January 28, 2025

Odia Express

Here, There and Everywhere

ମଜାଦାର ପଜଲ – ପ୍ରଥମ ଚିତ୍ର ରେ ଗୋଟେ ପୁଅ ପିଲା ରହିଛି,୨ୟ ଚିତ୍ର ରେ ଗୋଟେ ଝିଅ ପିଲା ରହିଛି- ତେବେ ଏଠାରେ ପୁଅ ତୀର ନାମ କଣ ହେବ କୁହନ୍ତୁ – ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

ଏହି ଆର୍ଟିକିଲରେ ଆପଣଙ୍କୁ କିଛି ଚମତ୍କାର ପ୍ରଶ୍ନ ପଚାରାଯିବ ,ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେଉଛନ୍ତି ତାହେଲେ ଆପଣ ବହୁତ ବୁଦ୍ଧିମାନ। ଡେରି ନକରି ଚାଲନ୍ତୁ ଜାଣିବା ସେହି ମଜାଦାର ଜିନିଷ ବିଷୟରେ|ତେବେ ଆପଣ ସବୁଦିନ କିଛି ନୂଆ ନୂଆ କଥା ଜାଣିବା ପାଇଁ ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ |ତେବେ ଏହି ଉତ୍ତର ଗୁଡିକ ନିଶ୍ଚୟ ଜାଣିରଖନ୍ତୁ

୧.ଆପଣଙ୍କ ସାମ୍ନାରେ ୩ ଟି ରଙ୍ଗ ଅଛି (ସବୁଜ,ଘିଅ,ଗୋଲାପୀ) ଓ ଏହା ସହ ଇଂରାଜୀ ଅକ୍ଷର ବି ଅଛି।

ଏହା ସୁଚାହୁଛି ଯେ ଏହା ଏକ ପାରିବା ର ନାମ କୋବି(ପ୍ରଥମ ଅକ୍ଷର ସୂଚଉଛି କୋ ,ଦବୁତୀୟ ଅକ୍ଷର ସୂଚଉଛି ବି)।

୨.ରାଜାଙ୍କ ବଗିଚାରେ ଚିରହରିତ ଅଛି,ମୋତି ମାଣିକ ରେ ସଜା ହୋଇଛି।

ଏହା ମକା ନାମକ ସଶ୍ୟକୁ ସୂଚଉଛି।

୩.ପ୍ରଥମ ଚିତ୍ର ରେ ଗୋଟେ ପୁଅ ପିଲା ରହିଛି,୨ୟ ଚିତ୍ର ରେ ଗୋଟେ ଝିଅ ପିଲା ରହିଛି।

ଏହା ସୂଚଉଛି କି ମଙ୍ଗଳ ।ପ୍ରଥମ ଚିତ୍ର ସୂଚଉଛି ମ୍ୟାନ ,୨ୟ ଚିତ୍ର ସୂଚଉଛି ଗାର୍ଲ।

୪.ଦିନ ରେ ଶୁଏ,ରାତି ରେ କାନ୍ଦେ,ଯେତେ କାନ୍ଦେ,ସେତେ ହରାଏ।

ଏହା ଏକ ମହମବତୀକୁ ସୂଚଉଛି।

୫.ଏଠାରେ ପ୍ରଥମ ଚିତ୍ରରେ ନାଲି ରଙ୍ଗ ଅଛି,୨ୟ ଚିତ୍ର ରେ ଗୋଟେ ଦିସ ଅଛି।

ଏହା ଏକ ଶଶ୍ୟକୁ ସୂଚଉଛି ଯାହାର ନା ହଉଛି ରେଡିସ ।ଯାହାର ଅର୍ଥ ମୂଳା

୬.୨ ଟି ୧ କି.ଗ୍ରା ବିଶିଷ୍ଟ ଦ୍ୱାରା ଅଛି,ଯେଉଁଥିରେ ସୈନ୍ୟ ମନେ ଅଛନ୍ତି।ଯେତେବେଳେ ସେମାନେ ସେ ଦ୍ୱାରା ରେ ବଦେଇହେବେ ସଂସାର ନଷ୍ଟ ହୋଇଯାଏ।କୁହନ୍ତୁ ଏହା କଣ ଅଟେ।

ଏହା ସୂଚଉଛି ଏକ ଦିଆସିଲକୁ।

୭.ଏଇଥର ପ୍ରଥମ ଚିତ୍ର ରେ ଏକ ଜେର୍ମ ର ଚିତ୍ର ଅଛି । ୨ୟ ଚିତ୍ର ରେ କିଛି ନୋଟର ଚିତ୍ର ଅଛି।କୁହନ୍ତୁ ଏହା କଣ ସୂଚଉଛି।

ଏହା ଏକ ଦେଶକୁ ସୂଚଉଛି ଯାହାର ନାମ ହଉଛି ଜର୍ମାନୀ।

୮.ଲମ୍ବା ତାର ତନ,ଗୋଲ ତାର ବଦନ ,ସ୍ୱର ତାର ମିଠା,ଆଉ ତା ଦେହ ରେ ଛେଦ ହୋଇଥାଏ,ଭାଷା ର ଭେଦ କରେନାହିଁ।କୁହନ୍ତୁ ଏହା କଣ।

ଏହା ଏକ ଯନ୍ତ୍ର କୁ ସୂଚଉଛି ଯାହାର ନାମ ହଉଛି ବଂଶୀ।

Leave a Reply

Your email address will not be published. Required fields are marked *