June 20, 2025

Odia Express

Here, There and Everywhere

ଏହି ୫ଟି ଜିନିଷ ଖାଇବା ଦ୍ଵାରା ହୋଇଥାଏ କିଡନୀ ଷ୍ଟୋନ, ତାହା କେଉଁ କେଉଁ ଜିନିଷ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ୫ଟି ଜିନିଷ ବିଷୟରେ ଯାହା କିଡନୀ ଷ୍ଟୋନ ପାଇଁ ଜହର ସମାନ ହୋଇଥାଏ।ଆଜିକାଲି ଲୋକଙ୍କୁ ବହୁତ ଅଧିକ କିଡନୀ ଷ୍ଟୋନ ହେବରେ ଲାଗୁଛି ଏହା ଅଧିକ ଅଶୁବିଧା କରାଇନଥାଏ କିନ୍ତୁ ଯେବେ ଏହା ବିନ୍ଧା ହୋଇଥାଏ ତାହା ଅସହନୀୟ ହୋଇଥାଏ।ଯଦି ଆପଣଙ୍କୁ ବି କିଡନୀ ଷ୍ଟୋନ ହୋଇଛି ତେବେ ଏହାକୁ ଭଲସେ ପଢନ୍ତୁ।କାରଣ କିଛି ଖାଇବା ଏହା ପାଇଁ ଭଲ ନୁହେଁ ଯାହାକୁ ଆପଣଙ୍କୁ ଖାଇବାରୁ ବଞ୍ଚିବାକୁ ପଡିବ।ଲୋକଙ୍କୁ ବାରମ୍ବାର ଏହି ସମସ୍ୟା ହୋଇଥାଏ ଏହା ହେବାର ଅଧିକ କାରଣ ହେଉଛି ଖରାପ ଖାଦ୍ୟପେୟ।ଅନେକ କାରଣରୁ ହୋଇଥାଏ କିନ୍ତୁ ଅଧିକତମ କ୍ୟାଲସିଅମ ଶରୀରରେ ଜମାହେବା ଦ୍ଵାରା ଏହା ହୋଇଥାଏ।ଜେବେ ଛୋଟ ଛୋଟ ଷ୍ଟୋନ ହୋଇଥାଏ ତାହା ମୂତ୍ର ଦ୍ଵାରା ବହାରିଯାଇଥାଏ କିଡନୀ ତାକୁ ଫ୍ଲିଟର କରିଥାଏ ଯାହା ଦ୍ଵାରା ତାହା ବାହାରକୁ ମୂତ୍ର ଦ୍ଵାରା ବାହାରିଯାଇଥାଏ।

କିନ୍ତୁ ଜେବେ ଅଧିକ ମାତ୍ରରେ କ୍ୟାଲସିଅମ ଜମା ହୋଇଥାଏ ଯାହାକୁ କିଡ଼ନୀ ଫ୍ଲିଟର କରିପାରି ନଥାଏ ଯାହା ଦ୍ଵାରା ତାହା ଷ୍ଟୋନ ଆକାରରେ ଜମାହୋଇଯାଇଥାଏ।ସେଥିପାଇଁ କିଛି ଏପରି ଜିନିଷ ଅଛି ଯାହାକୁ ଯଦି ଆପଣ ଖାଇବା ବନ୍ଦ କରିବେ ତେବେ ଏହି ସମସ୍ୟା ହିଁ ହେବନାହିଁ।ସେଥିପାଇଁ ଆଜିଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ।ପ୍ରଥମେ ହେଉଛି ସେହି ସବୁ ଜିନିଷ ଖାଆନ୍ତୁ ନାହିଁ ଯେଉଁଥିରେ ପ୍ରଥମ ଆପଣ ସେହି ସବୁ ପନିପରିବା ଖାଇବା ବନ୍ଦ କରିଦିଅନ୍ତୁ ଯେଉଁଥିରେ ମଞ୍ଜି ରହିଥାଏ ଯେପରି, ଭେଣ୍ଡି, ଟମାଟୋ, ପିଜୁଳି, ଚଣା ଇତ୍ୟାଦି।

