June 21, 2025

Odia Express

Here, There and Everywhere

କଢେଇକୁ ଗୋଟିଏ ମିନିଟରେ ସଫା କରନ୍ତୁ ସିକ୍ରେଟ ଉପାୟରେ – ଥରେ କରିକି ଦେଖନ୍ତୁ ଆଉ ଏଭଳି ନୂଆ ହେଇଯିବ ଆପଣଙ୍କ କଢେଇ..

ଘରେ ସବୁବେଳେ କଢେଇ ଥାଏ। ଆଲୁମିନିୟମ କଡେଇକୁ ଆମେ ଟିକେ ଅଧିକ ବ୍ୟବହାର କରି ଥାଉ। ଏହା ଦ୍ୱାରା କଢାଇ ବହୁତ ଆସନ ହୋଇ ଯାଇ ଥାଏ। ମଝିରେ ତା ବହୁତ ସଫା ଥାଏ କିନ୍ତୁ କଡରେ ବହୁତ ଆସନ ହୋଇ ଥାଏ। ଆମକୁ ବହୁତ ପରିଶ୍ରମ କରିବାକୁ ପଡି ଥାଏ ସେହି କଡେଇକୁ ସଫା କରିବାରେ। ଆସନ୍ତୁ ଜାଣିବା ଗୋଟିଏ ଉପାୟ ଯାହା ଦ୍ୱାରା କମ ପରିଶ୍ରମର ଆପଣଙ୍କ କଢେଇ ସଫା ହେଇଯିବ।ପୁରା ନୂଆ କଡେଇ ହେଇ ଯିବ। କଢେଇ ହଉ କି ଆଉ କିଛି ବାସନ ହେଉ ସଫା ଥିଲେ ଖାଦ୍ୟ ରାନ୍ଧିବାକୁ ମନ କରି ଥାଏ। ଆମକୁ ଏହାକୁ କେମିତି ସଫା କରିବା।ଏହି କଡେଇ ବହୁତ ଅସନା ହୋଇଛି ଚାଲନ୍ତୁ ଏହାକୁ ସଫା କରିବା।ଦେଖନ୍ତୁ କଢେଇର ପଛପଟେ ବହୁତ ଅଧିକ ଅସନା ହୋଇଯାଇଥାଏ।

ଯଦି ଆମେ ଧ୍ୟାନ ନ ଦେବ ତାହେଲେ ପୁରା କଢେଇ କଳା ପଡି ଯିବ।ଏହାକୁ ଆମେ ଅଳ୍ପ ଅଳ୍ପ ଦିନରେ ସଫା କରିବା ଦରକାର।କଢେଇ ବଡ ହେଉ କି ଛୋଟ ହେଉ ସଫା କରିବାର ଉପାୟ ସମାନ ହୋଇ ଥାଏ।ଏହା ଗୋଟିଏ ଛୋଟ କଡେଇ ଏହା ବହୁତ ବ୍ୟବହାର ହେଇ ଥାଏ । ଆସନ୍ତୁ ସଫା କରିବା। ଏହି ଉପାୟରେ ବଡ କଢେଇ ବି ସଫା ହେଇଯିବ ଛୋଟ କଢେଇ ବି। ଏହି କଢେଇ ରେ ୩ ରୁ ଚାରି ଗ୍ଲାସ ପାଣି ରଖନ୍ତୁ। ଅଳ୍ପ ଲୁଣ ପକାନ୍ତୁ ଏବଂ ଅଳ୍ପ ଲେମ୍ବୁ ।ଲେମ୍ବୁର ଛେଳି ବି ଆପଣ ଏହା ଉପରେ ପକେଇ ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଲେମ୍ବୁ ନାହିଁ ତାହେଲେ ଭିନେଗାର ପକେଇ ଦିଅନ୍ତୁ।ଯାହା ଆମେ ଖାଇବାରେ ବ୍ୟବହାର କରି ଥାଉ।

ତାପରେ ଗୋଟିଏ ଚାମଚ ମିଠା ଷୋଡା ଢାଳନ୍ତୁ। ଆପଣ ଏହି ଠାରେ ଡିସ ଜେଲ୍ଲୀ ଢାଳି ଦିଅନ୍ତୁ ଯାହା ଆପଣ ବାସନା ଧୋଇବା ପାଇଁ ବ୍ୟବହାର କରନ୍ତି।ଏହା ବହୁତ ଭଲ ଭାବରେ ଗରମ ହେବ ଯାହା ଦ୍ୱାରା ଆମ କଢେଇ ବହୁତ ଭଲ ଭାବରେ ସଫା ହେବ।ଏହି ଉପାୟରେ ଆମ ବଡ କଢେଇ ବି ସଫା ହେଇ ଗଲା ଏବଂ ଛୋଟ କଢେଇ ବି।ଯଦି ଆପଣଙ୍କ କଢେଇ ବହୁତ ଅଧିକ ଅସନା ହୋଇ ଥାଏ ତାହେଲେ ଏହାର ଆଉ ଗୋଟିଏ ଉପାୟ ମଧ୍ୟ ରହିଛି।ଏହା ଦ୍ୱାରା ମଧ୍ୟ ଆପଣଙ୍କ କଢେଇ ଚମକି ଉଠିବ।ଏହି କଢେଇ କୁ ଗୋଟିଏ ଟ୍ୟାପ ପାଖରେ କାଢି ଦିଅନ୍ତୁ। ଏଥିରେ ସର୍ପ ପକାନ୍ତୁ ଏବଂ ଏହାକୁ ସଫା କରନ୍ତୁ।ଏହି କଢେଇ ଆଲୁମୀୟମ ର ଅଟେ ସେଥି ପାଇଁ ଏହାକୁ ରଗଡି ରଗଡି ସଫା କରନ୍ତୁ।

ରାଗଡିବା ପରେ ଏହା ବହୁତ ଜଲଦି ସଫା ହେଇଯିବ। ଅଳ୍ପ ପରିଶ୍ରମର କଢେଇ ଚମକି ଯିବ।କଢେଇ ଯଦି ବହୁତ କଳା ହୋଇ ଯାଇ ଥାଏ ତାହେଲେ ଆପଣ ଅଧା ଚାମଚ ଷୋଡ଼ା ବ୍ୟବହାର କରନ୍ତୁ। ତାପରେ ଆପଣଙ୍କ କଢେଇ କେତେ ବି ଅସନା ହେଉ ସଫା ହେଇ ଯିବ। ସବୁବେଳେ ଗ୍ଲୋବ ପିନ୍ଧି କଢେଇ ସଫା କରନ୍ତୁ।ଏହା ଦ୍ୱାରା ଆପଣଙ୍କ ହାତର କେବେ ବି ଖରାପ ହେବନି।ଟିକେ ଟିକେ ରାଗଡିବା ପରେ କଢେଇର ଚମକ ଦେଖି ପାରିବେ।କଢେଇ ବହୁତ ପରିମାଣରେ ସଫା ହେଇ ଯିବ ଆପଣ ଏହା କରି ଦେଖି ପାରିବେ।ଏହି ପରି ଭାବେ କଢେଈକୁ ସଫା କରନ୍ତୁ।

Leave a Reply

Your email address will not be published. Required fields are marked *