June 27, 2025

Odia Express

Here, There and Everywhere

ମଜାଦାର ଓଡ଼ିଆ ପଜଲ – ପ୍ରଥମେ ଇଂରାଜୀ ଅକ୍ଷର K ସହ ମହୁମାଛିର ଚିତ୍ର ଓ ଇଂରାଜୀ ଅକ୍ଷର C ଲେଖାହୋଇଛି ତେବେ କୁହନ୍ତୁ ଏଠାରେ ଟିଭି ଧାରାବାହିକର ନାମ କଣ? ବୁଦ୍ଧିମାନ ହେଇଥିଲେ ସଂଗେ ସଂଗେ ଉତ୍ତର ଦେବେ..

1 min read

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କିଛି ଟିଭି ଧାରାବାହିକର ନାମ ପଚାରିବୁ।ଯାହାକି ଆପଣଙ୍କୁ କିଛି ଚିତ୍ରର ପଜଲ ଦେଖି ତା ମଧ୍ୟରୁ ସେହି ଧାରାବାହିକର ନାମ ଭାବି ଏହାର ଉତ୍ତର ଦେବାକୁ ହେବ।ଏହାର ଉତ୍ତର ଯଦି ଆପଣ ଦେଇ ଦେଉଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଜଣେ ବୁଦ୍ଧିମାନ ବ୍ୟକ୍ତି ଏବଂ ଆପଣଙ୍କର ଏଥିରେ କିଛି ବାହ୍ୟ ଜ୍ଞାନ ମଧ୍ୟ ବୃଦ୍ଧି ହେବ।ନିମ୍ନରେ କେତେକ କୌତୁହଳ ପୂର୍ଣ୍ଣ ପଜଲ ଦିଆଯାଇଛି।ଯାହାକୁ ଦେଖି ଆପଣମାନେ ସଠିକ ଧାରାବାହିକର ନାମ ଅନୁମାନ କରିବେ।ଏହା ଅତ୍ୟନ୍ତ ମଜାଦାୟକ ଅଟେ।ଏହା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବା ସହିତ ନିଜ ଜ୍ଞାନର ପରିସରକୁ ବ୍ୟାପକ କରିବାରେ ବିଶେଷ ସହାୟକ ହେବ।

ପ୍ରଥମ ପଜଲ ହେଉଛି:ପ୍ରଥମ ପଜଲରେ ଇଂରାଜୀ ଅକ୍ଷର C ସହିତ ଆଖିର ଚିତ୍ର ଓ ଇଂରାଜୀ ଅକ୍ଷର D ଲେଖାହୋଇଛି। ତେବେ ଏହି ଧାରାବାହିକର ନାମ କଣ?

ଉତ୍ତର:ଏହି ଚିତ୍ର ପଜଲରେ ଯେଉଁ ଧାରାବାହିକର ନାମ ଲେଖାଅଛି ତାହା ହେଉଛି ‘ସିଆଇଡି’।କାରଣ ଆଖିକୁ ଇଂରାଜୀରେ ଆଇ କୁହନ୍ତି।ତେଣୁ ପ୍ରଥମ ଅକ୍ଷର C ଶେଷ ଅକ୍ଷର D ଓ ମଝିରେ ଆଇ।

ଦ୍ୱିତୀୟ ପଜଲ ହେଉଛି:ଦ୍ୱିତୀୟ ପଜଲରେ ଗୋଟିଏ ସାପ ସହ ୩ଲେଖା ହୋଇଛି।ତେବେ ଧାରାବାହିକର ନାମ କଣ?

ଉତ୍ତର:ଏହି ଚିତ୍ର ପଜଲରେ ଯେଉଁ ଧାରାବାହିକର ନାମ ଲେଖାଅଛି ତାହା ହେଉଛି ‘ନାଗିନ ୩’।କାରଣ ସାପକୁ ନାଗିନ ମଧ୍ୟ କୁହାଯାଏ।

ତୃତୀୟ ପଜଲ ହେଉଛି:ଏଥିରେ ଭାରତର ଜାତୀୟ ପତାକା ସହ ଆଖି ଓ କଣ୍ଢେଇର ଚିତ୍ର ଦିଆଯାଇଛି।ଏହାର ନାମ କଣ?

