October 14, 2025

Odia Express

Here, There and Everywhere

ଜାଣନ୍ତୁ କେଉଁ କେଉଁ କାରଣ ଯୋଗୁଁ ଓଠ ହୋଇଯାଏ କଳା, କିପରି ବନାଇବେ ଓଠକୁ ଗୋଲାପି…

1 min read

ଯେମିତି ଥଣ୍ତାର ମୌସୁମ ପାଖେଇ ଆସୁଛି ସେମିତି ଓଠକୁ ଅଧିକା ଚିନ୍ତା କରିବାକୁ ପଡୁଛି, ଏହା ଏଥିପାଇଁ କାରଣ ଓଠରେ ଅଧିକା ଥଣ୍ତା ସହ୍ୟ କରିବାର ଶକ୍ତି ହୋଇନଥାଏ , ଏଥିପାଇଁ ଏହା ଶୁଖିଯାଏ , ଓ ଚମଡା ଫାଟିବାକୁ ଲାଗିଥାଏ , ଆପଣଙ୍କୁ ଆଜି କହିବୁ କେଉଁ ପ୍ରକାର କଳା ଓଠକୁ ଗୋଲାପି କରିପାରିବା, ଓ ତାହା ବି ପ୍ରାକୃତିକ ଭାବେ ।

ଓଠ ଫାଟିବାର ହୋଇଥାଏ ୪ ଟି କାରଣ –  ସବୁଠାରୁ ପ୍ରଥମ କାରଣ ହେଲା କଳା ଓଠ ହେବାର ବହୁତ କାରଣ ହୋଇପାରେ ଯେଉଁଥିରେ ପ୍ରଥମ ଆସିଥାଏ ଖରାରେ ଅଧିକା ରହିବା ଦ୍ୱାରା ଓଠର ମଶ୍ଚରାଇଜର୍ ଶେଷ ହୋଇଯାଏ , ଓ ତାହାର ରଙ୍ଗ କଳା ପଡିଯାଏ , ଏଥିରୁ ବଞ୍ଚିବାପାଇଁ ଆପଣ ବାହାର ଯିବା ପୁର୍ବରୁ ସନ୍ ପ୍ରୋଟେକ୍ଟିଭ୍ ଲିପ୍ ଗାର୍ଡ ଲଗାଇ ପାରିବେ , ଯାହା ସୁର୍ଯ୍ୟର କିରଣରୁ ଓଠକୁ ସୁରକ୍ଷିତ ରଖିବ , ଦ୍ୱିତୀୟ କାରଣ ହୋଇଥାଏ ବାରମ୍ବାର ଓଠକୁ ଜିଭ ଦ୍ୱାରା ଓଦା କରିବା, ଆପଣ ଚାହିଁଲେ ଲିପ ବାମ୍ ଲଗାଇଦେବେ କିମ୍ବା ମହିଳାମାନେ ଲିପଷ୍ଟିକ୍ ଲଗାଇଲେ ବି ଚଳିବ ।

କିପରି ବନାଇବେ ଓଠକୁ ଗୋଲାପି- ତୃତୀୟ କାରଣ ଆସିଥାଏ କଫି, ଅଧିକା କଫି ସେବନ କରିଲେ ଲୋକଙ୍କ ଓଠ ଭିତରେ ମହଜୁଦ୍ ସବୁ ପାର୍ଟିକିଲ୍ସ କଳା ହୋଇଯାଏ , ଓ ଚତୁର୍ଥ ଓ ସବୁଠାରୁ ଅନ୍ତିମ କାରଣ ହୋଇଥାଏ ସିଗାରେଟ୍ କିମ୍ବା ବିଡି, ଏଥିରେ ଭରପୁର୍ ନିକୋଟିନ୍ ହୋଇଥାଏ,  ଓ ଓଠକୁ କଳା କରିଦେଇଥାଏ, ଓ ଅସଲରେ ନିକୋଟିନ୍ ଜଳିଲେ ଓଠକୁ କ୍ଷତି ପହଞ୍ଚାଇଥାଏ, ଓ ଓଠକୁ ଗୋଲାପି ସୁନ୍ଦର ବନାଇବାପାଈଁ ଅଧିକାରୁ ଅଧିକା ଭିଟାମିନ୍ ସି ର ସେବନ କରିବା ଉଚିତ୍ , ଯାହା ଓଠର ସୁନ୍ଦରତା ପାଇଁ ଭଲ ପ୍ରମାଣିତ ହୋଇଥାଏ ।

Leave a Reply

Your email address will not be published. Required fields are marked *