ମଜାଳିଆ ଜୋକ୍ସ : ଝିଅ ଫୋନ୍ ରେ ବୟଫ୍ରେଣ୍ତକୁ କହିଲା ଜାନୁ ଘରେ ଆଜି କେହି ନାହାନ୍ତି, ଆସିଯାଅ, କିଛି ନୁଆ କରିବା ତାପରେ ପୁଅ କହିଲା…
1 min read
ଆଜିକାଲି ଏହି କର୍ମବ୍ୟସ୍ତତା ଭରା ଜୀବନ ମଧ୍ୟରେ ମଣିଷ ନିଜ କାମ କାର୍ଯ୍ୟରେ ଏତେ ହଜିଯାଇଛି କି କାମର ଛଡା ତାକୁ ଆଉ କିଛି ନଜର ଆସୁନାହିଁ । ଏହି କାମ ସମୟ ମଧ୍ୟରେ ନିଜ ପାଇଁ ବି କିଛି ସମୟ ବାହାର କରିବା ଉଚିତ୍ , ଏହି ସମୟରେ ଖୋଲିକରି ହସିବା ଦରକାର, କାରଣ ଆମେ ଯେବେ ଖୋଲିକରି ହସୁ ତେବେ ଆମର ମସ୍ତିଷ୍କ ଓ ଶରୀର ଦୁହେଁ ପୁରା ସତେଜ ଓ ଫୁର୍ତିଳା ରୁହେ , ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସଗୁଡିକ ନେଇକରି ଆସିଛୁ ଯାହାକୁ ପଢିବାପରେ ଆପଣଙ୍କ ଦିନ ବଢିଆ କଟିବ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧) ଠେକୁଆ ବମ୍ ନେଇକରି ଚିଡିଆଘରରେ ପଶିଗଲା, ଓ ଜୋର୍ ରେ ଚିଲ୍ଲାଇକରି କହିଲା ତୁମ ମାନଙ୍କୁ ଏଠାରୁ ବାହାରିବାର କେବଳ ଗୋଟିଏ ମିନିଟ୍ ସମୟ ଅଛି, ତାର କଥା ଶୁଣି କଇଁଛ କହିଲା, ବାହାରକୁ ଆସେ ଶଳା, ସିଧା କହନା କି ମୁଁ ଟାର୍ଗେଟ୍ ରେ ଅଛି, ଛୁଆ ବେଳର ହାର୍ ର ବଦଳା ନେବା ପାଇଁ ଆସିଛୁ ।
୨)ପପୁ ଉଦାସ ବସିଥିଲା, ଗପୁ କହିଲା- କଣ ହେଲା ? ଉଦାସ କଣ ପାଇଁ ବସିଛୁ ? ପପୁ-କଣ କହିବି ସାଙ୍ଗ, କିଏ ଜଣେ କହିଥିଲେ କି ଗଛରୁ ଆମକୁ ଶୀତଳ ଛାୟା ମିଳିଥାଏ , ମୁଁ ଏହି ଗଛ ତଳେ ତିନିଦିନ ହେଲା ବସିଛି, କିନ୍ତୁ ନା ହିଁ ଶୀତଳ ଆସିଲା ନା ହିଁ ଛାୟା ।
୩) ଜଣେ ମହିଳା ଆମ୍ବୁଲାନ୍ସ ଡକାଇବାପାଇଁ ୧୦୮ କଲ୍ କଲା, ଅପରେଟର୍- ଆପଣଙ୍କ କଣ ସମସ୍ୟା ହୋଇଛି କୁହନ୍ତୁ ! ମହିଳା- ମୋର ପାଦର ଆଙ୍ଗୁଠି ଟେବୁଲରେ ବାଡେଇ ହୋଇଗଲା ।ଅପରେଟର୍- ହସିକରି, ଓହଃ ଏଥିପାଇଁ ଆପଣ ଆମ୍ବୁଲାନ୍ସ ଡକାଇବାକୁ ଚାହଁନ୍ତି ।
ମହିଳା- ନା, ଆମ୍ବୁଲାନ୍ସ ତ ମୋର ସ୍ୱାମୀଙ୍କ ପାଇଁ ଡକାଇଛି, ତାଙ୍କୁ ହସିବା ଉଚିତ୍ ନଥିଲା ।
୪) କାନ୍ଥରେ ଲେଖାହୋଇଥିଲା, ଏଠାରେ କୁକୁର ମୁତନ୍ତି , ସାନ୍ତା- ସେଠାରେ ଯାଇକରି ମୁତିଲା, ଓ ତାପରେ ହସିକରି କହିଲା, ଏହାକୁ କହନ୍ତି ଦିମାଗ୍, ମୁତିଲି ମୁଁ ଓ ନାଁ କୁକୁରର ଆସିବ ।
୫) ସ୍ତ୍ରୀ ରେଡି ହୋଇକରି ନିଜ ସ୍ୱାମୀକୁ ପଚାରେ କେମିତି ଲାଗୁଛି ମୁଁ । ସ୍ୱାମୀ- ହେ ଭଗବାନ, ମନ ତ କରୁଛି କି ତୋତେ ପାକିସ୍ଥାନରେ ପକାଇ ଆସିବି, ସ୍ତ୍ରୀ-କଣ ମତଲବ ? ସ୍ୱାମୀ- ବମ୍ ଲାଗୁଛ ତୁମେ ,
୬) ଶିକ୍ଷକ- ରାମୁ କାଲି ସ୍କୁଲକୁ କଣ ପାଇଁ ଆସିନଥିଲୁ ?ରାମୁ- ସାର୍ କାଲି ପଡିଯାଇଥିଲି, ଓ ଖଣ୍ତିଆ ହୋଇଯାଇଥିଲା । ଶିକ୍ଷକ- କେଉଁଠି ପଡିଯାଇଥିଲୁ, ରାମୁ- ସାର୍ ବେଡ୍ ଉପରେ ପଡିଯାଇଥିଲି, ଓ ଆଖି ଲାଗିଯାଇଥିଲା ।
୭) ଝିଅ ଅଧା ରାତିକୁ- ଗୁଡ୍ ନାଇଟ୍ ମମି, ମମି- ଗୁଡ୍ ନାଇଟ୍, ଝିଅ- ରାଗରେ- ଗୁଡ୍ ନାଇଟ୍ ପାପା, ପାପା-ଗୁଡ୍ ନାଇଟ୍ ବେଟା, ଝିଅ ଚିନ୍ତିତ ହୋଇକରି କହିଲା- ଆରେ ଗୁଡ୍ ନାଇଟ୍ କେଉଁଠି, ମଶା କାମୁଡୁଛନ୍ତି ।
୮) ପ୍ରାଇଭେଟ୍ ସ୍କୁଲରେ ଆଉ ଏକ ଆଇଟମ୍ ବଢିଗଲା, ଛୁଆଙ୍କୁ ମାସ୍କ ଓ ସ୍ୟାନିଟାଇଜର୍ ସ୍କୁଲରୁ କିଣିବାକୁ ପଡିବ, ବାହାର ର ଚଳିବ ନାହିଁ ।
୯) ପ୍ରେମିକା- ଜାନୁ-ତୁମେ ସପ୍ତାହରେ କେତେ ଥର ଦାଢି ବନାଉଛ ? ପ୍ରେମୀ- ଦିନରେ ୨୦-୩୦ ଥର, ପ୍ରେମିକା- ପାଗଳ କି? ଦିନରେ ୨୦-୩୦ ଥର କିଏ ଦାଢି ବନାଏ ? ପ୍ରେମୀ- ଆରେ ମୁଁ ଭଣ୍ତାରୀ ପା ।
୧୦) ବାହାଘରର ଆଗାମୀ ଦିନ ଏକ ବ୍ୟକ୍ତିର ସ୍ତ୍ରୀ ମରିଗଲା, ବିଚରା ବହୁତ କାନ୍ଦୁଥିଲା, ବନ୍ଧୁ- ଭାଈ କଣ ହେଲା ଭାଉଜଙ୍କୁ ? ବ୍ୟକ୍ତି-କିଛି ନାହିଁ ଖାଲି ଦହି ଖାଉଥିଲେ ଆରେ ଖାଉ ଖାଉ ।ବନ୍ଧୁ- ଭଲ ଏହା କହ, ଦହି ବଳିଥିଲା କି ?
୧୧) ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଗଲା । ଅଧା ଦିନ ଚୁପ୍ ଚାପ୍ କଟିବାପରେ ସ୍ତ୍ରୀ ସ୍ୱାମୀର ପାଖକୁ ଆସିଲା ଓ କହିଲା ଟିକିଏ ବୁଝାମଣା କରିଦିଅ, ଟିକିଏ ମୁଁ କରୁଛି, ସ୍ୱାମୀ-ଠିକ୍ ଅଛି କଣ କରିବାର ଅଛି କୁହ , ସ୍ତ୍ରି- ତୁମେ ମୋତେ କ୍ଷମା ମାଗିଦିଅ, ମୁଁ କ୍ଷମା କରିଦେବି ।
୧୨) ଝିଅ-ରୋମାଣ୍ଟିକ୍ ଅନ୍ଦାଜରେ-କେଉଁଠି ଅଛ ଜାନୁ ? ପୁଅ- କ୍ଲାସରେ ବସିଛି, ଝିଅ- ମୋର ଘରକୁ ଆସିଯାଅ ନା ଆଜି ! ପୁଅ- କଣପାଇଁ ? ଝିଅ- ଆଜି ମା ବାପା ନାହାନ୍ତି , କିଛି ନୁଆ କରିବା । ପୁଅ- ନା ମୋତେ ଯିବାର ନାହିଁ ଗତଥର ଏମିତି ଡକାଇକରି ପୁରା ଘରକୁ ପୋଛିବାକୁ କହିଥିଲୁ ।
୧୩) ଜର୍ଜ- ଏହି ବୟସରେ ତୁମେ ଝିଅଙ୍କୁ କମେଣ୍ଟ ପାସ୍ କରୁଛ ତୁମେ କ୍ଷମାର ଲାୟକ୍ ନୁହେଁ । ୮୦ ବର୍ଷର ବୁଢା କହିଲା_ ସାହେବ୍ ମୋର ତ କଥା ଶୁଣନ୍ତୁ ! ଜର୍ଜ- ତୁମେ କେଉଁ ୨୦-୨୨ ବର୍ଷ ପୁଅ ନୁହଁ ଯେ ତୁମର କଥା ଶୁଣାଯିବ , ବୁଢା- ସାହେବ ଏହା ୬୦ ବର୍ଷ ତଳର ପୁରୁଣା କେସ୍ ଅଟେ, ଯାହାକୁ ମୁଁ କମେଣ୍ଟ ପାସ୍ କରିଥିଲି ସେ ଏବେ ତାର ନାତି ସହ ଏଠାକୁ ଆସିଛି