June 23, 2025

Odia Express

Here, There and Everywhere

କଣ ଆପଣ ଘଣ୍ଟାରେ ଥିବା AM ଓ PM ର ଅର୍ଥ ଜାଣିଛନ୍ତି।ଜାଣନ୍ତୁ କଣ ପାଇଁ ଏପରି କୁହାଯାଏ…

1 min read

ନମସ୍କାର ବନ୍ଧୁଗଣ, ଆଜି ଆମେ ଏକ ବହୁତ ହିଁ କୌତୁହଳ ପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବାକୁ ଯାଉଛେ।ଏବଂ ତାହା ଆପଣଙ୍କ ଦୈନନ୍ଦିନ ଜୀବନରେ ଆପଣ ପ୍ରାୟ ବ୍ୟବହାର ମଧ୍ୟ କରି ଥାଆନ୍ତି।କିନ୍ତୁ ହୁଏତ ପ୍ରାୟ ଲୋକ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜାଣି ନଥାନ୍ତି।କିନ୍ତୁ ଏହା ତାଙ୍କ ପାଇଁ ମଧ୍ୟ ବହୁତ ଜରୁରୀ ଅଟେ।ତେବେ ସେହି ବିଷୟ ହେଉଛି କି ଆମେ ଘଣ୍ଟାରେ ଯେଉଁ AM ଓ PM ବ୍ୟବହାର କରିଥାଉ ତାହାର ସମ୍ପୂର୍ଣ୍ଣ ନାମ କଣ ଏବଂ କାହିଁକି ଏପରି କୁହାଯାଏ।

ନିଜ ଦୈନନ୍ଦିନ ଜୀବନରେ ଆମେ ଏପରି କେତେ ଶବ୍ଦର ବ୍ୟବହାର କରିଥାଉ ଯାହା ପାଇଁ ଆମର କାମ ଚାଲେ ନାହିଁ।କିନ୍ତୁ ଏହା ମଧ୍ୟ ସତ୍ୟ ଅଟେ କି ଆମକୁ ପ୍ରାୟ ସେସବୁର ଅସଲି ଅର୍ଥ ଜଣା ନଥାଏ।ଏହି ପରି ହିଁ କିଛି ଶବ୍ଦ ହେଉଛି AM ଓ PM ।ଯାହା ଆମେ ପ୍ରାୟ ସମୟ ଜଣାଇବା ପାଇଁ ବ୍ୟବହାର କରିଥାଉ।ଆମକୁ ଏହା ମଧ୍ୟ ଜଣାଅଛି କି AM କୁ ଦ୍ୱିପ୍ରହର ପୂର୍ବରୁ ଓ PM କୁ ଦ୍ୱିପ୍ରହର ପରେ ସମୟ ଜଣାଇବା ପାଇଁ ବ୍ୟବହାର କରାଯାଏ।କିନ୍ତୁ ଆପଣଙ୍କୁ ଯଦି କେହି ଏହାର ସମ୍ପୂର୍ଣ୍ଣ ନାମ ପଚାରେ ତେବେ ହୋଇଥାଇ ପରେ ଆପଣଙ୍କୁ ଅସୁବିଧା ହେବ।

ଯଦି ଆପଣଙଙ୍କୁ ଏହାର ସଠିକ ଉତ୍ତର ଜଣାନାହିଁ ତେବେ ଆସନ୍ତୁ ଜାଣିବା ଏହି ଶବ୍ଦ ମାନଙ୍କର ସଠିକ ଅର୍ଥ।AMର କୌଣସି ଇଂରାଜୀ ଭାଷାରେ ଅର୍ଥ ନାହିଁ।ବରଂ ଏହା ଏକ ଲାଟିନ ଶବ୍ଦ ଅଟେ।ଯାହାର ସମ୍ପୂର୍ଣ୍ଣ ନାମ ହେଉଛି ଆଣ୍ଟି ମ୍ୟାରେଡିୟମ।ଏହାର ହିନ୍ଦୀ ଭାଷାରେ ଅର୍ଥ ହେଉଛି କି,ଦ୍ୱିପ୍ରହର ପୂର୍ବରୁ ଅଟେ।ଏବଂ ଇଂରାଜୀ ଭାଷାରେ ଏହାର ଅର୍ଥ ହେଉଛି କି, ବିଫୋର ନୁନ ଅଟେ।ଏହାର ଅର୍ଥ ଆମକୁ ରାତିରେ ୧୨ଟା ରୁ ଆରମ୍ଭ କରି ଦ୍ୱିପ୍ରହରର ବାରଟା ବେଳ ପର୍ଯ୍ୟନ୍ତ ଘଣ୍ଟାରେ AM ହିଁ ଦେଖା ଦିଏ।ଏବଂ ଦ୍ୱିପ୍ରହର ବାରଟା ପରେ ଆମକୁ ଘଣ୍ଟାରେ PM ଦେଖା ଦିଏ।ଏହାର ମଧ୍ୟ କୌଣସି ଇଂରାଜୀ ଭାଷାରେ ଅନୁବାଦ କିମ୍ବା ଅର୍ଥ ନାହିଁ ।

ଏହା ମଧ୍ୟ ଏକ ଲାଟିନ ଶବ୍ଦ ଅଟେ।ଏବଂ ଏହାର ଅର୍ଥ ବା ସମ୍ପୂର୍ଣ୍ଣ ନାମ ହେଉଛି, ପୋଷ୍ଟ ମ୍ୟାରିଡିୟମ।ଏହାକୁ ଯଦି ଇଂରାଜୀ ଭାଷାରେ କହିବା ତେବେ ଏହାର ଅର୍ଥ ହେଉଛି ଆଫ୍ଟର ନୂନ ଅଟେ।ଏବଂ ହିନ୍ଦୀ ଭାଷାରେ ଅନୁବାଦ କରିବା କି ଏହାର ଅର୍ଥ ହେଉଛି ଦ୍ୱିପ୍ରହର ପରେ ଅଟେ।ଏହି କ୍ଷେତ୍ରରେ ମଧ୍ୟ ଆମେ ବୁଝି ସାରିଛୁ କି ଘଣ୍ଟାରେ ଦ୍ୱିପ୍ରହର ବାରଟା ପର ଠାରୁ ଆରମ୍ଭ କରି ରାତ୍ରିର ବାରଟା ପର୍ଯ୍ୟନ୍ତ ସମୟକୁ କୁହାଯାଏ।ଏବଂ ଘଣ୍ଟାରେ ମଧ୍ୟ ଏହି ସମୟ କୁ PM ଭାବରେ ଦେଖାଏ।

ଆଶା କରୁଛୁ କି ଆପଣଙ୍କୁ ଏହି ସୂଚନା ଭଲ ଲାଗି ଥିବ।ଏହା ଆପଣଙ୍କର କିଛିଟା ଜ୍ଞାନ ମଧ୍ୟ ଆହରଣ କରିବାରେ ସାହାର୍ଯ୍ୟ କରି ଥିବ।ଯଦି ଆପଣ ଏହାର ଅର୍ଥ ଜାଣି ନ ଥିଲେ ତେବେ ଏହାକୁ ପଢି ଆପଣ ଜାଣି ପାରିଥିବେ କି ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉ ଥିବା ଏହି ଭଳି ଛୋଟ ଛୋଟ କଥା ମାନଙ୍କର ମଧ୍ୟ ଏହି ଭଳି କିଛି ଅଦ୍ଭୁତ ଓ କୌତୁହଳ ଭରା ଅର୍ଥ ଅଛି।କିନ୍ତୁ ଆମକୁ ଏହା ପୂର୍ବରୁ ଜଣା ନଥିଲା।ଏବେ ଯଦି କେହି ଆପଣଙ୍କ ବନ୍ଧୁ,ପରିବାର ଲୋକ, କିମ୍ବା ପିଲାମାନେ ଆପଣଙ୍କୁ ଏହି ସମୟର ବିଷୟରେ କେବେବି କିଛି ପ୍ରଶ୍ନ ପଚାରନ୍ତି ତେବେ ଆପଣ ତାହାର ଉତ୍ତର ସହଜରେ ଦେଇପାରିବେ।

Leave a Reply

Your email address will not be published. Required fields are marked *