June 22, 2025

Odia Express

Here, There and Everywhere

୩ଦିନରେ ୧୦୦% ପେଟ ଏବଂ ଅଣ୍ଟାର ଚର୍ବି କମାନ୍ତୁ ଏହି ପତ୍ର ଦ୍ୱାରା କେବଳ ଏହା କରନ୍ତୁ..

1 min read

ଏଥିରେ ଆପଣ ଜାଣିପାରିବେ ଏହି ପତ୍ର ଦ୍ୱାରା ଆପଣ କିପରି ନିଜ ପେଟ ଏବଂ ଅଣ୍ଟାର ଚର୍ବି କମାଇ ପାରିବେ।ଏହା ଏକ ପ୍ରାକୃତିକ ପତ୍ର ଅଟେ ଯାହା ଆପଣଙ୍କୁ କୌଣସି ସାଇଡ ଇଫେକ୍ଟ ଦେଇ ନଥାଏ।ଏହା ବହୁତ ଜଲଦି ମିଳି ଯିବା। ଏହି ପତ୍ର ଆପଣଙ୍କୁ ସବୁଠାରେ ସହଜରେ ମିଳିଯିବ। ଏହାକୁ ଆପଣ ଔଷଧ ପରି ବ୍ୟବହାର କରିପାରିବେ। ଆଜି କାଲିର ଜୀବନ ପେଟ ବଢିବ ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିବାକୁ ମିଳୁଛି। ପେଟ ରୋଗଠୁ ଆରମ୍ଭ କରି ସବୁ ପ୍ରକାର ରୋଗ ହେଉଛି ପେଟରେ ଚର୍ବି ବଢିବ ଯୋଗୁ। ସାରା ଦିନ ବସିବା ଯୋଗୁ ପେଟ ବାହାରି ଆସିଥାଏ।

ବାହାର ଖାଦ୍ୟ , ତେଲ ଜିନିଷ ଖାଇବା ଦ୍ୱାରା ମଧ୍ୟ ପେଟ ବାହାରି ଥାଏ। ଯାହା ବହୁତ ଚିନ୍ତାରେ ପକାଇ ଥାଏ। ବହୁତ ଲୋକ ଏମିତି ଅଛନ୍ତି ହାହାର ପେଟ ବାହାରକୁ ବାହାରି ଆସି ଥାଏ।ବହୁତ ପ୍ରକାର ଔଷଧ ଖାଇଥାନ୍ତି। ବହୁତ ପ୍ରକାରର ଯୋଗ କରିଥାନ୍ତି କିନ୍ତୁ ତାଙ୍କୁ କିଛି ଫାଇଦା ମିଳି ନଥାଏ କିନ୍ତୁ ଆପଣ ଏହାକୁ ଯଦି ବ୍ୟବହାର କରିବେ ଆପଣଙ୍କୁ ବହୁତ ଚିନ୍ତାରୁ ମୁକ୍ତି ହେବେ ।


ଏହାକୁ ବନେଇବାକୁ ଆମକୁ ଯେଉଁ ପତ୍ର ଦରକାର ସିଏ ହଉଛି ବରକୋଳି ପତ୍ର। ଏହି ପତ୍ରରେ ଭିଟାମିନ ଏ , ଏବଂ ଭିଟାମିନ ସି ରହିବ ସହିତ କ୍ୟାଲସିୟମ ଏବଂ ଆମିନୋ ଏସିଡ ରହିଥାଏ। ଏଥିରେ କ୍ୟାନ୍ସର ବିରୋଧୀ ଗୁଣ ହେବ ସହିତ ଆମ ଶରୀରକୁ ମଧ୍ୟ ରକ୍ଷା କରିଥାଏ। ଏହି ପତ୍ର ମଧ୍ୟ ଓଜନ କମେଇବାରେ ସାହାଯ୍ୟ କରିଥାଏ। ବରକୋଳି ପତ୍ରର ବହୁତ ପ୍ରକାରର ଭଲ ଗୁଲ ରହି ଥାଏ ।

ବିଜ୍ଞାନ ଅନୁସାରେ ବରକୋଳି ପତ୍ରର ସେବନ ଦ୍ୱାରା ଫ୍ୟାଟ ସହିତ ମୋଟାପଣ କମିଥାଏ ଏବଂ ଓଜନ ମଧ୍ୟ କମି ଯାଇ ଥାଏ ଚର୍ବି କମାଇଥାଏ। ଏହା ସହିତ ପେଟକୁ ମଧ୍ୟ କମେଇ ଦେଇ ଥାଏ ।

ଏହି ଲୋକଙ୍କୁ ବହୁତ ଫାଇଦା ଦେଇଥାଏ ଯେଉଁ ମାନେ ବାହାର ଜିନିଷ ଅଧିକ ଖାଇଥାନ୍ତି। ଚାଲନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା ।

ଆପଣଙ୍କୁ ୮-୧୦ ବରକୋଳି ପତ୍ର ନେବେ। ପୁରା ଭାରତରେ ଆପଣ ଏହା ପାଇଯିବେ ସହଜରେ ।ଗାଁରେ ରହୁଥିଲେ ଆପଣଙ୍କୁ ଏହା ସହଜରେ ମିଳିଯିବ । ସହରରେ ମଧ୍ୟ ସହଜରେ ମିଳିଯିବ । ୮ରୁ ୧୦ଟି ପତ୍ର ଘରକୁ ନେଇ ଯାଆନ୍ତୁ । ତାପରେ ଗୋଟିଏ ସଫା ବାଟିରେ ଅଧା ଗିଲାସ ପାଣି ନିଅନ୍ତୁ। ଏହି ପତ୍ର କୁ କାଟି ଏଥିରେ ପକାଇ ଦିଅନ୍ତୁ । ୨ ଭାଗ କରି ପକାନ୍ତୁ । ଏହି ଉପାୟ ଆପଣଙ୍କୁ ରାତିରେ ସୋଇଲସ ପୂର୍ବରୁ କରିବାକୁ ପଡିବ କାରଣ ଏହାକୁ ସାରା ରାତି ଭିଜେଇ ରଖିବେ। ଏହିପରି ଚଜୋତା ଖଣ୍ଡ କରି ଭିଜେଇ ରଖି ଦିଅନ୍ତୁ । ପୁରା ରାତି ଏହାକୁ ଭିଜେଇ ରଖନ୍ତୁ । ସକାଳୁ ଏହି ବରକୋଳି ପତ୍ରକୁ କାଢି ଅଲଗା କରି ଦିଅନ୍ତୁ । ଏହି ପାଣିକୁ ଛାଡି ଅଲଗା କରି ଦିଅନ୍ତୁ । ତାପରେ ଏହାକୁ ଖାଲି ପେଟରେ ପିଇ ଦିଅନ୍ତୁ ।ଏହାକୁ ପିଇ ସାରିବା ପରେ ଅଧା ଘଣ୍ଟା ପରେ ଆପଣ ଭଲ ସେ ଭୋଜନ କରନ୍ତୁ ।

ଏହାକୁ ଆପଣ ୩୦ ଦିନ ଯାଏ କରନ୍ତୁ । ରାତିରେ ଭିଜେଇ ରଖନ୍ତୁ ତାପରେ ସକାଳେ ଉଠି ପିଅନ୍ତୁ । ଏହାକୁ ସବୁ ଦିନେ ପିଇବା ଦ୍ୱାରା ପେଟ ଏବଂ ଅଣ୍ଟା କମିବାରେ ଲାଗି ଥାଏ। ଆପଣଙ୍କ ଓଜନ ମଧ୍ୟ କମିଯିବ। ଏହି ପରି ଭାବେ ଏହା ଆମକୁ ସାହାଯ୍ୟ କରିଥାଏ ଚର୍ବି କମାଇବାରେ ।

Leave a Reply

Your email address will not be published. Required fields are marked *