ଆସନ୍ତୁ ଜାଣିବା “R” ନାମ ଵାଲା ବ୍ୟକ୍ତି ଓ “D” ନାମ ଵାଲା ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ…
1 min readଆଜି ଆମେ ଆପଣଙ୍କୁ କହିବୁ “R” ନାମ ଵାଲା ବ୍ୟକ୍ତି ଓ “D” ନାମ ଵାଲା ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ।ସେମାନଙ୍କ ବିବାହିତ ଜୀବନ କିପରି କଟିଥାଏ।ସେମାନଙ୍କ ମଧ୍ୟରେ କୌଣସି ଅଶୁବିଧା ଆସେ କି ନାହିଁ।ଯଦି ଆସେ ଏହାର ସମାଧାନ କଣ ଏହି ସବୁ କଥା ଆଜି ଆମେ ଜାଣିବା।ଏହି ସବୁ କଥା ଆମେ ୭ଟି ପ୍ରକାରରେ ବୁଝିବା ଯଥା-
୧- Personality:-“R” ନାମ ଵାଲା ବ୍ୟକ୍ତି ବହୁତ ସ୍ମାର୍ଟ ହୋଇଥାନ୍ତି।ଏମାନେ ଏମାନଙ୍କ ପାଖରେ ଲିଡ଼ରସିପି ଗୁଣ ଥିବାରୁ ଏମାନେ ଲୋକଙ୍କ ଧ୍ୟାନ ରଖିଥାନ୍ତି ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ।ସେହିପରି “D” ନାମ ଵାଲା ବି ବହୁତ ଭଲ ହୋଇଥାନ୍ତା।ଏମାନେ ବହୁତ ପରିଶ୍ରମ କରିଥାନ୍ତି।ଏଥିପାଇଁ ଏହି ମାମଲାରେ ଏହି ଯୋଡ଼ିଙ୍କୁ କୌଣସି ଅଶୁବିଧା ହୋଇନଥାଏ।
୨-Nature:-“R” ନାମ ଵାଲା ବ୍ୟକ୍ତି ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଏହା ସହିତ ଏମାନେ ଲୋକଙ୍କ ସହିତ ଭଲସେ ମିଶିଥାନ୍ତି ଓ ଏମାନଙ୍କ ସ୍ୱଭାବ ବହୁତ ଭଲ ହୋଇଥାଏ।ସେହିପରି “D” ନାମ ଵାଲା ବି ବହୁତ ଭଲ ସ୍ୱଭାବର ହୋଇଥାନ୍ତି।ଏମାନେ ଯେଉଁ ଲକ୍ଷ ରଖିଥାନ୍ତି ତାକୁ ପୁରା କରିବା ପର୍ଯ୍ୟନ୍ତ ଲାଗିଥାନ୍ତି କିନ୍ତୁ ଅଧିକ ବ୍ୟସ୍ତ ହୋଇନଥାନ୍ତି ଶାନ୍ତ ସର୍ବଦା ରହିଥାନ୍ତି।ତେଣୁ ଏହି ମାମଲାରେ ମଧ୍ୟ ଏମାନଙ୍କୁ କୌଣସି ଅଶୁବିଧା ହୋଇନାଥଏ।
୩-Financial:-“R” ନାମ ଵାଲା ବ୍ୟକ୍ତି ବହୁତ ରଚନାତ୍ମକ ହୋଇଥାନ୍ତି ଏମାନେ ସମସ୍ତ କାଯ୍ୟରେ ସଫଳ ହୋଇଥାନ୍ତି ଏହା ଦ୍ଵାରା ଏମାନେ ବହୁତ ପଇସା କମାଇଥାନ୍ତି।ସେହିପରି “D” ନାମ ଵାଲା ବି ବହୁତ ପରିଶ୍ରମ କରିଥାନ୍ତି ଓ ନିଜ ଲକ୍ଷ ହାସଲ କରିଥାନ୍ତି ଏମାନଙ୍କ ପାଖରେ ମଧ୍ୟ ପଇସାର ଅଭାବ ନଥାଏ ସେଥିପାଇଁ ଏହି ମାମଲାରେ ମଧ୍ୟ କୌଣସି ଅଶୁବିଧା ନଥାଏ।
୪-Behaviour:-“R” ନାମ ଵାଲା ବ୍ୟକ୍ତି ବହୁତ ଭଲ ବ୍ୟବହାର କରିଥାନ୍ତି ଲୋକଙ୍କୁ ।ଏମାନେ ବହୁତ ଦୟାଳୁ ହୋଇଥାନ୍ତି ଯାହା ଦ୍ୱାରା ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି।ସେହିପରି “D” ନାମ ଵାଲା ବ୍ୟକ୍ତି ବି ଲୋକଙ୍କ ସହିତ ସର୍ବଦା ଠିଆ ହୋଇଥାନ୍ତି ଓ ଭଲ ବ୍ୟବହାର କରିଥାନ୍ତି।ତେଣୁ ଏହି ମାମଲାରେ ମଧ୍ୟ କିଛି ଅଶୁବିଧା ହୁଏନାହିଁ।
୫-Life:-“R” ନାମ ଵାଲା ବ୍ୟକ୍ତି ବହୁତ ଭଲ ଜୀବନ ଅତିବାହିତ କରିବାକୁ ଚାହିଁଥାନ୍ତି।ଏମାନେ ଦାମୀ ଜିନିଷ ବ୍ୟବହାର କରିବାକୁ ପସନ୍ଦ କରନ୍ତି ଓ ଏକ ସୁଖୀ ଜୀବନ ଚାହିଁଥାନ୍ତି।”D” ନାମ ଵାଲା ବ୍ୟକ୍ତି ବି ଭଲ ଜୀବନ ଅତିବାହିତ କରିବାକୁ ଇଚ୍ଛା କରିଥାନ୍ତି।ନିଜ ଇଚ୍ଛା ଅନୁସାରେ ବଞ୍ଚିଥାନ୍ତି।ଏକ ନିଧିଷ୍ଟ ପ୍ଲାନରେ ବଞ୍ଚିବାକୁ ଏମାନେ ପସନ୍ଦ କରିଥାନ୍ତି।ଏହି ମାମଲାରେ ଅଳ୍ପ ବହୁତ ସମସ୍ୟା ଦେଖାଯାଇଥାଏ।
୬-Spiritual:-“R” ନାମ ଵାଲା ବ୍ୟକ୍ତି ବହୁତ ଧାର୍ମିକ ଓ ଆଧ୍ୟାତ୍ମିକ ହୋଇଥାନ୍ତି।ଏମାନେ ବହୁତ ସହଜରେ କାହାକୁ ବି ବିଶ୍ୱାସ କରିଥାନ୍ତି।”D” ନାମ ଵାଲା ବ୍ୟକ୍ତି ବି ଭଗବାନଙ୍କୁ ବହୁତ ମାନିଥାନ୍ତି ଓ ଧର୍ମ କରିଥାନ୍ତି।ସେଥିପାଇଁ ଏହି ମାମଲାରେ ବି କୌଣସି ଅଶୁବିଧା ହେବନହିଁ।
୭-Negative side:-“R” ନାମ ଵାଲା ବ୍ୟକ୍ତି ବହୁତ ବହୁତ ଜିଦିଆ ହୋଇଥାନ୍ତି ଏଥିପାଇଁ ବେଳେବେଳେ ଏମାନେ ନିଜ ଶାନ୍ତି ଭଙ୍ଗ କରିଦେଇଥାନ୍ତି।ଅଧିକ ଖର୍ଚ୍ଚ ଏମାନେ କରିଥାନ୍ତି ଏହି ସବୁ କଥା ଏମାନଙ୍କୁ ଧ୍ୟାନ ଦେବ ଆବଶ୍ୟକ।।”D” ନାମ ଵାଲା ବ୍ୟକ୍ତି ବି ବେଳେବେଳେ ବହୁତ କଠୋର ହୋଇଯାଇଥାନ୍ତି ନିଜ ଜିଦିରେ ଅଟଳ ରହିଥାନ୍ତି ଯାହାକୁ ଏମାନେ ଧ୍ୟାନ ରେ ରଖିବା ଆବଶ୍ୟକ।