ଉତ୍ତର:ଏହାର ସଠିକ ଉତ୍ତର ହେଉଛି ‘ଇଣ୍ଡିଆନ ଆଇଡ଼ଲ’।

ଉତ୍ତର:ଏହି ଚିତ୍ର ପଜଲରେ ଯେଉଁ ଧାରାବାହିକର ନାମ ଲେଖାଅଛି ତାହା ହେଉଛି ‘ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ’।କାରଣ ପ୍ରଥମେ ନାଚୁଥିବା ଝିଅ ପରେ ଭାରତର ପତାକାର ଚିହ୍ନ ଓ ପୁଣି ନାଚୁଥିବା ପୁଅର ଚିତ୍ର ଥିଲା।

ଚତୁର୍ଥ ପଜଲ ହେଉଛି:ଚତୁର୍ଥ ପଜଲରେ ଗୋଟିଏ ହସୁଥିବା ଇମୋଜିର ଚିତ୍ର ସହ ରାତିର ଚିତ୍ର ଓ ହାତ ମିଳାଇବାର ଚିତ୍ର ଏବଂ ତାସହିତ ଏକ କପ ଓ ପରେ ଗୋଟିଏ ଦେହ ଅସୁସ୍ଥ ଥିବାର ଇମୋଜିର ଚିତ୍ର ଦିଆଯାଇଛି।ତେବେ ଧାରାବାହିକର ନାମ କଣ?

ଉତ୍ତର:ଏହି ଚିତ୍ର ପଜଲରେ ଯେଉଁ ଧାରାବାହିକର ନାମ ଲେଖାଅଛି ତାହା ହେଉଛି ‘କମେଡି ନାଇଟ ୱଇଥ କପିଲ’।କାରଣ ପ୍ରଥମ ଚିତ୍ର ହସିବାର ଥିବା ଯାହା କମେଡିକୁ ବୁଝାଉଛି, ରାତିର ଚିତ୍ର ମାନେ ନାଇଟ, ହାତ ମିଳାଇବା ମାନେ ଇଂରାଜୀରେ ୱଇଥ,କପ ଓ ପରେ ଦେହ ଅସୁସ୍ଥ ହେଲେ ଔଷଧ ନିଅନ୍ତି ଏହାକୁ ଇଂରାଜୀରେ ପିଲ କୁହନ୍ତି।

ପଞ୍ଚମ ପଜଲ ହେଉଛି:ପଞ୍ଚମ ପଜଲରେ ପ୍ରଥମେ ଇଂରାଜୀ ଅକ୍ଷର K ସହ ମହୁମାଛିର ଚିତ୍ର ଓ ଇଂରାଜୀ ଅକ୍ଷର C ଲେଖାହୋଇଛି।ତେବେ ଏହି ଧାରାବାହିକର ନାମ କଣ?

ଉତ୍ତର:ଏହି ଚିତ୍ର ପଜଲରେ ଯେଉଁ ଧାରାବାହିକର ନାମ ଲେଖାଅଛି ତାହା ହେଉଛି ‘କେବିସି-କୌନ ବନେଗା କରୋଡ଼ପତି’।କାରଣ ପ୍ରଥମ ଅକ୍ଷର K ଓ ଶେଷ ଅକ୍ଷର C ମଝିରେ ମହୁମାଛି ଯାହାକୁ ଇଂରାଜୀରେ ‘ବି’ ବୋଲି କୁହାଯାଏ।

ଷଷ୍ଠ ପଜଲ ହେଉଛି:ଏହି ପଜଲରେ ପ୍ରଥମେ ଆଇସକ୍ରିମର ଚିତ୍ର ସହ ପୁଅର ମୁହଁ ଓ ରେଡ଼ିଓର ଚିତ୍ର ଦିଆଯାଇଛି।ତେବେ ଏହି ଧାରାବାହିକର ନାମ କଣ?

ଉତ୍ତର:ଏହାର ସଠିକ ଉତ୍ତର ହେଉଛି ‘କୁଲଫି କୁମାର ବାଜେୱାଲା’।

ସପ୍ତମ ପଜଲ ହେଉଛି:ଏଥିରେ ପ୍ରଥମେ କୁକୁମର ଚିତ୍ର ସହ ଦୌଡ଼ିବାର ଚିତ୍ର ଓ ‘ୟା’ ଲେଖାହୋଇଛି।ତେବେ ଏହାର ଉତ୍ତର କଣ?

ଉତ୍ତର:ଏହାର ଉତ୍ତର ହେଉଛି ‘କୁମକୁମ ଭାଗ୍ୟ’।

Leave a Reply

Your email address will not be published. Required fields are marked *