June 20, 2025

Odia Express

Here, There and Everywhere

ଏହି ୫ ଟି କାମ କରୁଥିବା ଲୋକ ମାନଙ୍କ ଘରକୁ ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ – ନିଶୟ ଜାଣିରଖନ୍ତୁ ଏହି କଥା..

ମହିଳା ମାନଙ୍କୁ ନିଜର ଘରେ ଏହି ୫ ଟି କାମ କୁ କେବ କରିବା ଉଚିତ୍ ନୁହେଁ ନହେଲେ ଘରେ ଦୁଃଖ ଏବଂ ଦାରିଦ୍ର୍ୟ ଆସିଥାଏ କାହିଁ କୁ ନା ଏହି ୫ ଟି କାମ କରିବା ଦ୍ୱାରା ମାଆ ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ିକି ଚାଲି ଯାଇଥାନ୍ତି। ବନ୍ଧୁଗଣ ପ୍ରାଚୀନ କଥାବସ୍ତୁ ଅନୁସାରେ ସମସ୍ତ ସ୍ବାମୀ ଏବଂ ସ୍ତ୍ରୀ ମାନଙ୍କୁ ଶିବ ଏବଂ ପାର୍ବତୀ ଙ୍କ ରୂପ ବୋଲି କୁହାଯାଇଥାଏ ।ଶିବ ଏବଂ ପାର୍ବତୀ ଗଣେ ଗଣଙ୍କ ର ପୂରକ ଅଟନ୍ତି ଏବଂ ଅର୍ଦ୍ଧ ନାରିଶ୍ୱର୍ ଅଟନ୍ତି।ସେହିପରି ସମସ୍ତ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟ ଅର୍ଦ୍ଧ ଅଙ୍ଗ ହୋଇଥାନ୍ତି।ଏଥିପାଇଁ ସ୍ତ୍ରୀ କୁ ଅର୍ଦ୍ଧା ଗ୍ନି କୁହାଯାଇଥାଏ।ବିବାହ ପରେ ସ୍ତ୍ରୀ ର ଭାଗ୍ୟ ମଧ୍ୟ ତାର ସ୍ବାମୀ ସହିତ ଯୋଡ଼ି ହୋଇ ଯାଇଥାଏ ।ସ୍ତ୍ରୀ ର କର୍ମ, ଧର୍ମ, ପୂର୍ଣ୍ୟ ର ଫଳ ମଧ୍ୟ ତାର ସ୍ବାମୀ କୁ ପ୍ରାପ୍ତ ହୋଇଥାଏ।ଏହିପରି ଭାବରେ ସ୍ତ୍ରୀ ଦ୍ଵାରା କରାଯାଇଥିବା ଖରାପ କର୍ମ ର ଫଳ ମଧ୍ୟ ସ୍ବାମୀ କୁଭୋଗିବାକୁ ପଡିଥାଏ। ଆର୍ ହିନ୍ଦୁ ଧର୍ମ ରେ ସ୍ତ୍ରୀ ମାନଙ୍କୁ ଘରେ ଲକ୍ଷ୍ମୀ ବୋଲି କୁହାଯାଇଥାଏ କିନ୍ତୁ କିଛି ମହିଳା ମାନଂକ ଖରାପ କର୍ମ ପାଇଁ ମାଆ ଲକ୍ଷ୍ମୀ ରୁଷ୍ଟ ହୋଇ ଯାଆନ୍ତି ଏବଂ ସେହି ଘର ଛାଡ଼ି ଚାଲି ଯାଇଥାନ୍ତି ଏବଂ ସେହି ଘରରେ ତାଙ୍କର ବଡ ଭଉଣୀ ଅଲକ୍ଷ୍ମି ବାସ କରିଥାନ୍ତି।ତେବେ ଆସନ୍ତୁ ଜାଣିବା ସେହି ୫ ଟି ଖରାପ କର୍ମ କଣ ଯାହାକୁ କରିବା ଦ୍ଵାରା ମାଆ ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲି ଯାଇଥାନ୍ତି ।

