November 19, 2024

Odia Express

Here, There and Everywhere

୨୪ ଘଣ୍ଟା ରେ ସୁଗାର ର ସମ୍ପୂର୍ଣ ନିରାକରଣ ଜାଣିରଖନ୍ତୁ – କରନ୍ତୁ ଏହି ବଡ ଉପାୟ..

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।ବର୍ତ୍ତମାନ ଡାଇବେଟିସ ଏକ ବଡ଼ ରୋଗ ସମସ୍ୟା ହେଇଗଲାଣି।୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି।ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ।ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମ କରୁନାହିଁ ଓ କେତେକ ଲୋକଙ୍କର ଡାଇବେଟିସରେ ମୃତ୍ୟୁ ହେଉଛି।ଏଥିପାଇଁ ବ୍ୟବହୃତ ଆଧୁନିକ ଔଷଧ ମଧ୍ୟ ଶରୀର ଉପରେ କୁପ୍ରଭାଵ ପକାଉଛି ଓ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହେଉଛି।ତେଣୁ ନିମ୍ନରେ ଏହାର ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।

ବେଲପତ୍ର ଏହାର ଉପଚାର ପାଇଁ ବହୁତ ଉପକାରୀ ଅଟେ।ଏଥିରୁ ୧୦ କି ୧୨ ଟି ପତ୍ର ପାଣିରେ ପକାଇ ଛାଣି ସେହି ପାଣିକୁ ପିଇଲେ ୭/୮ ଦିନ ମଧ୍ୟରେ ଡାଇବେଟିସର ମାତ୍ରା କମିଯିବ।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବ।

ଡାଇବେଟିସ ଏକ ଭୟାନକ ରୋଗ ଅଟେ।ଏହାକୁ ଚିନିର ବେମାରି ମଧ୍ୟ କୁହାଯାଏ।କାରଣ ରକ୍ତରେ ଏହାର ପରିମାଣ ଅଧିକ ହେବା ଯୋଗୁଁ ଏହା ସୃଷ୍ଟି ହୋଇଥାଏ।ଏହି ରୋଗ ଆମ କିଡନୀକୁ ଆକ୍ରାନ୍ତ କରିବା ସହିତ ଉଚ୍ଚ ରକ୍ତଚାପ ଓ ହୃତ ଜନିତ ରୋଗର କାରଣ ହୋଇଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବଢାଇଦିଏ।ସର୍ବୋପରି ଡାଇବେଟିସ ଶରୀରକୁ ରୋଗର ଘର ବନେଇଦିଏ।ତେଣୁ ଏହାକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଇଂରାଜୀରେ କୁହାଯାଇଛିକି “ସ୍ୱାସ୍ଥ୍ୟ ହିଁ ସମ୍ପଦ”।ଏକ ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।

ଅନେକ ସମୟରେ ପାଦ, ଗୋଡ ଆଦିର ଦରଜ ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ଏହା ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ବହୁତ ହୋଇଥାଏ।ତେଣୁ ଏହାର ଏକ ସରଳ ଉପଚାର ନିମ୍ନରେ ଦିଆଯାଇଛି।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।

Leave a Reply

Your email address will not be published. Required fields are marked *