ଏବେ ଦ୍ୱିତୀୟରେ ଆପଣ କୌଣସିବି ପଶୁପକ୍ଷୀଙ୍କ ମାଂସ ଖାଆନ୍ତୁ ନାହିଁ କାରଣ ଏହା ଷ୍ଟୋନକୁ ଅଧିକ ବଢ଼ାଇଥାଏ।ତେଣୁ କିଡନୀ ଷ୍ଟୋନ ହେବାପରେ ଏହାକୁ ସମ୍ପୂର୍ଣ ବନ୍ଦ କରିଦିଅନ୍ତୁ।ଏହି ଖାଦ୍ୟକୁ ଶରୀର ସହଜରେ ହଜମ କରିପାରିନଥାଏ ଓ ଏହା ସହ ଏଥିରେ ଅଧିକ ପରିମାଣରେ ୟୁରିକ ଏସିଡ ଥାଏ ଯାହା ବହୁତ ଖରାପ ହୋଇଥାଏ।


ତୃତୀୟରେ ଆପଣ ଜାଣିଥିବେ କିଡନୀ ଷ୍ଟୋନରେ ଅଧିକ ପାଣି ପିଇବା ପାଇଁ କୁହାଯାଇଛି କିନ୍ତୁ ମନେ ରଖନ୍ତୁ କୌଣସି ପ୍ରକାର ଥଣ୍ଡା ପିଅନ୍ତୁ ନାହିଁ।ଏହା ସହ ହୋଇପାରିବ ତ ଚାହା, ଓ କଫି ମଧ୍ୟ ପିଅନ୍ତୁ ନାହିଁ।କାରଣ ଏଥିରେ ଅଧିକ ଫସପେରିକ ଏସିଡ ଥାଏ ଯାହା ଷ୍ଟୋନକୁ ଅଧିକ ବଢ଼ାଇଦେଇଥାଏ ତେଣୁ ଏହାକୁ ଜମାବି ସେବନ କରନ୍ତୁ ନାହିଁ।ଚତ୍ରୁର୍ଥରେ ଆପଣ କୌଣସିବି ସୋଡିଅମ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ଏହା ମଧ୍ୟ କିଡନୀ ଷ୍ଟୋନକୁ ବଢାଇବାରେ ସାହାଯ୍ୟ କରିଥାଏ।ଅଧିକ ଫାଷ୍ଟ ଫୁଡ଼ରେ ସୋଡ଼ିଅମର ମାତ୍ରା ଅଧିକ ଥାଏ।ଆୟୋଡିନ ଲୁଣ ମଧ୍ୟ ଖାଆନ୍ତୁ ନାହିଁ।ଲୁଣ ବିନାତ ବଞ୍ଚିହେବନି ତେଣୁ ଅଳ୍ପ ଆବଶ୍ୟକ ଅନୁସାରେ ଖାଆନ୍ତୁ।

ଶେଷରେ ଅଧିକ ‘ଭିଟାମିନ ସି’ ଖାଇବା କିଡନୀ ଷ୍ଟୋନ ପାଇଁ ଏକ ଜହର ଭଳି ହୋଇଥାଏ ଏହାକୁ ଅଧିକ ଖାଇବା ଦ୍ଵାରା ଯାହାକୁ କିଡନୀ ଷ୍ଟୋନ ନଥାଏ ସେମାନଙ୍କୁ ମଧ୍ୟ ହୋଇଯାଇଥାଏ।ତେଣୁ ଅଧିକ ଭିଟାମିନ ସି ଥିବା ଖାଦ୍ୟ ଖାଆନ୍ତୁ ନାହିଁ।ଏହା ଥିଲା ସେହି ୫ ଜିନିଷ ଯାହାକୁ ଆପଣ କିଡନୀ ଷ୍ଟୋନ ସମୟରେ ଖାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *