December 22, 2024

Odia Express

Here, There and Everywhere

ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେବ? ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ..

ନମସ୍କାର ବନ୍ଧୁଗଣ, ସାଧାରଣଜ୍ଞାନ ର ଏହିଭଳି ଅଧ୍ୟାୟ ଯାହାର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ।ଆଜିର ଏହି ଆଲୋଚନାରେ ରହିଛି ୯ଟି ସାଧରଣଜ୍ଞାନର ପ୍ରଶ୍ନ ଓ ଏହାର ଉତ୍ତର।ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ।

ପ୍ରଥମ ପ୍ରଶ୍ନ: ଦୁନିଆରେ ସବୁଠାରୁ କମ ବୟସରେ ପ୍ରଧାନମନ୍ତ୍ରୀ କିଏ ବନିଥିଲେ?

ଉତ୍ତର: ଏହାର ଉତ୍ତର ହେଉଛି,ଦୁନିଆରେ ସବୁଠାରୁ କମ ବୟସରେ ଫିନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ସାନ ମାରିନୋ (୩୪ବର୍ଷ) ବନିଥିଲେ।

ଦ୍ୱିତୀୟ ପ୍ରଶ୍ନ: ଦୁନିଆରେ ସବୁଠାରୁ ବେଶୀ ଏଚଆଇଭି ପଜିଟିଭ କେଉଁ ଦେଶରେ ଅଛନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, ଦୁନିଆରେ ସବୁଠାରୁ ବେଶୀ ଏଚଆଇଭି ପଜିଟିଭ ଦକ୍ଷିଣ ଆଫ୍ରିକାରେ ଅଛନ୍ତି।

ତୃତୀୟ ପ୍ରଶ୍ନ: ଆମ ପୃଥିବୀ ପ୍ରତି ସେକେଣ୍ଡରେ କେତେ ମିଟର ଘୁରିଥାଏ?

ଉତ୍ତର:ଏହାର ଉତ୍ତର ହେଉଛି, ଆମ ପୃଥିବୀ ପ୍ରତି ସେକେଣ୍ଡରେ ୪୬୫ମିଟର ଘୁରିଥାଏ।

ଚର୍ତୁଥ ପ୍ରଶ୍ନ: କଲେକ୍ଟରଙ୍କୁ ହିନ୍ଦୀରେ କଣ କୁହନ୍ତି?

ଉତ୍ତର: ଏହାର ଉତ୍ତର ହେଉଛି, କଲେକ୍ଟରଙ୍କୁ ହିନ୍ଦୀରେ ଜନପଦ ମୁଖ୍ୟଅଧିକାରୀ କୁହନ୍ତି।

ପଞ୍ଚମ ପ୍ରଶ୍ନ:ଏମିତି କେଉଁ ଡ୍ରେସ ଯାହାକୁ ଆମେ ପିନ୍ଧିପାରିବା ନାହିଁ?

ଉତ୍ତର:ଏହାର ଉତ୍ତର ହେଉଛି, ‘ଆଡ୍ରେସ’ ଯାହାକୁ ଆମେ ପିନ୍ଧିପାରିବା ନାହିଁ।

ଷଷ୍ଠ ପ୍ରଶ୍ନ:ଭାରତର କେଉଁ ରାଜ୍ୟରେ ହାତୀମାନେ ଅଧିକ ଅଛନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି,ଭାରତର କର୍ଣ୍ଣାଟକ ରାଜ୍ୟରେ ହାତୀମାନେ ଅଧିକ ଅଛନ୍ତି।

ସପ୍ତମ ପ୍ରଶ୍ନ: ବିଶ୍ୱରେ ସବୁଠାରୁ କମ୍ ସମୟ ପାଇଁ ଯୁଦ୍ଧ କେଉଁ ଦେଶ ମଧ୍ୟରେ ହୋଇଥିଲା?

ଉତ୍ତର:ଏହାର ଉତ୍ତର ହେଉଛି,ବିଶ୍ୱରେ ସବୁଠାରୁ କମ୍ ସମୟ ପାଇଁ ଯୁଦ୍ଧ ବ୍ରିଟେନ ଏବଂ ଜଂଜିବାର ମଧ୍ୟରେ ହୋଇଥିଲା।

ଅଷ୍ଟମ ପ୍ରଶ୍ନ: ଏମିତି କେଉଁ ପକ୍ଷୀ ଯିଏ ଚାଲିଥାଏ ଏବଂ ଉଡ଼ିଥାଏ କିନ୍ତୁ ଗଛ ଉପରେ ବସିନଥାଏ?

ଉତ୍ତର:ଏହାର ଉତ୍ତର ହେଉଛି,ଟିଟୋନି ପକ୍ଷୀ ଯିଏ ଚାଲିଥାଏ ଏବଂ ଉଡ଼ିଥାଏ କିନ୍ତୁ ଗଛ ଉପରେ ବସିନଥାଏ।

ନବମ ପ୍ରଶ୍ନ:ସେ କେଉଁ ବିଛଣା ଯେଉଁଠି ସମସ୍ତେ ଶୁଅନ୍ତି କିନ୍ତୁ କେହି ବି ଶୋଇବାକୁ ଇଚ୍ଛା କରିନଥାନ୍ତି?

ଉତ୍ତର:ଏହାର ଉତ୍ତର ହେଉଛି, କୋକେଇ ହିଁ ଏପରି ଏକ ବିଛଣା ଯେଉଁଠି ସମସ୍ତେ ଶୁଅନ୍ତି କିନ୍ତୁ କେହି ବି ଶୋଇବାକୁ ଇଚ୍ଛା କରିନଥାନ୍ତି।

ଦଶମ ପ୍ରଶ୍ନ:କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେବ?

ଉତ୍ତର:ଏହାର ଉତ୍ତର ହେଉଛି,୧୩କୁ ଏକ ସହ ଗୁଣନ କଲେ ଏହାର ଗୁଣଫଳ ୧୩ ହେବ।୧୩*୧=୧୩।

ଏକାଦଶ ପ୍ରଶ୍ନ:ଓନମ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ଅଟେ?

ଏହାର ଉତ୍ତର ଆମକୁ ଆପଣ ଜଣାନ୍ତୁ।

Leave a Reply

Your email address will not be published. Required fields are marked *