ପ୍ରଥମ କଥା ଟି ହେଲା କୌଣସି ବି ମହିଳା ଙ୍କୁ ଚୁଟି ଖୋଲା ରଖି ଘରେ ବୁଲିବା ଉଚିତ୍ ନୁହେଁ।କିଛି ମହିଳା ମାନଙ୍କ ଅଭ୍ୟାସ ହେଉଛି ସେମାନେ ସନ୍ଧ୍ୟା ସମୟରେ ନିଜର ଚୁଟି କୁ କୁଣ୍ଡାଇ ଥାନ୍ତି ଏବଂ ନିଜର ଚୁଟି କୁ ଖୋଲା ରଖି ଚାରିଆଡେ ବୁଲୁଥାନ୍ତି।ଶାସ୍ତ୍ର ଅନୁସାରେ ଏହା କୁ ଖରାପ ବୋଲି କୁହାଯାଇଥାଏ।ସନ୍ଧ୍ୟା ସମୟରେ ନିଜର ଚୁଟି କୁ ଖୋଲା ରଖି ବୁଲିବା ଦ୍ଵାରା ଲକ୍ଷ୍ମୀ ରୁଷ୍ଟ୍ ହୋଇଯାଇ ଥାନ୍ତି ଏବଂ ସେହି ଘର ଛାଡ଼ି ଚାଲି ଯାଇଥାନ୍ତି ।

ଦିତୀୟରେ ହେଲା ଆପଣ ଏହା ଦେଖିଥିବେ କି ମହିଳା ମାନେ ନିଜର ଘର ଆଗରେ କିଛି ମହିଳା ମାନଙ୍କ ସହ ଗପସପ ହୋଇଥାନ୍ତି ଏବଂ ଘରର ଦ୍ଵାର ରେ ବସି ଯଦି ମହିଳା ବସିକି ଖାଇବେ ତାହେଲେ ଅଶୁଭ ବୋଲି କୁହାଯାଇଥାଏ।ଯଦି ଏପରି ଆପଣ କରୁଛନ୍ତି ତାହେଲେ ଏମିତି ଆଉ କରନ୍ତୁ ନାହିଁ ନଚେତ୍ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଆପଣଙ୍କ ଘର ଛାଡ଼ି ଚାଲି ଯାଇଥାନ୍ତି ।

ତୃତୀୟ ଟି ହେଲା ଯେଉଁ ଘରରେ ମହିଳା ମାନେ ବହୁତ୍ ଡେରି ପର୍ଯ୍ୟନ୍ତ ସୋଇ ଥାନ୍ତି ସେହି ଘର ଉପରେ ଲକ୍ଷ୍ମୀ ମାତା ବହୁତ୍ କ୍ରୋଧିତ ହୁଅନ୍ତି।ସମସ୍ତ ମହିଳା ମାନେ ପ୍ରତିଦିନ ସକାଳୁ ଅର୍ଥାତ୍ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଘରେ ଭଗବାନ ଙ୍କ ପୂଜା କରନ୍ତୁ ଏହା କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ।

ଚତୁର୍ଥ ଟି ହେଉଛି ରାତିରେ ରୋଷେଇ ଘରେ ଅଇଁଠା ବାସନ କୁ ରଖିବା।ଏହିପରି କରିବା ଦ୍ଵାରା ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଥାନ୍ତି।ଏଥିପାଇଁ ଶୋଇବା ଆଗରୁ ଅଇଁଠା ବାସନ କୁ ସଫା କରି ରଖନ୍ତୁ।ଯଦି ଆପଣ କରୁନାହାନ୍ତି ତାହେଲେ ସେହି ଅଇଁଠା ବାସନକୁ ରୋଷେଇ ଘରର ବାହାରେ ନେଇ ରଖନ୍ତୁ।

ପଞ୍ଚମରେ ହେଉଛି ମହିଳା ମାନେ ଯଦି କଟୁ ଶବ୍ଦ ର ବ୍ୟବହାର କରନ୍ତି ତାହେଲେ ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଥାନ୍ତି। ଯେଉଁ ଘରେ ସବୁବେଳେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ସେହି ଘରକୁ ମାତା ଲକ୍ଷ୍ମୀ ଛାଡ଼ି ଚାଲି ଯାଇଥାନ୍ତି।

Leave a Reply

Your email address will not be published. Required fields are marked *