June 27, 2025

Odia Express

Here, There and Everywhere

ମାତ୍ର ୭୨ ଘଣ୍ଟାରେ ଆପଣଙ୍କ ୨୦ ବର୍ଷ ପୁରୁଣା ମଧୁମେହ ରୋଗ ଭଲ ହୋଇଯିବ…

ବନ୍ଧୁଗଣ ଆଜିକାଲି ସାଧାରଣତଃ ମଧୁମେହ ଏକ ସାଧାରଣ ରୋଗ ହୋଇ ଗଲାଣି ।ପ୍ରାୟତଃ ପ୍ରତି ପରିବାରରେ ଆଜିକାଲି ଅତି କମ ରେ ଗୋଟେ ଗୋଟେ ମଧୁମେହ ରୋଗୀ ଦେଖିବାକୁ ମିଲୁଛନ୍ତି । ଯଦି ଆପଣଙ୍କ ର କୌଣସି ପରିବାରର ସଦସ୍ୟ କିମ୍ବା ଆପଣଙ୍କ କୌଣସି ବନ୍ଧୁ ହେଉ କି ଆପଣଙ୍କ ଜଣା ଶୁଣା ରେ କୌଣସି ବ୍ୟକ୍ତି ର ମଧୁମେହ ରୋଗ ଥାଇ ତାହେଲେ ତାହାକୁ କିଛି ଘରୋଇ ଉପଚାର ଦ୍ଵାରା ଠିକ୍ କରି ହେବ । ତେବେ ଏହି ମଧୁମେହ ରୋଗ କୁ କିପରି ଘରୋଇ ଉପଚାର ଦ୍ଵାରା ଠିକ୍ କରିହେବ ଆସନ୍ତୁ ଜାଣିବା । ଆଜିକାଲି ପ୍ରାୟତଃ ଏହା ଦେଖାଯାଉଛି କି ଅଧିକାଂଶ ଲୋକ ଯେତେବେଳେ ୩୦ ତଥା ୩୫ କୁ ଅତିକ୍ରମ କରୁଛନ୍ତି ସେମାନଙ୍କୁ ମଧୁମେହ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଆପଣ ନିଜର ମଧୁମେହ କୁ ଭଲ କରି ପାରିବେ

ତେବେ ପ୍ରଥମ ଉପାୟ ଟି ପାଇଁ ଆପଣଙ୍କୁ ଆବଶ୍ୟକ ହେବ ପିଜୁଳି ଗଛ ର ପତ୍ର ।ବନ୍ଧୁଗଣ ଏହି ପିଜୁଳି ପତ୍ର ରେ ସୁକ୍ରୋଜ କୁ କମାଇ ଦେବାର ଶକ୍ତି ରହିଥାଏ । ଏହା ମଧ୍ୟ ଆମ ଶରୀର ରେ ଇଁସୁଲିନ କୁ କମାଇବା ରେ ସାହାଯ୍ୟ କରିଥାଏ । ତେବେ ଆପଣ ପ୍ରଥମେ ଏହି ପିଜୁଳି ଗଛର ପତ୍ର କୁ ଛିଣ୍ଡାଇ ଆଣି ତାହାକୁ ଖରା ରେ ଟିକେ ଶୁଖାଇ ତାହାକୁ ଗୁଣ୍ଡ କରି ଦିଅନ୍ତୁ। ଏହା ପରେ ଆପଣ ସେହି ପତ୍ର ର ଗୁଣ୍ଡ କୁ ହାତ ରେ ଟିକେ ଚାପିଦେଇ ପୁରା ନରମ କରି ଦିଅନ୍ତୁ । ଏହାକୁ ଆପଣ।କିଛି ଦିନ ସୁଖାଇଅବ ପରେ ତାହାକୁ ଭଲ ଭାବରେ ଛେଚି ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଉପାୟ ଦ୍ଵାରା ଉପଚାର କରିହେବ ।


ବନ୍ଧୁଗଣ ଆପଣ ପ୍ରଥମେ ଏକ ପାତ୍ର ରେ ଏକ ଗ୍ଲାସ ପାଖାପାଖି ପାଣି ନେଇ ଯାଆନ୍ତୁ । ଏହା ପରେ ଆପଣ ସେହି ୨ ଟି ଜିନିଷ କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ କିଛି ସମୟ ପାଣି ରେ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାପରେ ଆପଣ ଏହାର ବ୍ୟବହାର କରି ପାରିବେ। ଯଦି ଆପଣ କୌଣସି ପ୍ରକାରର ଔଷଧ ଖାଇବା ପରେ ଭଲ ହେଉନାହିଁ ତାହେଲେ ଆପଣ ଏହି ଘରୋଇ ଉପଚାର କୁ ଅବଲମ୍ବନ କରି ପାରିବେ । ଏହି ଉପଚାର କୁ ଅବଲମ୍ବନ କରିବା ଦ୍ୱାରା ଏହାର କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ି ନଥାଏ । ଯଦି ଆପଣ ୨ ମାସ ପର୍ଯ୍ୟନ୍ତ କରିବେ ଏହିପରି ତାହେଲେ ଆପଣଙ୍କ ମଧୁମେହ ର ମାତ୍ରା କମିଯିବ ।

ବନ୍ଧୁଗଣ ଯଦି ଆପଣ ମାନେ ଚାହୁଁଛନ୍ତି ଆୟୁର୍ବଦିକ୍ ଉପାୟ କୁ ଏହାର ଉପଚାର କରିବା ପାଇଁ ତାହେଲେ ଆପଣ ଏହାକୁ ଏପରି ପ୍ରସ୍ତୁତ କରି ତାହାକୁ ନିୟମିତ ଭାବରେ ସେବନ କଲେ ଆପଣଙ୍କ ମଧୁମେହ ରୋଗ ସମ୍ପୂର୍ଣ ଭାବରେ ଭଲ ହୋଇଯିବ । ଯଦି ଆପଣଙ୍କ ର କୌଣସି ପରିବାରର ସଦସ୍ୟ କିମ୍ବା ଆପଣଙ୍କ କୌଣସି ବନ୍ଧୁ ହେଉ କି ଆପଣଙ୍କ ଜଣା ଶୁଣା ରେ କୌଣସି ବ୍ୟକ୍ତି ର ମଧୁମେହ ରୋଗ ଥାଇ ତାହେଲେ ତାହାକୁ କିଛି ଘରୋଇ ଉପଚାର ଦ୍ଵାରା ଠିକ୍ କରି ହେବ । ଏହି ଉପଚାର କୁ ଅବଲମ୍ବନ କରିବା ଦ୍ୱାରା ଏହାର କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ି ନଥାଏ ଏବଂ ଆପଣଙ୍କ ମଧୁମେହ ରୋଗ ସବୁଦିନ ପାଇଁ ଭଲ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *