ଏମିତି କେଉଁ ଝିଅ ନାମ ଅଛି ଜାହା ଭିତରେ ଉଭୟ ଦୀପ ଓ ଚାହା ଦୁଇଟି ଯାଙ୍କ ନାମ ଆସିଥାଏ – ବୁଦ୍ଧିମାନ ହେଇଥିଲେ ଝିଅର ନାମ କଣ ହେବ କୁହ…
1 min read
ମୋତେ କୁହ ଯେ IAS ର ଏହି ସାକ୍ଷାତକାରରେ ପ୍ରାର୍ଥୀମାନଙ୍କ ଠାରୁ ବହୁତ ଜଟିଳ ପ୍ରଶ୍ନ ପଚରାଯାଏ ଏବଂ ଏହି ପ୍ରଶ୍ନଗୁଡିକ ଏପରି ଯେ ସେମାନେ ଭଲର ମନକୁ ମଧ୍ୟ ବୁଲାନ୍ତି ଏବଂ ଏହି ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ପରୀକ୍ଷା ତଥା ତାଙ୍କର IQ, ବୁଦ୍ଧି, ସମସ୍ତ | ସାଂସାରିକତା ଏବଂ ସାମାଜିକ ସମସ୍ୟାଗୁଡିକର ବୁଝାମଣା ସମ୍ବନ୍ଧୀୟ ଜିନିଷଗୁଡିକ ପରୀକ୍ଷା କରାଯାଇଛି ଏବଂ ଆଜି ଏହି ପୋଷ୍ଟରେ, ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ UPSC ପ୍ରଶ୍ନ ଏବଂ ଉତ୍ତର ଆଣିଛୁ ଯାହା ଗତ କିଛି ବର୍ଷ ମଧ୍ୟରେ ପଚରାଯାଇଥିଲା, ତେବେ ଆସନ୍ତୁ ଏହାକୁ ଏକ ଦର୍ଶନ ଉପରେ ରଖିବା |ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୨୧ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଏମିତି କେଉଁ ଜିନିଷ ଅଛି ଯାହା ଚେଇଁ ରହିଲେ ଠିଆ ହୋଇ ରହେ ଆଉ ଶୋଇ ପଡିଲେ ଗଳିପଡେ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଖି ପତା।
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କଳା ମୁଁ କିନ୍ତୁ କୋଇଲି ନୁହେଁ,ଲମ୍ବା ଅଟେ କିନ୍ତୁ ବାଡ଼ି ନୁହେଁ,ଡୋର ନୁହେଁ କିନ୍ତୁ ବନ୍ଧା ଯାଏ,ମା ମୋର ନାମ କୁହନ୍ତି ମୁଁ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖୋସା।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଭାରତର କେଉଁ ରାଜ୍ୟରେ ହାତୀ ମାନଙ୍କର ସଂଖ୍ୟା ଅଧିକ ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କର୍ଣ୍ଣାଟକ।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଵନବାସ ପରେ ଭଗବାନ ରାମ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୧୦୦୦ ବର୍ଷ ପର୍ଯ୍ୟନ୍ତ।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ମଣିଷର ଆଖି କେତେଟି ରଙ୍ଗ ଚିନ୍ହି ପାରିବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଟେ ଳକ୍ଷରୁ ମଧ୍ୟ ଅଧିକ।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କଣ ଆପଣ ଜାଣିଛନ୍ତିକି ସମସ୍ତଙ୍କର ଆଙ୍ଗୁଠିରେ ଥିବା ପ୍ରିଣ୍ଟ ସମସ୍ତଙ୍କର ଅଲଗା ଅଲଗା କିପରି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡିଏନେ କାରଣରୁ।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-କେଉଁ ଦେଶରେ ସବୁଠାରୁ ଅଧିକ ମାଛ ଖାଆନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ଦେଶରେ।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-କେଉଁ ଦେଶରେ କୁକୁର ପୋଷିବା ଏକ ଅପରାଧ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଇସଲାଣ୍ଡ ଦେଶରେ।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଭାରତର ସବୁଠାରୁ ଅଧିକ ବିଦ୍ୟାଳୟ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାରାଷ୍ଟ୍ରରେ।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ସୁର୍ଯ୍ୟ କେଉଁ ଦିଗରେ ଉଦୟ ହୁଅନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୂର୍ବ ଦିଗରେ।
ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ପ୍ରଧାନ ମନ୍ତ୍ରୀ ହେବା ପାଇଁ ଆମର ପ୍ରାୟ କେତେ ବୟସ ହେବା ଆବଶ୍ୟକ।
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୫ ବର୍ଷ।
ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଭାରତରେ ପ୍ରାୟ କେତେ ପ୍ରତିସତ ଲୋକ ଇଣ୍ଟରନେଟର ବ୍ୟବହାର କରନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪୫% ଲୋକ।
ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ଚନ୍ଦ୍ର ପର୍ଯ୍ୟନ୍ତ ପହଁଞ୍ଚିବାକୁ ପ୍ରାୟ କେତେ ସମୟ ଲାଗିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩ ଦିନ।
ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-କଣ ଆପଣଙ୍କୁ ଜଣା ଅଛି ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ଗଛ ଲତା ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦିଲ୍ଲୀରେ।
ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ବିଶ୍ୱର ସବୁଠାରୁ ବଡ଼ ସହର କେଉଁଟି ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିୟୁ ୟର୍କ ସହର।
ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-ଦୁନିଆର ସବୁଠାରୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ଦେଶରେ।
ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-ସବୁଠାରୁ ଅଧିକ ଅଣ୍ଡା ଦେଉଥିବା ପକ୍ଷୀ କିଏ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିଲୁ ନାମକ ପକ୍ଷୀ।
ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ଇଂରେଜ ମାନେ ଭାରତକୁ ସର୍ଵ ପ୍ରଥମ କେତେ ତାରିଖରେ ଆସିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୦ ମଇ ୧୪୯୮ ରେ।
ଏବେ ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-କପି ଆଉ ପେଷ୍ଟର ଆବିଷ୍କାର କିଏ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲେରି ଟେସଲର।
ଏବେ ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ବିଶ୍ୱର ସବୁଠାରୁ ପୁରୁଣା ଖେଳ କେଉଁଠି ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୋଲୋ।
ଏବେ ଆମେ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-ଏମିତି କେଉଁ ନାମ ଅଛି ଜାହା ଭିତରେ ଉଭୟ ଚାହା ଆଉ ଦୀପ ଦୁଇଟି ଜାଙ୍କ ଆସିଥାଏ,ତାହେଲେ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୀପ୍ତି (DIPTEE)
ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ।