିଥିବ,ଯାହା ଆପଣଙ୍କୁ ବହୁତ ଖୁସି ଦେଇଥିବ।
୧.ପ୍ରଥମ ଚିତ୍ରରେ ଏକ ମୂଷା ଓ ଦୂତୀୟ ଚିତ୍ରରେ ଏକ କାନ ଚିତ୍ର ଅଛି।
ଏହା ଏକ ଗୀତକୁ ସୂଚଉଛି ଯାହାର ନାମ ହଉଛି ମୁସ୍କାନ(ପ୍ରଥମ ଚିତ୍ର ସୂଚଉଛି ମୁସ ଓ ଦୂତୀୟ ଚିତ୍ର କାନ)।
୨.୩ଟି ପାଦ ବିଶିଷ୍ଟ ଚମ୍ପା ରାଣୀ,ସବୁବେଳେ ଗାଧେଇବାକୁ ଯାଏ,ଡାଲି ଭାତ ର ସ୍ୱାଦ ନଜାଣି କଞ୍ଚା ରୁଟି ଖାଏ।କୁହନ୍ତୁ ଏହା କଣ ଅଟେ।
ଏହା ଏକ ବେଳନାବାଡ଼ି କୁ ବୁଝଉଛି।
୩.ଏଠାରେ ପ୍ରଥମ ଚିତ୍ରରେ ଏକ ଚାବି ଚିତ୍ର ଅଛି,୨ୟରେ ଇଂରାଜୀ ଅକ୍ଷର ଟି,୩ୟ ଚିତ୍ରରେ ଏକ ବିରାଡ଼ି ଚିତ୍ର ଅଛି ।କୁହନ୍ତୁ ଏହା କାହାକୁ ସୂଚଉଛି।
ଏହା ଏକ ଚକଲେଟ କୁ ବୁଝଉଛି।ଯାହାର ନାମ ହଉଛି କୀଟ କ୍ୟାଟ
୪.ଗଛର ଉପର ଡାଲରେ ବସିଛି,ବସିକି ସମସ୍ତଂକୁ ଗୀତ ସୁନାଉଛି।କୁହନ୍ତୁ ଏହା କଣ ଅଟେ।
ଏହା ଏକ ପକ୍ଷୀକୁ ସୂଚଉଛି।
୫.ଏଠାରେ ପ୍ରଥମ ଚିତ୍ରରେ ଏକ ଚିରା ପାନପାତ୍ର ଅଛି।୨ୟ ଚିତ୍ରରେ ଏକ ସାଗୁଣା ଯାହାର ହିନ୍ଦୀ ନାମ ବାଜ ଅଟେ ଓ ୩ୟ ଚିତ୍ରରେ ଏକ ଆଲୋକର ରଶ୍ମି ଆକାଶକୁ ପଡିଛି।କୁହନ୍ତୁ ଏହା କାହାକୁ ବୁଝଉଛି।
ଏହା ଏକ ଗୀତକୁ ବୁଝଉଛି।ଯାହାର ନାମ ହଉଛି ଦଗା ବାଜ ରେ।
୬.ଏମିତି କୋଉ ଜିନିଷ ଅଛି ଯାହାକୁ ଆମେ ଦିନ ରାତି ରେ ଉଠଉଛନ୍ତି,ଏହା ବିନା ଆମେ କେଉଁଆଡ଼େ ଯାଇ ବି ପାରିବାନାହିଁ।କୁହନ୍ତୁ ଏହା କଣ।
ଏହାର ବୁଝଉଛି ଆମ ନିଜ ପାଦକୁ।
୭.ଏଠାରେ ପ୍ରଥମ ଚିତ୍ରରେ ଏକ ଭଲପାଇବା କୁ ଦେଖାଯାଇଛି।୨ୟ ଚିତ୍ରରେ ଏକ ଶାଗୁଣା ଚିତ୍ର ଅଛି ଯାହାର ହିନ୍ଦୀ ନାମ ବାଜ ଅଟେ ।କୁହନ୍ତୁ ଏହା କାହାକୁ ସୂଚଉଛି।
ଏହା ଏକ ଗୀତକୁ ବୁଝଉଛି।ଯାହାର ନାମ ହଉଛି ଇସ୍କବାଜ।
୮.କଠୋର ଅଟେ କିନ୍ତୁ ପାହାଡ ନୁହଁ,ଜଳ ଅଟେ କିନ୍ତୁ ସମୁଦ୍ର ନୁହଁ,ଜଟ ଅଛି କିନ୍ତୁ ଯୋଗୀ ନୁହଁ,ମିଠା ଅଟେ କିନ୍ତୁ ଗୁଡ ନୁହଁ।କୁହନ୍ତୁ ଏହା କଣ ଅଟେ
ଏହା ଏକ ଫଳକୁ ବୁଝଉଛି।ଯାହାର ନାମ ହଉଛି ନଡ଼ିଆ।