January 28, 2025

Odia Express

Here, There and Everywhere

କ୍ୟାନ୍ସର ରୋଗର ଚିକିତ୍ସା ଏତେ ସହଜ ହୋଇଥିବ ବୋଲି ଆପଣ କେବେ ଭାବି ବି ପାରିବେନି..

ଗୋଟେ କଥା ମନେ ରଖନ୍ତୁ କ୍ୟାନ୍ସର ଏକ ଭୟାନକ ରୋଗ ଏହା ସତ କିନ୍ତୁ ଏହାର ମଧ୍ୟ ଉପଚାର କରାଯାଇପାରିବ।ଏହାର ଉପଚାର ବହୁତ୍ ସହଜ ଏବଂ ସରଳ।କୌଣସି ବି ବ୍ୟକ୍ତି ଯାହାକୁ କ୍ୟାନ୍ସର ହୋଇଥିବ ସେ ଏହି ଉପାୟକୁ ଅବଲମ୍ବନ କରି ଅତି ସହଜରେ ନିଜର ରୋଗକୁ ଭଲ କରି ପାରିବ। କେବେ ଆପଣ ଆମେ କହିଥିବା କଥାକୁ ଧ୍ୟାନର ସହିତ ଜାଣି ନିଜ ଜୀବନରେ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହା ବିଷୟରେ ଜଣାନ୍ତୁ।

ଆମ ଦେଶରେ କ୍ୟାନ୍ସର ରୋଗର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗୁଛି।ସେଥିପାଇଁ ପ୍ରତି ବର୍ଷ ଏହି ରୋଗରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ଡକ୍ଟରମାନେ ମଧ୍ୟ ଏହାର ପୂର୍ଣ୍ଣ ଚିକିତ୍ସା ପ୍ରଣାଳୀ ବାହାର କରିପାରିନାହାନ୍ତି।ରାଜୀବ ଦୀକ୍ଷିତ କହିଛନ୍ତିକି କ୍ୟାନ୍ସର ରୋଗୀ ର କେବେ ଏହି ରୋଗ ଦ୍ଵାରା ମୃତ୍ୟୁ ହୋଇନଥାଏ ବରଂ ଏଥିରେ ଜେଉଁପରି ଭାବରେ ଚିକିତ୍ସା କରାଯାଏ ତାହା ଦ୍ଵାରା ରୋଗୀର ମୃତ୍ୟୁ ହୋଇଥାଏ। ଏମିତିକି କ୍ୟାନ୍ସରଠୁ ଅଧିକ ଭୟଙ୍କର ତାହାର ଚିକିତ୍ସା ପ୍ରଣାଳୀ ।

ଯେମିତିକି କେମୋ ଥେରାପି ଦ୍ଵାରା ଶରୀରରେ କାନ୍ସର କୋଷ ମାରିବା ସହିତ ଶରୀରର ଭଲ କୋଷ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥାଏ କିନ୍ତୁ ଯଦି ଆପଣ ଏପରି କରିବେ ତାହେଲେ ଆପଣଙ୍କର ବହୁତ୍ ପଇସା ଖର୍ଚ୍ଚ ତ ହେବ ହିଁ ହେବ ଏହା ସହିତ ଡକ୍ଟର ଆପଣଙ୍କୁ ଏମିତି ମିଛରେ ୬ ମାସ ୮ ମାସ କହିବ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ମାନଙ୍କ ପାଇଁ ଆମେ ଏପରି ଏକ ଉପାୟ ଆଣିଚୁ ଯାହା ଦ୍ଵାରା ଆପଣ ନିଜର କ୍ୟାନ୍ସର ରୋଗ ର ଚିକିତ୍ସା କରିପାରିବେ।

ଆପଣଙ୍କୁ ଯେଉଁସବୁ ଔଷଧକୁ ଯେତେବେଳେ କହିବୁ ସେତେବେଳେ ତାହାର ସେବନ କରିବେ ଏବଂ ନିୟମିତ ଭାବରେ କରିବାକୁ ହେବ।ଆମେ ଆପଣଙ୍କୁ ୫ ଟି ଔଷଧି ବିଷୟରେ କହିବୁ ଯେଉଁଥିରେ ପ୍ରଥମେ ଆସୁଛି ଗୋମୁତ୍ର । ସକାଳୁ ଉଠି ଆପଣ ଗାଈ ମୂତ୍ରରେ ୧୦୦ ମିଲି ନେଇ ସେଥିରେ ୫୦ ଗ୍ରାମ ହଳଦୀ , ୫ଟି ଭଣ୍ଡା ମଞ୍ଜିର ଚୂନ ଏବଂ ୫ ଗ୍ରାମ ପୁନଃନାର୍ବା ମିଶାଇ ତାହାକୁ ଗରମ କରି ଦିଅନ୍ତୁ।ଏହାର କିଛି ସମୟ ପରେ ତାହାକୁ ଥଣ୍ଡା କରି ତାହାକୁ ହାଲକା ଗରମ ଥିବା ଅବସ୍ଥାରେ ରୋଗୀକୁ ଟିକେ ଟିକେ କରି ପିଆନ୍ତୁ ।

ସକାଳୁ ଉଠି ଆପଣ ତାଜା ମୂତ୍ର ସଂଗ୍ରହ କରନ୍ତୁ ଏବଂ ଯେଉଁ ଗାଈ ମୂତ୍ର ଆଣିବେ ସେହି ଗାଈ ଗର୍ଭ ଧାରଣ କରିନଥିବା ଏବଂ ଦେଶୀ ହୋଇଥିବ।

ଏହି ଔଷଧିକୁ ସେବନ କରିବାର ୩୦ ମିନିଟ ପରେ ଅନ୍ୟ ଏକ ଔଷଧି ନେବାକୁ ପଡିଥାଏ। ଯେଉଁଥିରେ ୪ ଚାମଚ୍ ମହୁ , ୧୫ ଟି ଶ୍ୟାମ ତୁଳସୀର ପତ୍ର ,୪ଟି ସଦାବହାର ଫୁଲ, ୫ ଗ୍ରାମ ଡାଲଚିନି ମିଶାଇ ତାହାକୁ ଏକ ପେଷ୍ଟ କରି ରୋଗୀ କୁ ଖାଇବାକୁ ଦିଅନ୍ତୁ।ଏହାର ୪ ଘଣ୍ଟା ପରେ ଭଣ୍ଡାର ଅଧା ପତ୍ର ,୫ ଗ୍ରାମ ଧନିଆ, ଗହମ ଗୂହାରର ୩୦ ଗ୍ରାମ ରସ ,୫ ଗ୍ରାମ ନିମ୍ବ ଗିଲୟ ଏବଂ ୫୦ରୁ ୬୦ ଗ୍ରାମ ଘୃତ କୁମାରୀକୁ ମିଶାଇ ଏକ ଜୁସ କରି ରୋଗୀ କୁ ସେବନ କରାନ୍ତୁ।ଏହାପରେ ଚତୁର୍ଥ ଔଷଦ ଟି ହେଉଛି ୨୫ ଟି ସିସାମ ର ପତ୍ର , ୫ ଟି ଅଶ୍ଵସ୍ଥ ପତ୍ର,୩ ଟି ମନ୍ଦାର ଫୁଲ ,୫ ଟି ମନ୍ଦାର ପତ୍ର ,୩ ଟି ବେଲ ପତ୍ର, ୪ ଟି ରସୁଣ , ୫ ଗ୍ରାମ ଆଳସୀ ,୫ ଗ୍ରାମ ଜଳ ମିର୍ଚି ,୫ ଟି ତୁଳସୀ ପତ୍ରକୁ ମିଶାଇ ଜସ କରି ସେବନ କରନ୍ତୁ।ଏହି ୪ ଟି ପ୍ରକିୟାକୁ ଆପଣ ଦିନ ୨ ଟା ଭିତରେ ଖାଇ ପୁନଃ ରାତି ୮ ରୁ ପ୍ରଥମ ପ୍ରକିୟାଠୁ ଚତୁର୍ଥ ପର୍ଯ୍ୟନ୍ତ କରିବାକୁ ହେବ।ଯଦି ଆପଣ ଏହିପରି ଭାବରେ ପ୍ରତିଦିନ କରି ସେବନ କରିବେ ତାହେଲେ ଆପଣଙ୍କ କ୍ୟାନ୍ସର ଭଳି ମାରାତ୍ମକ ରୋଗ ମଧ୍ୟ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *