December 22, 2024

Odia Express

Here, There and Everywhere

ପ୍ରତିଦିନ କେବଳ ଗୋଟିଏ ଚାମଚ ଗାଧୋଇବା ପାଣିରେ ମିଶାଇ ଦିଅନ୍ତୁ – ଆପଣଙ୍କୁ ମିଳିବ ଆଶ୍ଚର୍ଯ୍ୟ କରିଦେବା ଭଳି ଫାଇଦା

ନମସ୍କାର ବନ୍ଧୁଗଣ,ମ୍ୟାଗ୍ନେସିୟମ ଆମ ଶରୀରର କୋଷକୁ ସ୍ଵସ୍ଥ ଓ ଯୁବ କରି ରଖିବାରେ ସବୁଠାରୁ ଅଧିକ ଆବଶ୍ୟକୀୟ ତତ୍ତ୍ୱ ଅଟେ।ଏହା ଆମ ଶରୀରରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣ ହେଉଥିବା ଦ୍ୱିତୀୟ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପୋଷାକ ତତ୍ତ୍ୱ ଅଟେ।ଏବଂ ଆମ ମସ୍ତିଷ୍କ ,ତ୍ୱଚା ରୋଗ ଓ ଶରୀର ସହ ଜଡିତ ସମସ୍ତ ୩୦୦ଟି ରୋଗକୁ ଠିକ କରିବା ପାଇଁ ମ୍ୟାଗ୍ନେସିୟମ ବହୁତ ଲାଭଦାୟକ ହୋଇଥାଏ।ସେନ୍ଧା ଲୁଣ ମଧ୍ୟରେ ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ମିଳିଥାଏ।ଯଦି ସବୁଦିନ ଏହାକୁ ହାଲକା ଗରମ ପାଣି ସହ ମିଶାଇ ଗାଧୋଇବେ ତେବେ ଏଥିରେ ଉପସ୍ଥିତ ଥିବା ମ୍ୟାଗନେସିୟମ ତତ୍ୱ ଆମ ଶରୀରରେ ଆମ ତ୍ୱଚା ସାହାଯ୍ୟରେ ଗ୍ରହଣ ହୋଇ ଯାଏ।ଯାହା ଦ୍ଵାରା କି ଆମକୁ ବହୁତ ପ୍ରକାରର ଅଦ୍ଭୂତ ଲାଭ ମିଳି ଥାଏ।

ଆମେ ଯେଉଁ ପାଣିରେ ଗାଧୋଇବା ସେହି ପାଣିରେ ଯଦି ଆମେ ସେନ୍ଧା ଲୁଣ ପକାଇବା ତେବେ ଆମ ଶରୀର ଓ ତ୍ୱଚା ଡିଟକ୍ସ ହୋଇ ଯାଇଥାଏ ।ଯାହା ଫଳରେ ଆପଣଙ୍କ ଶରୀର ଓ ତ୍ୱଚା ମଧ୍ୟରେ ଥିବା ସମସ୍ତ ଅଶୁଦ୍ଧତା ଓ ଖରାପ ବସ୍ତୁ ବାହାରି ଯାଇଥାଏ।ଏହାର ସିଧା ପ୍ରଭାବ ତ୍ୱଚାର କଳାପଣ,ଦାଗ ଓ ଶରୀରରେ ଜମି ଥିବା ଅତ୍ୟଧିକ ଚର୍ବି ଉପରେ ହୋଇଥାଏ।ଏହାର ଲଗାତାର ବ୍ୟବହାର ଦ୍ଵାରା ତ୍ୱଚାର ରଙ୍ଗ ଚମକିଥାଏ ଓ ଶରୀରର ଚର୍ବି ମଧ୍ୟ ଶୀଘ୍ର କମି ଯାଇଥାଏ।

ଦ୍ୱିତୀୟ ଫାଇଦା ହେଉଛି, ଏହି ଲୁଣ ପାଣିରେ ପକାଇ ଗାଧୋଇବା ଦ୍ଵାରା ଆପଣଙ୍କ ମାଂସପେଶୀ ଓ ହାଡ଼ର କଷ୍ଟରେ ତୁରନ୍ତ ଆଶ୍ୱସ୍ତି ମିଳିଥାଏ।ଶରୀରରେ କୌଣସି ପ୍ରକାରର ଫୁଲିବା କିମ୍ବା ଥକ୍କାପଣକୁ ଦୂର କରିବା ପାଇଁ ମଧ୍ୟ ଏହାର ବ୍ୟବହାର ନିଶ୍ଚିତ କରନ୍ତୁ।

