June 20, 2025

Odia Express

Here, There and Everywhere

ଏହା ହେଲା ଶାବର ମନ୍ତ୍ରର ଉପାୟ, ନେତ୍ର ରୋଗରୁ ମିଳିବ ମୁକ୍ତି – ନିଶ୍ଚୟ ଜାଣିରଖନ୍ତୁ ରହି କଥା..

1 min read

ଆପଣଙ୍କୁ ଜଣେଇଦେବୁ କି ଗୁରୁ ଗୋରଖନାଥ ଓ ଗୁରୁ ମଛଦର ନାଥ ଏହି ଦୁହେଁ ଶାବର ତନ୍ତ୍ରର ଜନକ ବୋଲିକୁହାଯାଏ , ଏହି ଦୁହେଁ ମିଶିକରି ଏମିତି ବହୁତ ପ୍ରକାରର ମନ୍ତ୍ରର ରଚନା କରିଛନ୍ତି , ଯଦି ଯେଉଁ ମନ୍ତ୍ରକୁ ଉପଯୋଗ ମନୁଷ୍ୟ କରିଥାଏ ତେବେ ତାର ଜୀବନରେ ଅନେକପ୍ରକାରର ସମସ୍ୟାର ସମାଧାନ ହୋଇଯାଏ , ଶାବର ମନ୍ତ୍ର ଏମିତି ବହୁତ ଚମତ୍କାରୀ ହୋଇଥାଏ , ଓ ଏହାର ଉପଯୋଗ କରୁଥିବା ଲୋକ ସବୁ ଚିନ୍ତାରୁ ଦୁରେଇ ରୁହେ, ଏହି ମନ୍ତ୍ରର ଟିକିଏ ଜପ ରୁ ସିଦ୍ଧ ହୋଇ ଅତ୍ୟାଧିକ ପ୍ରଭାବ ହୋଇଥାଏ, ଏହି ମନ୍ତ୍ରର ପ୍ରଭାବ ସ୍ଥାୟୀ ହୋଇଥାଏ, ଓ କେଉଁ ବି ମନ୍ତ୍ର ଏହାକୁ କାଟିବା ସଂମ୍ଭବପର ହୋଇନଥାଏ , ଆପଣଙ୍କୁ କହିଦେବୁ କି ଶାବର୍ ମନ୍ତ୍ରକୁ କେଉଁ ଜାତି ଆୟୁ କିମ୍ବା ପୁରୁଷ ସ୍ତ୍ରୀ ଜପ କରିପାରିବେ,  ଏହାର ସାଧନାରେ କେଉଁ ଗୁରୁ ଏତେ ଦରକାର ବି ପଡେ ନାହିଁ , କାରଣ ତାଙ୍କର ପ୍ରବର୍ତ୍ତକ ସ୍ୱୟଂ ସିଦ୍ଧ ସାଧକ ରହିପାରନ୍ତି, ଆମେ ଆପଣଙ୍କୁ ଏହି ଲେଖରେ ଶାବର ମନ୍ତ୍ରର ପ୍ରୟୋଗ କରି ନେତ୍ର ସଂବନ୍ଧିତ ରୋଗକୁ କିପରି ଦୁର କରିବେ ଏହାର ସୁଚନା ଦେବୁ ।

ଭଗବାନ ମନୁଷ୍ୟର ଶରୀରରେ ସବୁଠାରୁ ଦୁର୍ଲ୍ଲଭ ଜିନିଷ ଦେଇଛନ୍ତି ତାହା ହେଲା ଚକ୍ଷୁ ବା ନେତ୍ର, ଆଖି ମଣିଷର ହେଉ କିମ୍ବା ଅନ୍ୟ କେଉଁ ପ୍ରାଣିର ଆଖିର ରଶ୍ମୀ ବିନା ସମସ୍ତଙ୍କ ଜୀବନ ଅନ୍ଧକାର ହୋଇଯାଏ , ଓ କାହାକୁ ଦେଖାଯିବାପରେ ବି ଆଖିର ସଂବନ୍ଧିତ ନାନା କଷ୍ଟରୋଗ ହୋଇଥାଏ , ତେବେ ବ୍ୟକ୍ତି ସେହି ରୋଗକୁ ଠିକ୍ କରିବାପାଇଁ କିଛି ବି କରିଥାଏ,  ବ୍ୟକ୍ତିର ନେତ୍ରସଂବନ୍ଧିତ କେଉଁ ବି ରୋଗ ହୋଇଯାଇଛି, ଓ ତାକୁ ନେତ୍ର ରୋଗର ନିଦାନ ପାଇଁ ଲକ୍ଷାଧିକ ଚେଷ୍ଟା ବି କରିସାରିଛନ୍ତି, କିନ୍ତୁ ସବୁ ଚେଷ୍ଟା ବ୍ୟର୍ଥ ହୋଇଯାଇଛି, ବଡ ବଡ ଡାକ୍ତର ଙ୍କୁ ଦେଖାଇବା ପରେ ବି ଆଖିର ଅସୁବିଧା ଦୁର ହୋଇପାରୁନାହିଁ , ତେବେ ଆପଣ ଥରେ ଏହି ଶାବର ମନ୍ତ୍ରର ପ୍ରୟୋଗ କରି ନେତ୍ର ସଂବନ୍ଧିତ ସବୁ ଅସୁବିଧାରୁ ନିବାରଣ ପାଇପାରିବେ ।

ଆପଣଙ୍କୁ ଏହାପାଇଁ କାଳୀ ଚୋଦସ୍ ଦିନ କିମ୍ବା ରାତିରେ ଘରେ ଗାଧୋଇକରି ନିମ୍ବର ଡାଳ ସହ ନେଇକରି ଶ୍ମଶାନ ଭୁମିକୁ ଯିବାକୁ ହେବ, ଶ୍ମଶାନରେ ଏକାନ୍ତ ସ୍ଥାନରେ କମ୍ବଳର ଧଳା ଆସାନରେ ପୁର୍ବଦିଗକୁ ମୁହଁ କରି ସୁଖାସନ ବସିକରି ଚନ୍ଧନ, ତୁଳସି କିମ୍ବା ରୁଦ୍ରାକ୍ଷ ମାଳାରେ ଶାବର ମନ୍ତ୍ର ୧୦ ଥର ଜପ କରି ଆଖିର ରୋଗ ଠିକ୍ ହୋଇଯିବାର ଭାବନା କରି ଏହାର ଜପ କରିବାର ଅଛି ଓ ନିମ୍ବର ଡାଳକୁ ନିଜ ପାଖରେ ରଖିବେ,  ଜପ କରୁଥିବା ସମୟରେ ପୁରା ମୌନ ରହିବେ , କେତେ ବି ଆବାଜ୍ ଆସୁ ଆପଣଙ୍କୁ ମୌନ ରହିବାକୁହେବ, ଯେବେ ପର୍ଯ୍ୟନ୍ତ ସଂଖ୍ୟା ପୁରା ନ ହୋଇଯାଇଛି, ସହଜରେ ଆପଣ ବିଲକୁଲ୍ ନ ଉଠନ୍ତୁ, ୧୦ ଟି ମାଳା କରିବାପରେ ପୁର୍ଣ୍ଣା ସିଦ୍ଧ ହୋଇଯାଏ ,

ଶାବର ମନ୍ତ୍ର- ଓଁ ନମୋ ରାମ କା ଧନୁଷ ଲକ୍ଷ୍ମଣ କା ବାଣ, ଆଁଖ୍ ଦର୍ଦ କରେ ତୋ ଲକ୍ଷ୍ମଣ କୁମାର କି ଆନ୍ ।

ଜପ ପୁରା ହେବାପରେ ପଶ୍ଚାଚ ସେହି ନିମ୍ବର ଡାଳରେ ଜପ ବାଲା ମନ୍ତ୍ରକୁ ୨୧ଥର କହିକରି ଝାଡିଦିଅନ୍ତୁ, କିଛି ସମୟ ପରେ ଆପଣଙ୍କ ଆଖିର ରୋଗ ସବୁଦିନ ପାଇଁ ଦୁର ହୋଇଯିବ , କହିଦେବୁ କି ଏହି ଶାବର ମନ୍ତ୍ରର ସାଧନା ସୁର୍ଯ୍ୟ ଗ୍ରହଣ ଚନ୍ଦ୍ର ଗ୍ରହଣ, ଦଶହରା ଗଙ୍ଗା ଦଶହରା ଶିବରାତ୍ରୀ, ହୋଲି, ଦିପାବଳୀ, ରବିବାର, ମଙ୍ଗଳବାର ପର୍ବ କାଳ ସୁର୍ଯ୍ୟ ସଂକ୍ରାନ୍ତି, କିମ୍ବା ନବରାତ୍ରୀରେ ସବୁଠାରୁ ଅଧିକା ପ୍ରଭାବଶାଳୀ ବୋଲି ଜଣାଯାଏ

Leave a Reply

Your email address will not be published. Required fields are marked *