ତିନି ଦିନରେ ଦଶ କିଲୋ ଓଜନ କମାନ୍ତୁ ଏହି ମ୍ୟାଜିକ ପାଉଡର ଦ୍ୱାରା – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..
ଯଦି ଆପଣ ଆପଣଙ୍କର ଦଶ କିଲୋ ଓଜନ କମ କରିବାକୁ ଚାହୁଛନ୍ତି । ତାହେଲେ ମାତ୍ର ତିନି ଦିନ ଦୁଇ ଚାମଚ ପାଣିରେ ମିଶେଇ ପିଅନ୍ତୁ । ତାପରେ ଦେଖନ୍ତୁ ଆପଣଙ୍କ ଓଜନ କିପରି କମୁଛି । ଆପଣଙ୍କୁ ଆପଣଙ୍କ ଚର୍ବିରୁ ରକ୍ଷା ମିଳିଥାଏ । ଆସନ୍ତୁ ଦେଖିବା ଆମେ କିପରି ଓଜନ କମେଇ ପାରିବା ଏହି ଉପାୟରେ । କେଉଁ ଲୋକଙ୍କ ଏହା ଖାଇବାକୁ ପଡିବ ଆସନ୍ତୁ ଜାଣିବା ।ଚାଲନ୍ତୁ ଜାଣିବା ଏହାକୁ ଆମେ ବନେଇବା କେମିତି । ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ ସିନମେନ ପାଉଡର ର ଆବଶ୍ୟକତା ପଡିବ ।ଆପଣଙ୍କୁ ଡାଲଚିନି ପାଉଡର ନେବେ ଏବଂ ୨ଚାମଚ ପାଣିରେ ପକେଇ ଦିଅନ୍ତୁ । ଏହି ପାଣିକୁ ୧୦ମିନିଟ ଯାଏ ଗରମ କରନ୍ତୁ । ଏହା ପରେ ଏହାକୁ ଛାଣିଦେବେ । ଏବଂ ଏହାକୁ ପିଇଦେବେ ।ଆସନ୍ତୁ ଜାଣିବା ଏହାର ବ୍ୟବହାର କେତେବେଳେ କରିବା ।ଏହାକୁ ଆପଣ ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ କରିବାକୁ ପଡିବ । ଏହାକୁ କେବଳ ତିନି ଦିନ ହିଁ ପିଅନ୍ତୁ । ତିନି ଦିନରୁ ଅଧିଜ ଏହାକୁ ପିଅନ୍ତୁ ନାହିଁ ।
ଡାଲଚିନି ଖାଇବା ଦ୍ୱାରା ଆପଣଙ୍କ ପେଟ ଫୁଲ ରହିଥାଏ ଏବଂ ଆପଣଙ୍କୁ କିଛି ଖାଇବାକୁ ଇଛା ହୋଇନଥାଏ । ବାର ବାର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ । ଏବଂ ଭୋକ କରିନଥାଏ । ଏହା ଏକ ପ୍ରାକୃତିକ ପାଚନ ଖାଦ୍ୟ ବୋଲି ଜଣା ଯାଏ । ଡାଲଚିନି ଆପଣଙ୍କ ପେଟ ପାଇଁ ବହୁତ ଭଲ । ପେଟର ସବୁ ସମସ୍ୟା ତଥା ଗ୍ୟାସ ବହୁତ ଜଲଦି ଦୂର ହୋଇଯାଇଥାଏ । ଏହାକୁ ଶକ୍ତିଶାଳୀ ଆଣ୍ଟି ବ୍ୟାକ୍ଟେରିଆଲ ମଧ୍ୟ କୁହାଯାଏ । ଯାହା ଦ୍ୱାରା ପେଟରେ ସବୁ ଜୀବାଣୁ ମରିଯାନ୍ତି । ଏବଂ ଏହା ପେଟ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ । ଡାଲଚିନି ରେ ଚର୍ବିକୁ ଷ୍ଟୋର କରିବାର କ୍ଷମତା ନଥାଏ । ଏହା ଚର୍ବିକୁ କମ କରିଦେଇଥାଏ । ଡାଲଚିନି ଆପଣଙ୍କ ଶରୀରରେ ଏନର୍ଜୀ ବଢ଼ିଥାଏ ।ଏହା ମୁଣ୍ଡର ଶକ୍ତିକୁ ମଧ୍ୟ ବଢ଼ିଥାଏ । ଡିପ୍ରେସନରୁ ମଧ୍ୟ ରକ୍ଷା କରିଥାଏ । ଆପଣ ଯଦି ଏହାକୁ ତିନି ଦିନରୁ ଅଧିକ ବ୍ୟବହାର କରିବେ ତାହେଲେ ଏହା ଆପଣଙ୍କ ଶରୀରକୁ ବହୁତ ଖରାପ କରିଦେବ ।
ଆପଣ ତ ଜାଣିଥିବେ ଡାଲଚିନି ଗରମ ଅଟେ । ଏହାକୁ ଅଧିକ ଖାଇଲେ ଏହାର କୁପ୍ରଭାବ ପଡିଥାଏ । ଗୋଟେ ଦିନ ଛାଡି ଗୋଟେ ଦିନ ବ୍ୟବହାର କରନ୍ତୁ ସପ୍ତାହରେ ତିନି ଦିନ । ଏହାକୁ ବ୍ୟବହାର କଲେ ଦିନକୁ ବହୁତ ପରିମାଣରେ ପାଣି ପିଇବାକୁ ପଡିଥାଏ । ବହୁତ ପାଣି ପିଇଲେ ଯାଇ ଆପଣ ଭଲ ରେଜଲ୍ଟ ପାଇପାରିବେ ।
କେତେକ ଲୋକଙ୍କୁ ମଧ୍ୟ ଏହାକୁ ନେବା ଉଚିତ ନୁହେଁ । ଏହା ଦ୍ୱାରା ଆମର ପୀତ ବଢ଼ିଥାଏ । ଆମ ଶରୀରରେ ତିନିଟି କୋଷ ରହିଛି । ଏହା ଅଧିକ ହୋଇଗଲେ ଆମ ଶରୀରରେ ବହୁତ ରୋଗ ବାହାରିଥାଏ ।ଡାଲଚିନି ଗରମ ହୋଇଥାଏ ଏହା ଦ୍ୱାରା ଆମର ରୋଗ ବଢ଼ିଥାଏ ।
ଏହା ପାଇଁ ଆପଣଙ୍କୁ ବହୁତ ପାଣି ପିଇବା ଆବଶ୍ୟକ । ଆପଣଙ୍କୁ ପୂର୍ବରୁ ଯଦି ପୀତର ସମସ୍ୟା ଅଛି ତାହେଲେ ଆପଣ ଏହାକୁ ପିଅନ୍ତୁ ନାହିଁ । ଯଦି ଆପଣଙ୍କ ଶରୀରରେ ବହୁତ ଅଧିକ ଥକାନ ରହିଥାଏ , ନିଦ କମ ଆସୁଥାଏ , ଶରୀରରେ ଜଳନ ଅଛି , ଗରମ ବହୁତ ଲାଗିଥାଏ ,ଏବଂ ଝାଳ ବହୁତ ବୋହିଥାଏ ତାହେଲେ ଆପଣ ଏହାର ସେବନ କରନ୍ତୁ ନାହିଁ । ରାଗ ଆସୁଥିଲେ , ଏବଂ ମୁହଁ କଳା ପଡିଯାଉଥିଲେ ଏହାର ବ୍ୟବହାର କରନ୍ତୁ ନାହିଁ । ଆପଣ ଏହାର ବ୍ୟବହାର କରି ନିଜର ଓଜନ କମାଇ ପାରିବେ । ଆପଣଙ୍କୁ ବାହାର ଜିନିଷ ଖାଇବା ଉଚିତ ନୁହେଁ । ମିଠା ଏବଂ ଲୁଣ ଆବଶ୍ୟକତା ଅନୁସାରେ ଖାଇବା ଦରକାର ଏବଂ ସକାଳୁ ୨୦ ମିନିଟ ଯୋଗ କରିବା ଦରକାର । ଆପଣ ଆପଣଙ୍କ ଘରେ ଯୋଗ କରନ୍ତୁ ଦେଖିବେ ଆପଣଙ୍କ ଓଜନ ଆସ୍ତେ ଆସ୍ତେ କମିଯିବ । ଏବଂ ଆପଣ ସୁସ୍ଥ ରହିପାରିବେ ।