June 23, 2025

Odia Express

Here, There and Everywhere

JIO ର ଫୁଲ୍ ଫର୍ମ କଣ ହୋଇଥାଏ ? କଣ ଆପଣଙ୍କୁ ଜଣା ଅଛି ଏହାର ଉତ୍ତର ?

1 min read

ମଣିଷ ତାର ଜୀବନରେ ପାଠପଢେ ଏବଂପାଠ ପଢିବା ପରେ ସେ ଏକ ଭଲ ଚାକିରି ପାଇବାକୁ ଚାହେଁ, ଚାକିରି ପାଇବା ପାଇଁ ସେ ସାକ୍ଷାତକାର ପରୀକ୍ଷା ଦିଅନ୍ତି ଏବଂ ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ଦେବୁ | ଏହା ମାଧ୍ୟମରେ, ଏହିପରି କିଛି ପ୍ରଶ୍ନ ଆପଣଙ୍କ ନିକଟକୁ ଅଣାଯାଇଛି, ଯାହାର ସୂଚନା ଆପଣଙ୍କ ପାଇଁ ଆବଶ୍ୟକ, କାରଣ ଏହି ପ୍ରଶ୍ନ ଆପଣଙ୍କ ଜୀବନର କିଛି ସମୟରେ ଉପଯୋଗୀ ହୋଇପାରେ ଏବଂ ଏହି ପ୍ରଶ୍ନଗୁଡିକ ଜାଣିବା ଦ୍ୱାରା ଆପଣଙ୍କର ସାଧାରଣ ଜ୍ଞାନ ମଧ୍ୟ ବୃଦ୍ଧି ପାଇବ, ତେଣୁ ଆମକୁ ଏହି ପ୍ରଶ୍ନଗୁଡ଼ିକ ବିଷୟରେ ଜଣାନ୍ତୁ | ।

ପ୍ରଶ୍ନ-୧ : ନେଶନ୍ୟାଲ୍ ଇଣ୍ତିଆନ୍ ମିଲିଟ୍ରି କଲେଜ କେଉଁଠି ଅଛି ?

ଉତ୍ତର- ନ୍ୟାଶାନାଲ୍ ଇଣ୍ତିଆନ୍ ମିଲିଟ୍ରି କଲେଜ ଡେରାଡୁନ୍ ରେ ଅଛି ।

ପ୍ରଶ୍ନ-୨ : ଆନନ୍ଦମଠର ରଚୟିତା କିଏ ?

ଉତ୍ତର- ବଙ୍କିମ ଚନ୍ଦ୍ର ଆନନ୍ଦମଠର ରଚୟିତା ଅଟନ୍ତି ।

ପ୍ରଶ୍ନ-୩ :ବିଶ୍ୱର ସବୁଠାରୁ ଅଧିକା କ୍ରୋମିୟମ୍ କେଉଁଠୁ ବାହାରେ ?

ଉତ୍ତର- ବିଶ୍ୱର ସବୁଠାରୁ ଅଧିକା କ୍ରୋମିୟମ୍ ଦକ୍ଷିଣ ଆଫ୍ରିକା ରୁ ବାହାରିଥାଏ ।

ପ୍ରଶ୍ନ-୪ : ଭାରତର ପୁରୁଣା ତେଲ ରିଫାଇନାରୀ କେଉଁଠି ଅଛି ?

ଉତ୍ତର- ଏହା ଆସାମରେ ଅଛି ।

ପ୍ରଶ୍ନ-୫ : ସୌରମଣ୍ତଲର ଦ୍ୱିତୀୟ ବଡ ଗ୍ରହ କେଉଁଟା ଅଟେ ?

ଉତ୍ତର- ସୌରମଣ୍ତଳର ଦ୍ୱିତୀୟ ବଡ ଗ୍ରହ ଶନି ଗ୍ରହଅଟେ ।

ପ୍ରଶ୍ନ-୬: ମିଶ୍ରରେ ନିଳ ନଦୀ କେଉଁ ବାନ୍ଧରେ ଅଛି ?

ଉତ୍ତର୍-ମିଶ୍ରରେ ନୀଳ ନଦୀ ଆସବାନର ବାନ୍ଧରେ ଅଛି ।

ପ୍ରଶ୍ନ-୭: କେଉଁ ପ୍ରକାରର ବର୍ଷା ବିଜୁଳି ଚମକ ଏବଂ ବାଦଲ ଗରଜିବାର ସହ ହୁଏ ?

ଉତ୍ତର- ସଂବହନୀୟ ବର୍ଷା ବିଜୁଳିର ଚମକ ଏବଂ ବାଦଲର ଗରଜର ସହ ହୋଇଥାଏ ।

ପ୍ରଶ୍ନ-୮ : ରାଷ୍ଟ୍ରିୟ ଅନୁସୁଚିତ୍ ଜାତି ଆୟୋଗର ଅଧ୍ୟକ୍ଷ୍ୟ କିଏ ?

ଉତ୍ତର- ପିଏଲ୍ ପୁନିଆ ରାଷ୍ଟ୍ରିୟ ଅନୁସୁଚିତ ଜାତି ଆୟୋଗର ଅଧ୍ୟକ୍ଷ୍ୟ ଅଟନ୍ତି ।

ପ୍ରଶ୍ନ- ୯ : ଜିଓର ଫୁଲଫର୍ମ କଣ ଅଟେ ?

ଉତ୍ତର-  Joint implementation opportunities.

ପ୍ରଶ୍ନ- ୧୦ – ବିଶ୍ୱର ସର୍ବାଧିକ ଉଚ୍ଚା ଟାୱାର୍ କେଉଁଟା ଅଟେ ?

ଉତ୍ତର- ଏହି ପ୍ରଶ୍ନର ଉତ୍ତର କମେଣ୍ଟ ବକ୍ସରେ ଦେବାର୍ ଅଛି ।

Leave a Reply

Your email address will not be published. Required fields are marked *