November 22, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା ପ୍ରଶ୍ନ- ମିଛ କହିବା ବେଳେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ? ଜାଣନ୍ତୁ ଏହାର ସଠିକ୍ ଉତ୍ତର…

1 min read

ଆଜିର ସମୟରେ, ପ୍ରତ୍ୟେକ ଯୁବକ ପୀଢି ପଢିବା ଏବଂ ଲେଖିବା ସହ ଏକ ବଡ଼ ଅଧିକାରୀ ହେବାକୁ ଚାହାଁନ୍ତି | ସମସ୍ତେ ଆଇଏଏସ୍ ଅଫିସର୍ ହେବାର ସ୍ୱପ୍ନ ଦେଖନ୍ତି | ଆପଣଙ୍କୁ କହିଦେବୁ କି ଯେ ୟୁପିଏସ୍ ସି ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ | ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ଅନେକ ଲୋକ କଠିନ ପରିଶ୍ରମ କରନ୍ତି କିନ୍ତୁ ସବୁ ଲୋକ ଏଥିରୁ ସଫଳତା ପାଆନ୍ତି ନାହିଁ | ସବୁଠାରୁ କଷ୍ଟଦାୟକ ସାକ୍ଷାତକାର ହେଉଛି ଏହି ପରୀକ୍ଷାରେ | ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା ୟୁପିଏସ୍ ସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରନ୍ତି | ତାଙ୍କର ସ୍ୱପ୍ନ ହେଉଛି ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ଅଧିକାରୀ ହୋଇପାରିବେ, କିନ୍ତୁ  ଏହା ଏତେ ସହଜ ନୁହେଁ। ସର୍ବପ୍ରଥମେ ପରୀକ୍ଷା କୁ କ୍ରାକ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପରେ ସାକ୍ଷାତକାର କ୍ରାକ୍  କରିବା ତାହାଠାରୁ ଆହୁରି ଜଟିଳ ସାଧକ ।

ଯେତେବେଳେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି, ତା’ପରେ ଏକ ସାକ୍ଷାତକାର ପରୀକ୍ଷା ପରେ ଏହା ବହୁତ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଏ | ଅଧିକାଂଶ ପ୍ରାର୍ଥୀ ସାକ୍ଷାତକାର ପରୀକ୍ଷାରେ ବିଫଳ ହୁଅନ୍ତି | ବାସ୍ତବରେ, ସାକ୍ଷାତକାର ପରୀକ୍ଷାରେପରିକ୍ଷାର୍ଥୀଙ୍କୁ ଏପରି ପ୍ରଶ୍ନ ପଚରାଯାଏ, ଯାହା ମନକୁ ଭ୍ରମିତ କରିଥାଏ | ଏହି ପ୍ରଶ୍ନ କ୍ୟାଣ୍ତିଡେଟ୍  ଦିମାଗର ତେଜ୍ ବୁଦ୍ଧି ପରୀକ୍ଷା ହୋଇଥାଏ , | ସାକ୍ଷାତକାର ପରିକ୍ଷା ପାସ୍ କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ | ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ସାକ୍ଷାତକାର୍ ପରୀକ୍ଷାରେ ପଚରାଯାଇଥିବା କିଛି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ |  ବହୁତ କମ୍ ଲୋକ ଜାଣିଥିବେ ଯେ ସାକ୍ଷାତକାରରେ ଏପରି କିଛି କଷ୍ଟଦାୟକ ଏବଂ ମଜାଳିଆ ପ୍ରଶ୍ନ ପଚରାଯାଏ ଯାହା ଉତ୍ତର ଦେବା ସହଜ କିନ୍ତୁ ପରୀକ୍ଷାର୍ଥୀ ଏହା ଭାବିବାକୁ ବାଧ୍ୟ ହୋଇଯାଏ | ତେବେ ଆସନ୍ତୁ ଜାଣିବା ଆଇଏଏସ୍ ସାକ୍ଷାତକାର ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତର ବିଷୟରେ ଜାଣିବା ।

୧) ପ୍ରଶ୍ନ- ରାସ୍ତାରେ ଚାଲିବା ଅପେକ୍ଷା ବରଫରେ ଚାଲିବା ଅଧିକା କଠିନ କଣ ପାଇଁ ହୋଇଥାଏ ?

ଉତ୍ତର- ବରଫରେ ଘର୍ଷଣ କମ୍ ହୋଇଥାଏ, ଓ ରାସ୍ତାରେ ଅଧିକା ଘର୍ଷଣ ହୋଇଥାଏ,  ଏହି କାରଣରୁ ରାସ୍ତାରେ ଚାଲିବା ଅପେକ୍ଷା ବରଫରେ ଚାଲିବା ଅଧିକା କଷ୍ଟସାଧ୍ୟ ହୋଇଥାଏ ।

୨) ପ୍ରଶ୍ନ- ଗୋଟେ ଝିଅକୁ ଦେଖି ଜଣେ ଲୋକ କହିଲା- ଏଇ ଝିଅଙ୍କ ମାଙ୍କ ବାପା ମୋର ଶଶୁର ଅଟନ୍ତି , ତେବେ ଝିଅ ସେହି ବ୍ୟକ୍ତିର ସଂମ୍ପର୍କରେ କଣ ହେବ ?

ଉତ୍ତର- ଏହାର ସଠିକ୍ ଉତ୍ତର ହେଲା- ଝିଅ ।

୩) ଦୁନିଆଁରେ ସବୁଠାରୁ କମ୍ ବୟସର ପ୍ରଧାନମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର- ଫିନଲ୍ୟାଣ୍ତର ପ୍ରଧାନମନ୍ତ୍ରୀ ସନା ମାରିନ୍ ଦୁନିଆଁର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ ।

୪) କେଉଁ ଦେଶ ଅଛି ଯେଉଁଠି ଝିଅମାନେ କୁଆଁରି ଅଛନ୍ତି କାରଣ ବାହାହେବାପାଇଁ ପୁଅଙ୍କ ଅଭାବ ଅଛି ?

ଉତ୍ତର- ଆପଣଙ୍କୁ କହିଦେବୁ କି ବ୍ରାଜିଲ୍ ର ପାହାଡିରେ ଥିବା ନୋଏବାରେ ଦୋ କାର୍ଡେରିୟୋ ସହରରେ ଝିଅମାନେ କୁଆରୀ ଅଛନ୍ତି , କାରଣ ସେଠାରେ ପୁଅଙ୍କ ସଂଖ୍ୟା ବହୁତ୍ କମ୍ ଅଛି।

୫) ଯଦି ତୁମର ମାମୁଁଙ୍କ ଭଉଣୀ ତୁମର ମାଉସି ନୁହେଁ ତେବେ କଣ ?

ଉତ୍ତର- ମା

୬) ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଅଧିକା ଗରମ ହୋଇଯାଏ ?

ଉତ୍ତର- ମିଛ କହିବା ସମୟରେ କାନ ଅଧିକା ଗରମ ହୋଇଯାଏ ।

୭) ପ୍ରଶ୍ନ – ସେ କେଉଁ ଫଳ ଅଛି ଯାହାକୁ ଲୋକେ ବିନା ଧୋଇ ସହଜରେ ଖାଇପାରିବେ ?

ଉତ୍ତର- କଦଳୀ ଏମିତି ଏକ ଫଳ ଅଟେ, ଯାହାକୁ ବିନା ଧୋଇ ଖାଇପାରିବେ ।

୮) ଆମର ପାଖରେ ଦୁଇଟି ଆଖି ଅଛି ତେବେ ଆମେ କେବଳ ଗୋଟେ ସମୟରେ ଗୋଟେ ଜିନିଷ କଣ ପାଇଁ ଦେଖିପାରୁ ? ଉତ୍ତର- ଆମର ଆଖିରୁ ନୁହେଁ ମସ୍ତିସ୍କରୁ ଜିନିଷ ଦେଖିପାରୁ, ମସ୍ତିସ୍କ ହିସାବରେ ଆମର ଆଖି କାର୍ଯ୍ୟ କରିଥାଏ,  ଓ ଆମର ଦୁଇ ଆଖି ଏକା ସହ ଗୋଟିଏ ଜିନିଷକୁ ଫୋକସ୍ କରେ, ଦୁହେଁ ଆଖିରେ ସେହି ଜିନିଷ ଝାପସା ଦେଖାଯାଏ , ଓ ମସ୍ତିସ୍କରେ ତାହା ଗୋଟେ କରି ସଠିକ୍ ରୁପ ଦର୍ଶାଇଥାଏ

Leave a Reply

Your email address will not be published. Required fields are marked *