June 23, 2025

Odia Express

Here, There and Everywhere

ମହା ଶିବରାତ୍ରି ତାରିଖ ଏବଂ ସମୟ – ଶୁଭ ଯୋଗ କେବେ ଅଛି ୨୦୨୧ରେ – କରନ୍ତୁ ଏହି କାମ ଆପଣଙ୍କ ସବୁ ଇଚ୍ଛା ପୁରାଣ ହେବ..

ବହୁତ ବର୍ଷ ପରେ ୧୧ ମାର୍ଚ୍ଚ ରେ ୨୦୨୧ରେ ମହା ଯୋଗ ରହିଛି।ଏହା କରିବାକୁ ଭୁଲନ୍ତୁ ନାହିଁ ଗୋଟିଏ ଜିନିଷ। ଭଗବାନ ଶିବଙ୍କର ଆଶୀର୍ବାଦ ଓଆଇବା ପାଇଁ ମହାଶିବରାତ୍ରି କୁ ସବୁ ଠାରୁ ଉତ୍ତମ ଦିନ ମାନି ନିଆଯାଇଛି।ମହାଶିବରାତ୍ରି ବ୍ରତ ଫାଲ୍ଗୁନ ମାସରେ କୃଷ୍ଣ ପକ୍ଷରେ ଚତୁର୍ଦଶ ତିଥିରେ ରଖା ଯାଇଥାଏ।ଏହି ତିଥିରେ ଭଗବାନ ଶିବ ଏବଂ ମାତା ପର୍ବତୀଙ୍କର ବାହାଘର ହୋଇ ଥିଲା।୨୦୨୧ ମସିହାରେ ମଜା ଶିଵ ରାତ୍ରି ବହୁତ ଶୁଭ ଯୋଗର ନିର୍ମାଣ ହେଉଛି ଯାହାକି ଶିବ ଭକ୍ତି ଏବଂ ଶିବ କୃପା ପାଇବା ପାଇଁ ବହୁତ ଖାସ ହେବ।ଆଜି ଆପଣ ଜାଣିବେ ୨୦୨୧ ବର୍ଷ ବହୁତ ଭଲ ତିଥି ଏବଂ ପୂଜା କରିବାର ଶୁଭ ମୁହୂର୍ତ।

ଏହି ଶୁଭ ଯୋଗରେ କରା ଯିବା ଶୁଭ ବିଧି ଏବଂ ଶୁଭ ଯୋଗ ଉପାୟ ବିଷୟରେ ଆସନ୍ତୁ ଜାଣିବା।ପ୍ରଥମେ ଜାଣିବା ମହା ଶିବ ରାତ୍ରି ଶୁଭ ମୁହୂର୍ତ୍ତ ବର୍ଷ ୨୦୨୧ ରେ ୧୧ ମାର୍ଚ୍ଚ ଗୁରୁବାର ଦିନ ବନା ଯିବା। ଚତୁର୍ଦଶି ତିଥି ଆରମ୍ଭ ହେବ।୧୧ ମାର୍ଚ୍ଚ ଚତୁର୍ଦଶୀ ତିଥିରେ ସମାପ୍ତ ହେବ।୧୨ ମାର୍ଚ୍ଚ ତିନିଟା ବାଜି ଦୁଇ ମିନିଟରେ। ପୂଜାର ସମୟ ହେଉଛି ୧୧ ମାର୍ଚ୍ଚ ରାତି ବାରଟା ବାଜି ଛଅ ମିନିଟରେ ବାରଟା ଛପନ ମିନିଟ ଯାଏ।ମହାଶିବରାତ୍ରି ବ୍ରତ ପାଳନ କରିବାର ସମୟ ହେଉଛି ବାର ମାର୍ଚ୍ଚ ସକାଳ ଛଅ ଟା ୩୪ ମିନିଟରୁ ସନ୍ଧ୍ୟା ତିନିଟା ବାଜି ଦୁଇ ମିନିଟ ଯାଏ । ମହା ଶିବ ରାତ୍ରି ଶୁଭ ଯୋଗ ବର୍ଷ ୨୦୨୧।