ତୃତୀୟ ଫାଇଦା ହେଉଛି, ଏହି ଲୁଣ ଆମ ଶରୀରରେ ରକ୍ତ ସଞ୍ଚାଳନକୁ ସାଧାରଣ କରିଥାଏ।ଯାହା ଫଳରେ ଆମ ହୃଦୟ ସର୍ବଦା ସୁସ୍ଥ ରହିଥାଏ।ଏବଂ ଆପଣଙ୍କ ଶରୀରରେ ଉପସ୍ଥିତ ଥିବା ସମସ୍ତ ଅଙ୍ଗ ଠିକ ଭାବରେ କାର୍ଯ୍ୟ ସମ୍ପାଦନ କରିଥାଏ।

ଚର୍ତୁଥ ଫାଇଦା ଯାହା ଆପଣଙ୍କୁ ସେନ୍ଧା ଲୁଣ ଗାଧୋଇବା ବେଳେ ବ୍ୟବହାର କରିବା ଦ୍ଵାରା ହେବ ତାହା ହେଉଛି, ଏହା ବ୍ୟବହାର କଲେ ଆମର ମୁଣ୍ଡ ମଧ୍ୟ ଶାନ୍ତ ରହିଥାଏ।ଯାହା ଫଳରେ ମୁଣ୍ଡବିନ୍ଧା ଓ ବିଷାଦ କବଳରୁ ରକ୍ଷା ମିଳିଥାଏ।ଯେଉଁ ଲୋକଙ୍କୁ ପ୍ରାୟ ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନର ସମସ୍ୟା ରହି ଥାଏ ସେମାନଙ୍କୁ ଏହାର ବ୍ୟବହାର ନିଶ୍ଚୟ କରିବା ଉଚିତ।

ପଞ୍ଚମ ଫାଇଦା ଯାହା ଆପଣଙ୍କୁ ଏହି ଲୁଣର ବ୍ୟବହାର କରିବା ପରେ ହେବ ତାହା ହେଉଛି, ତ୍ୱଚା ସମ୍ବନ୍ଧିତ ସମସ୍ୟା।ତ୍ୱଚା ସହ ଜଡିତ କେତେ ପ୍ରକାରର ରୋଗ ଯେପରିକି ଆଲର୍ଜି, ଏକଜିମା, ସ୍ୱରାଇସିସ, ଶୁଖିଲା ତ୍ୱଚା ଓ ବ୍ରଣ ଆଦି ସମସ୍ୟା ପାଇଁ ସେନ୍ଧା ଲୁଣର ପାଣିରେ ଗାଧୋଇବା ବହୁତ ଲାଭଦାୟକ ହୋଇଥାଏ।ଯଦି ଆମ ଶରୀରରେ କୌଣସି ପ୍ରକାରର ଖଣ୍ଡିଆ ଖାବରା ହୋଇ ଯାଏ ତେବେ ଏହା ସେହି ସମସ୍ୟାକୁ ମଧ୍ୟ ଜଲଦି ଠିକ କରି ଦେଇଥାଏ।

ଷଷ୍ଠ ଫାଇଦା ହେଉଛି, ଥଣ୍ଡା ଦିନରେ ଥଣ୍ଡା ଜର କିମ୍ବା କାଶ ହେବା ଦ୍ଵାରା ସେନ୍ଧା ଲୁଣର ପାଣି ଦ୍ଵାରା ରୋଗରେ ବହୁତ ସୁଧାର ଦେଖିବାକୁ ମିଳିଥାଏ।ଏବଂ ଏହା ସହିତ ହିଁ ଔଷଧର ଉପଯୋଗ କିମ୍ବା ଘରୋଇ ଚିକିତ୍ସା କରିବା ସମୟରେ ଯଦି ଏହାକୁ ମଧ୍ୟ ସାମିଲ କରାଯିବ ତେବେ ଏହା ଆମ ଶରୀରରେ ସେହି ଚିକିତ୍ସାର ପ୍ରଭାବ ମଧ୍ୟ ବଢାଇ ଦିଏ।ଏହାର ବ୍ୟବହାର ସବୁ ବୟସର ବ୍ୟକ୍ତି କରି ପାରିବ।ପିଲାଙ୍କ ଉପରେ ଏହାର ବ୍ୟବହାର କରିବା ଦ୍ଵାରା ସେମାନେ ମଧ୍ୟ ସୁସ୍ଥ ରହିଥାନ୍ତି।ଏବଂ ରାତ୍ରି ସମୟରେ ଭଲ ନିଦ ହୋଇଥାଏ।

Leave a Reply

Your email address will not be published. Required fields are marked *