October 10, 2025

Odia Express

Here, There and Everywhere

୨୦୨୧ ଆସିବା ଆଗରୁ ଏହି ୪ ଟି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ – ଖୁବ ଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ..

ବନ୍ଧୁଗଣ ୨୦୨୧ ଆସିବା ଆଗରୁ ଏହି ୪ ଟି ରାଶି ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ଏବଂ କୋଟି ପତି ହେବାର ବହୁତ୍ ସମ୍ଭାବନା ରହିଛି । ଏହି ଚାରୋଟି ରାଶି ହେଉଛି ସିଂହ,କୁମ୍ଭ , ବିଛା, ମୀନ । ଏହି ଦିନ ରେ ଆପଣଙ୍କ ପ୍ରେମ ସଂପର୍କ ଟିକେ ଥଣ୍ଡା ପଡିପାରେ । ଏହି ସମୟ ରେ ଆପଣ ଯାହା ଚାହୁଁଛନ୍ତି ସେପରି କିଛି ହେବ ନାହିଁ । ଏହି ସମୟ ରେ ଆପଣଙ୍କ ଜୀବନ ସାଥି ଆପଣଙ୍କ ବିଷୟରେ ବହୁତ୍ ପ୍ରକାରର ଖରାପ କଥା କୁ ବାହାର କରି ଆପଣଙ୍କୁ କହିପାରେ । ଆପଣଙ୍କ ଶରୀରର ଟିକେ ଭଲ ଲାଗିବନି । ଆପଣ ଯୋଗା ସନ , ପ୍ରାଣାୟାମ ,ବ୍ୟାୟାମ କରି ନିଜର ଶରୀର କୁ ଫିଟ୍ ରଖନ୍ତୁ । ବନ୍ଧୁଗଣ ଏହି ଆସୁଥିବା ସମୟ ଟି ଆପଣଙ୍କ ପାଇଁ ବହୁତ୍ ଶୁଭ ମୟ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କୁ ନୁହଁ ଚାକିରି ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତି ର ଉନ୍ନତି ହୋଇପାରେ ।

ଏହି ବର୍ଷ ଆପଣଙ୍କୁ ଏହା ଅନୁଭବ ହେବା କି ଆପଣଙ୍କ ଆର୍ଥିକ ସ୍ଥିତି ବିକାଶ ହୋଇଛି ବୋଲି ।ଯଦି ଆପଣ ଚାକିରି ଖୋଜୁଛନ୍ତି ତାହେଲେ ଏହି ବର୍ଷ ଆପଣଙ୍କୁ ଖୁସି ଦେବ । ଯଦି ଆପଣ କୌଣସି ଚାକିରି କରୁଛନ୍ତି ତାହେଲେ ଆପଣଙ୍କ ଚାକିରି ରେ ପଦୋନ୍ନତି ହେବ । ଏହି ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ୍ ଭଲ ରହିବ । ଯେଉଁ ମାନେ ପରିଶ୍ରମ କରିଛନ୍ତି ସେମାନଙ୍କୁ ପରିଶ୍ରମ ର ଫଳ ମିଳିପାରେ ।ଆପଣଙ୍କ ପ୍ରେମ ଜୀବନ ରେ ମଝିରେ ମଝିରେ କଳି ଝଗଡ଼ା ହୋଇପାରେ ଏବଂ ଏମିତି ହେଲେ ଆପଣଙ୍କ ତାଙ୍କ ଉପରେ ରାଗିବା ପରିବର୍ତ୍ତେ ତାଙ୍କୁ ବୁଝାନ୍ତୁ ଏବଂ ସମାଧାନ କରି ଆପଣଙ୍କ ପ୍ରେମ ଜୀବନ କୁ ସୁଖମୟ କରନ୍ତୁ ।ପରିବାର ମଧ୍ୟରେ ତାଳମେଳ ଏବଂ ଏକତା ପାଇଁ ଶାନ୍ତି ବଜାୟ ରହିବ ।

ମାଆ ଙ୍କ ଦେହ ଭଲ ରହିବ ଏବଂ ପରିବାରର ସମସ୍ତ ଲୋକଙ୍କୁ ଖୁସି ରେ ଦେଖି ଆପଣ ମଧ୍ୟ ଖୁସି ହେବେ । ପ୍ରେମୀ ର ବହୁତ୍ ସହଯୋଗ ମିଳିବ ।ଆପଣଙ୍କ ପରିଶ୍ରମ ର ଫଳ ଆପଣଙ୍କୁ ଏହି ବର୍ଷ ରେ ମିଳିବ। ଆପଣଙ୍କ ସାଥୀ ଆପଣଙ୍କୁ ଖରାପ ଚିନ୍ତା ଧାରା ରଖି ଆପଣଙ୍କ ସହ ରହିଛନ୍ତି ନାହିଁକି ସେ ତାଙ୍କର ଭାବନା ରୁ ଆପଣଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ।ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ । ଆପଣଙ୍କ ଜୀବନ ରେ ବହୁତ୍ ଦିନ ରୁ ଲାଗି ରହିଥିବା କଷ୍ଟ ରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ଏହି ବର୍ଷ ରେ ଆପଣଙ୍କୁ ବହୁତ୍ ଖୁସି ମିଳିବ ।

ଆପଣଙ୍କ ଆସୁନଥିବା ଧନ ମଧ୍ୟ ଆସିବ ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ରେ ଉନ୍ନତି ଆସିବ । ଆପଣଙ୍କ ପରିବାର ରେ ଟିକେ ଅସୁବିଧା ହେବା ପୁଣି ତାହା ମନକୁ ମନ ସବୁ ଠିକ୍ ଠାକ୍ ହୋଇଯିବ । ଯେଉଁ ଲୋକ ମାନେ ଆପଣଙ୍କ ସହିତ କଥା ହେଉନଥିଲେ ସେହି ଲୋକ ମାନେ ମଧ୍ୟ ଆପଣ ଙ୍କୁ ଦେଖିବାକୁ ଈଛା କରିବେ ।କାହିଁକି ନା ଏହି ରାଶି ମାନଙ୍କ ଉପରେ ଭଗବାନ ଶିବ ଙ୍କ କୃପା ରହିଛି ।

Leave a Reply

Your email address will not be published. Required fields are marked *