December 22, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ – ମୋହନ- ମୋତେ ଲାଗୁଛି କି ମୋର ସ୍ତ୍ରୀ ମୋର ସହ ଧୋକା କରୁଛି, ସୋହନ୍- କେମିତି, ମୋହନ୍- କାଲି ରାତିରେ ସେ ଡେରିରେ ଘରକୁ ଫେରିଲା ଆଉ..

1 min read

କୁହାଯାଏ ଯେ ଲାଫଟର୍ ଇଜ୍ ଦି ବେଷ୍ଟ ମେଡିସିନ୍, ଓ ବିଜ୍ଞାନ ବି ହସକୁ ଦୁନିଆଁର ସବୁଠାରୁ ବେଷ୍ଟ ମେଡିସିନ୍ ବୋଲି ମାନିଛନ୍ତି , ଓ ଯାହାଙ୍କ ପାଖରେ ଅନ୍ୟଙ୍କୁ ହସାଇବା କିମ୍ବା ଖୁସି କରିବାର ଦକ୍ଷତା ହୋଇଥାଏ, ସେ ମଣିଷ କେଉଁ ଡାକ୍ତରରୁ କମ୍ ହୋଇନଥାଏ, ଓ ଯେବେ ଆମେ ଖୁସି ରହିଥାଉ ତେବେ ଆମ ଶରୀର ସୁସ୍ଥ୍ୟ ରହିଥାଏ, ଓ ତାହା ସହ ଆମର ମାନସିକ ସ୍ୱାସ୍ଥ୍ୟ ବି ଭଲ ରହିଥାଏ , ଏଥିପାଇଁ ଆଜି ଆମେ ସବୁଦିନ ପରି ଆଉଥରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିବାପରେ ଆପଣଙ୍କ ହସ ଆଉ ଅଟକିବ ନାହିଁ । ତେବେ ଆଉ ବିଳମ୍ବ କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଦୁଇ ମହିଳା କଥାବାର୍ତ୍ତା ହେଉଥିଲେ , ପ୍ରଥମ ମହିଳା- କଣ ତୋତେ ଜଣା ଅଛି, ଆମ ଗାଁର ସରପଞ୍ଚ୍ କୋମାରେ ଚାଲିଯାଇଛନ୍ତି , ଦ୍ୱିତୀୟ ମହିଳା- ହଁ ଭଉଣୀ- ପଇସା ବାଲା ଲୋକ ନା କେଉଁଠିକୁ ବି ଯାଇପାରିବେ ।

୨) ମା ନିଜ ଝିଅକୁ ଗାଳିକରୁଥିଲେ , ଦେଖ ଝିଅ ସୁଧୁରି ଯା ନହେଲେ ତୋ ବାହାଘର କେଉଁ ଭିକାରୀ ସହ କରାଇଦେବି, ତେବେ ବାହାରୁ ଆବାଜ୍ ଆସେ ମା ଠିଆ ହେବି ନା ପଳେଇବି ।

୩) ପ୍ରେମରେ ଏହି ଫଳ ପାଇଛି, ହାତ ଭାଙ୍ଗିଲା ଗୋଡ ଭାଙ୍ଗିଲା ମୁହଁରୁ ରକ୍ତ ବାହାରିଲା , ମେଡିକାଲ୍ ପହଞ୍ଚିଲେ ନର୍ସକହିଲା, ବାହାରୋଁ ଫୁଲ ବରଷାଓ କିସି କା ମେହବୁବ୍ ଆମ୍ବୁଲାନ୍ସ ମେଁ ଆୟା ହେ ।

୪) ପୁଅ- ବାପା ଗୋଟେ କଥା କହିବି, ବାପା-ହଁ କହ , ପୁଅ- ଫେସବୁକ୍ ରେ ମୋର ୧୦ ଟି ଫେକ୍ ଆଇଡି ଅଛି, ବାପା- ହାରାମଖୋର୍ ମୋତେ କଣପାଇଁ କହୁଛୁ, ପୁଅ- ଆପଣ ଯେଉଁ ପୁଜା ଶର୍ମାକୁ ୧୦ ଦିନ ହେବ ଚାହା ପିଇବାକୁ ଡକାଉଛନ୍ତି , ସେ ମୁଁ ହିଁ ଅଟେ, ତାପରେ ବାପାର ଚାପୁଡା ପୁଅ ଉପରେ ।

୫) ସ୍ୱାମୀ ପ୍ରବଚନ ଶୁଣିକରି ଘରକୁ ଆସିଲା ଓ ସ୍ତ୍ରୀକୁ କୋଳେଇନେଲା, ସ୍ତ୍ରୀ- କଣ ଆଜି ଗୁରୁଜି ରୋମାନ୍ସ କରିବାକୁ କହିଛନ୍ତି ? ସ୍ୱାମୀ – ଆରେ ନା ପାଗେଳି, ସେ କହିଲେ କି ନିଜ ଦୁଃଖ ନିଜେ ଉଠାଓ ।

୬) ଚାରି ସାଙ୍ଗ ହୋଟେଲରେ ଖାଇବାପରେ ବିଲ ଦେବା ସମୟରେ ନିଜ ନିଜ ମଧ୍ୟରେ ପାଟିତୁଣ୍ତ କରିବସିଲେ,  ଶେଷରେ ଏହା ତୟ ହେଲା କି ଯିଏ ହୋଟେଲର ଚକ୍କର ଲଗାଇକରି ସବୁଠାରୁ ପ୍ରଥମେ ଆସିବ , ସେ ବିଲ୍ ଦେବ , ମ୍ୟାନେଜର୍ ସିଟି ମାରିଲା ଚାରିଜଣ ଦୌଡିଲେ , ୧୦ ଦିନ ହେଲା, ବିଚରା ମ୍ୟାନେଜର ଆଜି ବି ତାଙ୍କ ଅପେକ୍ଷାରେ ବସିଛି ।

୭) ମହିଳା- ସେଠଜୀ ଲାଲ ମିର୍ଚ୍ଚ ଦେବ , ସେଠ- ଚାକରକୁ- ହରି ମିର୍ଚ୍ଚ ଦେ ଜଲଦି, ମହିଳା- ସେଠଜୀ- ଲାଲ ମିର୍ଚ୍ଚ ଦରକାର, ସେଠଜୀ-  ହରି ମିର୍ଚ୍ଚ ଆଣ ଜଲଦି, ମହିଳା- ରାଗରେ- ଏବେ ପାଗଳ ହୋଇଯାଇଛୁ ନା କଣ ସେଠ୍  ଲାଲ ମିର୍ଚ ମାଗୁଛି, ଲାଲ୍ ସେଠଜୀ- ଭଉଣୀ, ଥଣ୍ତା ରୁହ , ଲାଲ ଲଙ୍କା ହିଁ ଦେବି, ହରି ମୋର ଚାକରର ନା ଅଟେ

୮) ସାନ୍ତା- ଆପଣଙ୍କ ପୁଅ ବହୁତ କହୁଥିଲା ତାର କଣ ହାଲ୍ ଅଛି, ଏବେ ଅଧିକା କହୁନି, ଏହି ଚମତ୍କାର କିପରି ହେଲା, ମୁଁ ତାର ବାହାଘର୍ କରାଇଦେଲି, ଝିଅ ଜୁଡୋ କରାଟେରେ ଏକ୍ସପର୍ଟ ଅଛି ।

୯) ଗୁଟଖା ଖାଇବା ଲୋକଙ୍କର ଉଚିତ୍ ସଂସ୍କାର ହୋଇଥାଏ , ସେ ବଡ ଶାନ୍ତ ଓ ମୌନ ରହନ୍ତି , ଥୁକିଲେ କେବଳ ତେବେ କହନ୍ତି , ଯେବେ ଅଧିକା କହିବା ଦାମ୍ ଗୁଟଖାରେ ଅଧିକ ହୋଇଯାଏ ନହେଲେ ହୁ ହାଁ ରେ ଜବାବ୍ ଦେଇଥାନ୍ତି ।