ଏହି ଦିନ କଲ୍ୟାଣ କରି ଶିବ ଯୋଗ ନିର୍ମାଣ ହେବ।ଏହା ପରେ ଏହାର କାଯ୍ୟରେ ସିଦ୍ଧି ଦେବା ପାଇଁ ସିଦ୍ଧି ଯୋଗ ଆରମ୍ଭ ହୋଇଯିବ।ଶାସ୍ତ୍ର ଅନୁସାରେ ଶିବ ଯୋଗକୁ ନିଜେ ଭଗବାନ ଶିବଙ୍କର ଆଶ୍ରିବାଦ ରେ ଶିବ ଯୋଗରେ ପୂଜା ପାଠ ଏବଂ ମାଙ୍ଗଳିକ କାଯ୍ୟରେ ସଫଳ ହୋଇଥାନ୍ତି।ଓ କାଯ୍ୟରେ ସଫଳ ହେବା ସହିତ ଏହି ଦିନ ଘନିଷ୍ଟ ନକ୍ଷତ୍ର ଏବଂ ଚନ୍ଦ୍ରମା ମକର ରାଶିରେ ବିରାଜ ମାନ ରହିବେ।ମହାଶିବରାତ୍ରି ବ୍ରତ ପୂଜା ବିଧି। ଶିବ ରାତ୍ରି ପୂର୍ବରୁ ସକାଳ ପୂର୍ବରୁ ଗାଧୋଇ ସାରି ସ୍ଵଛ ବସ୍ତ୍ର ପିନ୍ଧିକି ବ୍ରତର ସଂକଳ୍ପ ନିଅନ୍ତୁ ଏହା ପରେ ବିଧି ବିଧାନ ଅନୁସାରେ ଶୁଭ ମୁହୂର୍ତ୍ତରେ ଶିବ ରାତ୍ରିର ପୂଜା କରନ୍ତୁ।ରାତ୍ରିର ଚାରି ପ୍ରହରରେ ଆପଣ ଆପଣଙ୍କ ସୁବିଧା ଅନୁସାରେ ଏହି ପୂଜା କରନ୍ତୁ।

ସର୍ବ ପ୍ରଥମେ କଞ୍ଚା କ୍ଷୀର କିମ୍ବା ପଞ୍ଚାମୂର୍ତରେ ଶିବ ଲିଙ୍ଗର ଅଭିଷେକ କରନ୍ତୁ।ଏବଂ ବେଳ ପତ୍ର , ଦୁଦୁର ଫୁଲ ଚନ୍ଦନ ଫୁଲ ଧୂପ , ଦୀପ ,ଅର୍ପଣ କରନ୍ତୁ। ଭଗବାନ ଶିବଙ୍କର ପୂଜା ସମୟରେ ଶିବ ମନ୍ତ୍ର କିମ୍ବା ଓଁ ନମଃ ଶିବାୟ ଜପ କରନ୍ତୁ। ପୂଜାରେ ମହାଦେବଙ୍କୁ କ୍ଷୀର ଭୋଗ ଲଗାନ୍ତୁ ଏବଂ ଶେଷରେ ଶିବ ଆରତୀ କୁ ପରିକ୍ରମା କରି ଭଗବାନ ଶିବଙ୍କ ଆଶ୍ରିବାଦ ନିଶ୍ଚିନ୍ତ ନିଅନ୍ତୁ।ମହାଶିବରାତ୍ରି ବ୍ରତ ଉପାୟ।ମହାଶିବରାତ୍ରି କରିଥିବା କିଛି ଉପାୟ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ସଫଳତା ଦେଇଥାଏ।ଶାସ୍ତ୍ରରେ ଏହା କୁହ ଯାଇଛି କିକିଛି ବି ଶୁଭ ଯୋଗରେ କରା ଯାଇ ଥିବା କାମ କିମ୍ବା ଉପାୟ କେବେ ବି ନିଷ୍ଫଳ ହୋଇ ନଥାଏ।

Leave a Reply

Your email address will not be published. Required fields are marked *