December 21, 2024

Odia Express

Here, There and Everywhere

କ୍ଷୀରରେ ହଳଦୀ ମିଶାଇ ପିଇବାର ଫାଇଦା ଆପଣଙ୍କୁ ୧ କୋଟି ଟଙ୍କା ଖର୍ଚ୍ଚ କରିକି ବି ମିଳିବ ନାହିଁ..

ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଜଣାଇବୁ ହଳଦୀ କ୍ଷୀର ପିଇବାର କିଛି ଭଲ ଫାଇଦା ବିଷୟରେ।ଯେବେବି ଆମ ଆଗରେ କିଛି ମଜାଦାର ଖାଦ୍ୟ ରଖାଯାଏ ତେବେ ଆମ ମୁହଁରେ ଲାଳ ଆସିଯାଏ।କଣ ଆପଣ ଜାଣିଛନ୍ତି ଏପରି କାହିଁକି ହୁଏ।କାରଣ ଯେବେବି ଆମ ଆଗରେ କିଛି ଖାଦ୍ୟ ରଖାଯାଏ ତେବେ ଆମ ମସ୍ତିଷ୍କକୁ ଏହା ଜଣାପଡ଼ିଯାଏ କି ଏହି ଜିନିଷ ବହୁତ ମସଲାଯୁକ୍ତ ହୋଇଥିବ।ଏବଂ ଆମ ମସ୍ତିଷ୍କ ଆମ ଗ୍ରନ୍ଥିକୁ ଏହା ଜଣାଇଥାଏକି ଅଧିକ ଲାଳ କରିବା ଆରମ୍ଭ କରିଦିଅ।ଯଦି କିଛି ମିଠା ଖାଇବା ତେବେ ଏହା ପାନକ୍ରିୟାଜକୁ ସଂକେତ ଦିଏକି ଅଧିକ ଇନସୁଲୀନ କରିବା ଆରମ୍ଭ କରିଦିଅ।ସେଥିପାଇଁ ଖାଇବା ସମୟରେ କେବଳ ଖାଦ୍ୟ ଉପରେ ହିଁ ଧ୍ୟାନ ଦେବା ଉଚିତ।ଯାହା ଦ୍ଵାରା ମସ୍ତିଷ୍କ ଆମ ଶରୀରକୁ ଭଲଭାବରେ ସଂଚାଳନ କରିପାରିବ।

ଆମେ ହଳଦୀର ବ୍ୟବହାର ସବୁବେଳେ କରିଥାଉ।ଏହାର ବହୁତ ଲାଭ ରହିଅଛି।ହଳଦୀର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି।କିନ୍ତୁ ଯେଉଁ ହଳଦୀ ଆମେ ଘରେ ବ୍ୟବହାର କରୁଛୁ ତାହା କେବଳ ହଳଦିଆ ଗୁଣ୍ଡ ଅଟେ।କାରଣ ଏହା ଔଷଧୀୟ ହଳଦୀ ନୁହେଁ ଏହା କୁତ୍ରିମ ଉପାୟରେ କରାଯାଏ।ଆପଣ ପ୍ରାକୃତିକ ହଳଦୀ ଆଣି ବ୍ୟବହାର କରନ୍ତୁ।ଏହାକୁ ଅମ୍ବା ହଳଦୀ କୁହାଯାଏ।ଏହି ହଲଦୀକୁ ଆଣି ଏହାକୁ କ୍ଷୀରରେ ପକାଇ ଯଦି ଏହାର ସେବନ କରନ୍ତି ତେବେ ଆପଣଙ୍କୁ ହଳଦୀର ଫାଇଦା ଜଣାପଡିବ।ଏଥିପାଇଁ ଆପଣଙ୍କୁ ଏହା ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ ଜାଣିବାକୁ ପଡିବ ତାହାହେଲେ ଯାଇ ଆପଣଙ୍କୁ କିଛି ଲାଭ ମିଳିବ।

ଏକ ଗିଲାସ କ୍ଷୀରରେ ଏକ ଚତୁର୍ଥାଂଶ ହଳଦୀ ପକାଇ ସେହି କ୍ଷୀରକୁ ଆପଣଙ୍କୁ ଦଶ ମିନିଟ ପାଇଁ ଭଲଭାବରେ ଫୁଟାଇବାର ଅଛି।ଏହାପରେ ଏହି କ୍ଷୀରକୁ ହାଲକା ଥଣ୍ଡା ହେବାକୁ ଦିଅନ୍ତୁ।ଏହାପରେ ଏହି କ୍ଷୀରକୁ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଆପଣ ପିଇପାରିବେ।ଏହିପରି ଭାବରେ ସେବନ କଲେ ଆପଣଙ୍କୁ ବହୁତ ଲାଭ ମିଳିବ।ହଳଦୀର ନିୟମିତ ବ୍ୟବହାର ଦ୍ଵାରା ଥଣ୍ଡା ଠାରୁ ଆରମ୍ଭ କରି କ୍ୟାନ୍ସର ରୋଗ ପଯ୍ୟନ୍ତର ଚିକିତ୍ସା ହୋଇପାରେ।ହଳଦୀକୁ କ୍ୟାନ୍ସରର ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ।ଏହା ଆମକୁ ଆମ ଘର ମାନଙ୍କରେ ବହୁତ ସହଜରେ ମିଳିଯାଏ କିନ୍ତୁ ଆମେ ଏହାର ସଠିକ ବ୍ୟବହାର କରିନଥାଉ।ସେଥିପାଇଁ ସମସ୍ତଙ୍କୁ ରୋଗ ହୋଇଥାଏ।

ମଧୁମେହ ରୋଗ ପାଇଁ ଆପଣ ସବୁବେଳେ ଔଷଧ ବ୍ୟବହାର କରିଥାନ୍ତି।କିନ୍ତୁ ଆପଣଙ୍କ ରୋଗ ଭଲ ହୋଇନଥାଏ।କିନ୍ତୁ ଯଦି ଆପଣ ହଳଦୀ କ୍ଷୀରର ବ୍ୟବହାର ଲଗାତାର ୩ମାସ ପର୍ଯ୍ୟନ୍ତ କରିବେ ତେବେ ଆପଣଙ୍କର ମଧୁମେହ ରୋଗର ସମସ୍ୟା ମୂଳରୁ ନାଶ ହୋଇଯିବ।ଅମ୍ବା ହଳଦୀ ହିଁ ବ୍ୟବହାର କରନ୍ତୁ।ହଳଦୀ କ୍ଷୀରର ସେବନ ଦ୍ଵାରା କିଡନୀ ଜନିତ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ।ଆପଣ ମୁହଁର ବ୍ରଣ ସମସ୍ୟାକୁ ମଧ୍ୟ ଦୂର କରିପାରିବେ।ଯଦି ଆପଣଙ୍କ ଚେହେରାରେ ବ୍ରଣ,ଦାଗର ସମସ୍ୟା ଅଛି ତେବେ ହଲଦୀକୁ ନିୟମିତ ଭାବରେ ନିଜ ମୁହଁରେ ମସାଜ କରି ଲଗାନ୍ତୁ।ଏହା ଏସବୁ ସମସ୍ୟାକୁ ଦୂର କରି ଆପଣଙ୍କ ଚେହେରାକୁ ଚମକାଇ ଦେବ।ଯଦି ଆପଣଙ୍କ ଚର୍ମରେ କିଛି ଦାଗ, ଘାତ, ଏକଜିମାର ସମସ୍ୟା ଅଛି ତେବେ ଏ ସବୁ କ୍ଷେତ୍ରରେ ହଳଦୀ ବହୁତ ଲାଭଦାୟକ ଅଟେ।ଶରୀରରେ କୌଣସି ସ୍ଥାନରେ କ୍ଷତ ହେଇ ଗଲେ ହଳଦୀ ଲଗାଇ ନିଅନ୍ତୁ।ଯଦି ଗଣ୍ଠିରେ ଦରଜ ଓ ହାତ ଗୋଡ଼ରେ ଦରଜ ଅଛି ତେବେ ଆପଣ ନିୟମିତ ଭାବରେ ହଳଦୀ କ୍ଷୀରର ସେବନ କରନ୍ତୁ।ଏବଂ ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ସମସ୍ୟା ମୂଳରୁ ନାଶ କରାଇବାରେ ହଳଦୀ କ୍ଷୀର ସାହାର୍ଯ୍ୟ କରେ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *