January 26, 2025

Odia Express

Here, There and Everywhere

ଯଦି ହାଡରୁ ଆସୁଛି କଟ କଟ ଶବ୍ଦ ତାହେଲେ ଏହା ତୁରନ୍ତ ଖାଆନ୍ତୁ ଏହି ତିନିଟି ଜିନିଷ – ଥରେ ବ୍ୟବହାର କରିକି ଦେଖନ୍ତୁ…

ଯଦି ଆପଣଙ୍କ ହାଡରୁ ଏବଂ ଗଣ୍ଠିରୁ କଟ କଟ ଶବ୍ଦ ଆସୁଛି ତାହେଲେ ଏହା ଏକ ଆପଣଙ୍କ ହାଡର ଗଂଭିର ରୋଗର ସଂକେତ ଅଟେ।ଯଦି ଆପଣଙ୍କର ଏପରି ହେଉଛି ତାହେଲେ ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ଆପଣ ତାହାକୁ ବ୍ୟବହାର କରି ଦେଖି ପାରିବେ।ଏହାକୁ ସେବନ କରିବା ଆରମ୍ଭ କରି ଦେବେ ଏଥିରେ ଆପଣଙ୍କୁ ବହୁତ ଫାଇଦା ହେବ ନ ହେଲେ ଆପଣଂକୁବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ।ଏହା ଅସ୍ତିଓ ଅନ୍ତ୍ରଟିଟିସ ର ଏକ ବହୁତ ବଡ଼ ସଂକେତ ଅଟେ ।ଏହା ଏକ ଭୟାନକ ରୋଗ ଅଟେ।ଯାହା ଦ୍ୱାରା ହାଡରେ ଶିରରେ ବହୁତ କମ ହୋଇ ଯାଇ ଥାଏ ଏବଂ ଆଣ୍ଠୁ ଗଣ୍ଠିର କାର୍ତିଲେଜ ମଧ୍ୟ ଧୀରେ ଧୀରେ କମିଯାଏ।

ଏହି ସ୍ଥିତିରେ କଟ କଟ ଶବ୍ଦ ହୋଇ ଥାଏ। ଏହା ସହିତ ଆରମ୍ଭ ହେବ ବେଳେ କଷ୍ଟ ହୋଇ ନଥାଏ କିନ୍ତୁ ପରେ ହୋଇ ଥାଏ। ଏହା ଦ୍ୱାରା ବହୁତ କଷ୍ଟ ହୋଇଥାଏ ଏବଂ ଚାଲିବା ବନ୍ଦ ହେଇ ଯାଏ।ଏହା ଛୁଆ ଏବଂ କିଶୋର ବସ୍ତାରେ ଟିକେ କମ ହୋଇ ଥାଏ। ୩୦ ରୁ ୪୦ ବୟସ ପରେ ଲୋକଙ୍କୁ ଏହି ସମସ୍ୟା ଦେଖା ଦେଇ ଥାଏ।ଏଥିରୁ ବଂଚିବା ପାଇଁ ଆସନ୍ତୁ ଜାଣିବା ତିନିଟି ଉପାୟ ଏହା ଦ୍ୱାରା ଆପଣଙ୍କୁ ବହୁତ ଜଲଦି ରକ୍ଷା ପାଇଁ ଯିବେ।ଏଠି ପାଇଁ ସବୁଠୁ ପ୍ରଥମ ଉପାୟ ହେଉଛି ମେଥି ଦାନା ଏହି ଘରୋଇ ଉପଚାର ର ବ୍ୟବହାର କରି ବଂଚି ପାରିବେ ବହୁତ ସହଜରେ।ଆପଣଙ୍କୁ ଏହା ବହୁତ ସହଜରେ କେବଳ ରାତିରେ ଅଧା ଚାମଚ ମେଥି ଦାନା ପାଣିରେ ଗୋଳି ଦିଅନ୍ତୁ।

ସକାଳୁ ଉଠି ଫ୍ରେଶ ହବ ପରେ ଏହି ଦାନା କୁ ଚୋବେଇ ଚୋବେଇ ଖାଆନ୍ତୁ ଏବଂ ସେହି ପାଣି ବି ପିଇ ଦିଅନ୍ତୁ ଆଉ ଗୋଟିଏ ଉପାୟ ହେଉଛି ହଳଦୀ ଦୁଧ ଏହା ପାଇଁ ଆପଣ ଏକ ଗ୍ଲାସ ହଳଦୀ ଦୁଧ ନିଅନ୍ତୁ ଏବଂ ଏଥିରେ ଏକ ଛୋଟ ଚାମଚ ହଳଦୀ ଢଳାନ୍ତୁ।ଆପଣ ଏହାକୁ ନେଇକି କ୍ଷୀରରେ ମିଶାଇ ଦିଅନ୍ତୁ। ଏହାକୁ ଦୁଇ ତିନି ମିନିଟ ପାଇଁ ରଖି ଦିଅନ୍ତୁ।ଏଥିରେ କ୍ୟାଲସିୟମ କମ ହୋଇ ପାରେ ସେଠି ପାଇଁ ଆପଣ ହଳଦୀ କ୍ଷୀର ପିଅନ୍ତୁ।ଏହା କରିବା ଦ୍ୱାରା କଷ୍ଟ ମଧ୍ୟ ଦୂର ହେବ ଏବଂ ହାଡରେ କ୍ୟାଲ୍ସିୟମର କମ ପୂରଣ ହେବ।ଏହା ପିଇବାର ଉତ୍ତମ ସମୟ ହେଉଛି ରାତି। ରାତିରେ ଶୋଇଲା ପୂର୍ବରୁ ଏହାକୁ ପିଇକି ସୋଇ ପାରିବେ।

ଏହା ବ୍ୟତୀତ ତୃତୀୟ ଉପାୟ ହେଉଛି ଗୁଡ ଏବଂ ବୁଟ।ଏଥିରେ କ୍ୟାଲସିୟମ ପ୍ରୋଟିନ ବହୁତ ମାତ୍ରାରେ ପାଇଁ ଥାଉ। ଏହା ଦୁଇ ଜଣ ମିସିକି ବହୁତ ଅଜବ ଘରୋଇ ଉପଚାର ତିଆରି ହୋଇ ଯାଇଥାଏ।ଯାହା ଆପଣଙ୍କ ହାଡ ପାଇଁ ବହୁତ ଫାଇଦା ହୋଇଥାଏ।ଦିନରେ ଗୋଟିଏ ଥର ଗୁଡ ଏବଂ ବୁଟର ସେବନ ନିଶ୍ଚିନ୍ତ କରନ୍ତୁ।ଏହା ଦ୍ୱାରା ହାଡ ମଜବୁତ ହୋଇ ଥାଏ ଦୁର୍ବଳତା ଦୂର ହୋଇଥାଏ। ଏହି ତିନି ଉପାୟ ରହିଛି ଯଦି ଆପଣ ଏହି ଉପାୟ କରି ଦିଅନ୍ତି ତାହେଲେ ହାଡର ଏହି ସବୁ ରୋଗ ଭଲ ହେଇ ଯାଇ ଥାଏ। ଏହା ଦ୍ୱାରା ଆପଣ ନିଜକୁ ବଞ୍ଚେଇ ପାରିବେ।

Leave a Reply

Your email address will not be published. Required fields are marked *