୧୦) ସ୍ତ୍ରୀ ପରିବା ନେବାରେ ଏତେ ମୁଲଚାଲ କରୁଥିଲା କି ସ୍ୱାମୀ ଚିନ୍ତିତ ହୋଇଯାଇଥିଲା,  ସ୍ୱାମୀ- ଦୟାକରି ଜଲଦି କିଣ , ଅଫିସ୍ ଯିବାପାଇଁ ଲେଟ୍ ହେଉଛି, ସ୍ତ୍ରୀ- ତୁମେ ମଝିରେ କିଛି କୁହ ନାହିଁ,  ଜଲଦି ଜଲଦି ଯୋଗୁଁ ତୁମ ପରି ସ୍ୱାମୀ ମିଳିଛି, ଏବେ ପରିବା ମାମଲାରେ ଜଲଦି କରିବି ନାହିଁ ।

୧୧) ଏକ ଇଞ୍ଜିନିୟରିଙ୍ଗ୍ ଛାତ୍ର ଛାତରେ ଠିଆ ହୋଇଥିଲା, ପଡୋଶୀ- ପୁଅ ଆଗକୁ କଣ ଭାବିଛୁ ? ଛାତ୍ର- ମଉସା- ଟାଙ୍କି ଭରିଲେ ମୋଟର ବନ୍ଦ କରିଦେବି ।

୧୨) ପପୁ ପେପରରେ ବିଜ୍ଞାପନ ଦେଖିଲା, ଗୋଟେ ଶାଢୀ ନେଇଯା ୫୦ ପ୍ରତିଶତ ବଞ୍ଚାଅ, ତାପରେ କଣ ପପୁ ପେପରକୁ ଚିରିଦେଲା< ଓ ୧୦୦ ପ୍ରତିଶତ ବଞ୍ଚାଇଦେଲା ,

୧୩) ପୁଅ ବିବାହପାଇଁ ଝିଅ ଦେଖିବାକୁ ଗଲା , ସେ ଭାବିଲା କି ଝିଅକୁ ଇଂରାଜୀରେ କଥାବାର୍ତ୍ତା କରିବ,  ସେ ଝିଅକୁ ପଚାରିଲା- ଇଂରାଜୀ ଚଳିବ ତ ? ଝିଅ ଲାଜେଇକରି କହିଲା- ହଁ ପିଆଜ ଓ ମିକ୍ସର ସହ ଦେଶୀ ବି ଚଳିବ ।

୧୪) ମୋହନ- ମୋତେ ଲାଗୁଛି କି ମୋର ସ୍ତ୍ରୀ ମୋର ସହ ଧୋକା କରୁଛି, ସୋହନ୍- କେମିତି, ମୋହନ୍- କାଲି ରାତିରେ ସେ ଡେରିରେ ଘରକୁ ଫେରିଲା ତ ମୁଁ ପଚାରିଲି କେଉଁ ଆଡେ ଯାଇଥିଲ,  ସେ କହିଲା- ଅଞ୍ଜଳୀର ଘରକୁ ଯାଇଥିଲି ସୋହନ୍- ତେବେ କଣ ହେଲା ସେଠୁ ? ମୋହନ୍- ଆରେ ଅଞ୍ଜଳୀ ଘରେ ତ ମୁଁ ହିଁ ଥିଲି ।

୧୫) ରୋଗୀ- ଡାକ୍ତର ସାହେବ ଆପଣ ରିସିପ୍ଟରେ ଯେଉଁ ମେଡିସିନ୍ ଲେଖିଛନ୍ତି , ସେ କେଉଁଠି ବି ମିଳୁନି, ଡାକ୍ତର- ଏଇଟା ମେଡିସିନ୍ ନୁହଁରେ , ପେନ୍ ଚଲାଇକରି ଦେଖୁଥିଲି ।

Leave a Reply

Your email address will not be published. Required fields are marked *