October 10, 2025

Odia Express

Here, There and Everywhere

ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – କୁକୁଡ଼ା ପ୍ରଥମେ ଆସିଛି ନା ଅଣ୍ଡା ପ୍ରଥମେ  ଆସିଛି ? ଉତ୍ତର ବୁଦ୍ଧିମାନ ଲୋକ ନିଶ୍ଚୟ ଜାଣିଥିବେ..

1 min read

ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୦ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଉତ୍ତର ନିଶ୍ଚୟ ଆପଣାକୁ କିଛି ନୂଆ ଜ୍ଞାନ ଦେବାରେ ସହାୟକ ହେବ | ଆପଣ ଜୀବନରେ ନିଶ୍ଚୟ ସବୁବେଳେ ନୂଆ ନୂଆ ଜ୍ଞାନ ଆହରଣ କରିଥାନ୍ତି |ତେବେ ଆଜି ଆମେ ଆପଣାକୁ ଏଭଳି କିଛି ନୂଆ ପ୍ରଶ୍ନ ଉତ୍ତର ନେଇ ଆସିଚୁ ଓ ଆପଣାକୁ ଏହାର ଉତ୍ତର ଦେବା କୁ ଚେଷ୍ଟା କାରିବ ପାଇଁ ପଡିବ ଓ ନିଜ ମନର କେତେ ବୁଦ୍ଧି ଓ ଆପଣ କେତେ ବୁଢ଼ହିମାନ ତାହା ଆଜି ଆପଣ ନିଜେ ପରୀକ୍ଷା କରି ପାରିବେ

ଏବେ ଆସନ୍ତୁ ଜାଣିବା ଏକ ନମ୍ବର ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ବିଶାକ୍ତ ପଦାର୍ଥକୁ ଆମେ କଣ କହିଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଟକ୍ସିନ।

ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-କେଉଁ ଦେଶରେ ପେଟ୍ରୋଲ ର ଦାମ ଗୋଟେ ଟଙ୍କା ଠାରୁ ଆହୁରି କମ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେନେଜୁଏଲା ଆଉ ଏଠାରେ ଗୋଟେ ଲିଟର ପେଟ୍ରୋଲର ଦାମ ୦.୬୪ ପଇସା ଅଟେ।

ଏବେ ଆସନ୍ତୁ ଜାଣିବା ତିନି ନମ୍ବର ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ମୁଣ୍ଡ କଟିଗଲା ପରେ ଗୋଟେ ମଣିଷ କେତେ ସମୟ ପର୍ଯ୍ୟନ୍ତ ବଞ୍ଚି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରାୟ ୨୦ ସେକେଣ୍ଡ।

ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଭାରତର ବୋଷ୍ଟନ କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅହମ୍ମଦାବାଦ।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-କେଉଁ ଦେଶରେ ଗୋଟେବି ଟ୍ରାଫିକ ସିଗନାଲ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୁଟାନରେ।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଭାରତର ସବୁଠାରୁ ବଡ଼ ଡାକ୍ତରଖାନା କେଉଁ ଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଭାରତୀୟ ସେନାର ନିର୍ମାଣ କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮୪୭ ରେ।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ନୋବେଲ ପୁରଷ୍କାରର ଆରମ୍ଭ କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୦୧ ମସିହାରେ।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଦିଲ୍ଲୀ ଠାରେ ଥିବା ତାଜମହଲର ନିର୍ମାଣ କାର୍ଯ୍ୟ ରେ ମୋଟ କେତେ ସମୟ ଲାଗିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୋଟ ୨୨ ବର୍ଷ।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-କୁକୁଡ଼ା ପ୍ରଥମେ ଆସିଛି ନା ଅଣ୍ଡା ପ୍ରଥମେ  ଆସିଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା,ଵୈଜ୍ଞାନୀକ ମାନଙ୍କ ଦ୍ୱାରା କୁହାଯାଇଛିକି ପ୍ରଥମେ କୁକୁଡ଼ା ଆସିଛି ତାପରେ ଯାଇଁ ଅଣ୍ଡା ଆସିଛି।ଏହାର କାରଣ ହେଲା ଅଣ୍ଡା ତିଆରି ପାଇଁ ଯେଉଁ ପ୍ରକାରର ତତ୍ୱ ଆଵଶ୍ୟକ ହୋଇଥାଏ ତାହା କେବଳ କୁକୁଡାର ଗର୍ଭାଶୟ ରେ ଉପଲବ୍ଧ ଥାଏ।ଆଉ ଏହି କୁକୁଡ଼ା ବିନା କେବେ ଅଣ୍ଡା ହେବା ସମ୍ଭବ ପର ନୁହେଁ।ସେଥିପାଇଁ ବିଜ୍ଞାନ ମତରେ କୁକୁଡ଼ା ଆଜି ଆସିଛି।

Leave a Reply

Your email address will not be published. Required fields are marked *