June 21, 2025

Odia Express

Here, There and Everywhere

ଆଜିର ସବୁଠୁ ନୂଆ ମଜାଦାର୍ ଜୋକ୍ସ : ଏକ ସୁନ୍ଦର ଝିଅ ଡାକ୍ତର ପାଖକୁ ଗଲା କହିଲା ଡାକ୍ତର ସାର୍, ମୋର ଓଠ ବହୁତ ଖରାପ ଅଛି,ଡାକ୍ତର- ପ୍ଲାଷ୍ଟିକ୍ ସର୍ଜରୀ କରିଦିଅ ତାପରେ ଝିଅ ଯାହା କହିଲା ହସି ହସି ବେଦମ ନହେଇଜିବେ..

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାୟକ ଅଟେ । ଏହି କଥା ଆମେ ସମସ୍ତେ ଶୁଣିଥାଉ କି ହସିବାର କେହି ବି ମଉକା ଛାଡିବା ଉଚିତ୍ ନୁହେଁ , ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦା ତ ହୋଇଥାଏ ତାହା ସହ ଆପଣଙ୍କ ସବୁ ଚିନ୍ତା ଦୁର କରିଦେଇଥାଏ , ଫିଲ୍ମ କଲ୍ ହୋ ନା ହୋ ରେ ଏହି ଲାଇନ୍ ନିଶ୍ଚିତ ଶୁଣିଥିବେ , ହଂସୋ ମୁସକୁରାଓ କ୍ୟା ପତ୍ତା କଲ୍ ହୋ ନା ହୋ ଆମେ ଏଥିରେ ବିଲକୁଲ୍ ଫିଟ୍ ବସୁଛେ , ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରହିକରି ବିତାଇବାକୁ ହେବ , ଦିନେ ନା ଦିନେ ସମସ୍ତଙ୍କୁ ମରିବାର ଅଛି, ଏବେ ପ୍ରଶ୍ନ ଆସେ କି କେମିତି ଖୁସିରେ ରହିବେ , ଯଦି ଆପଣ ଖୁସି ରହିବାର ସନ୍ଦାନରେ ଅଛନ୍ତି ତେବେ ଆମେ ଆଜି ଏହି ପୋଷ୍ଟରେ ଇଣ୍ଟରନେଟ୍ ରେ ଭାଇରାଲ୍ ହେଉଥିବା କିଛି ମଜାଦାର୍ ଜୋକ୍ସ୍ ନେଇକରି ଆସିଛୁ ଯାହାକୁ ପଢିବାଅରେ ଆପଣାଙ୍କ ହସ ଅଟକିବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ମୋର ଜଣେ ପଡୋଶୀ ଅଛନ୍ତି ଯାହାଙ୍କ ନାଁ ଭଗବାନ ଓ ତାଙ୍କ ଝିଅଙ୍କ ନାଁ ଭକ୍ତି , ମା କହନ୍ତି କି ପୁଅ ଭଗବାନଙ୍କ ଭକ୍ତିରେ ମନ ଲଗାଅ , ଏବେ ମାଙ୍କୁ କିପରି ବୁଝାଇବି ଭକ୍ତିରେ ତ ମନ ଲଗାଇଛି, ଭଗବାନ ମାନୁନାହାନ୍ତି ।

୨) ସାନ୍ତା- ଏହା କେଉଁ ଜିନିଷର କ୍ଷେତ ଅଟେ ? ଚାଷୀ- ଏହା କପାସ୍ କ୍ଷେତ ଅଟେ । ଯେଉଁଥିରେ କପଡା ତିଆରି କରାଯାଏ , ସାନ୍ତା- ଏଥିରେ ପଜାମା ବାଲା ଗଛ କେଉଁଟା ଅଟେ, ଚାଷୀ-ବେହୋସ୍ ।

୩) ସାନ୍ତା-ଇଣ୍ଟରଭ୍ୟୁ ଦେବାକୁ ଯାଏ , ଇଣ୍ଟରଭ୍ୟୁଅର୍- ଆପଣଙ୍କ ପାଖରେ କେତେ ବର୍ଷର ଅନୁଭବ ଅଛି, ସାନ୍ତା- ସାର୍ କ୍ଷମା କରିବେ ବହୁତ ବର୍ଷରୁ ଟ୍ରାଇ କରିନି, କିନ୍ତୁ ୩ ଟି ଶାଳୀର ଅନୁଭବ ଅଛି ।

୪) ପୁଅ- ତୁମେ ଝିଅମାନେ ଲଭ୍ ମ୍ୟାରେଜ୍ ରେ ଏତେ ଜୋର୍ କଣପାଈଁ ଦେଉଛ ? ଝିଅ- ଅଜଣା ନମୁନା ମିଳିବା ଅପେକ୍ଷା ଜଣା ପରିଚିତ ଜୋକର୍ ମିଳିଯାଉ ।

୫) ସାନ୍ତା- ଯିଏ ମୋର ଇଚ୍ଛା ପୁରା କରିବ ତାକୁ ମୁଁ ୧ ଲକ୍ଷ ଟଙ୍କା ଦେବି । ବାନ୍ତା- କହ ତୋର କଣ ଅଛି ତୋର ଇଚ୍ଛା। ସାନ୍ତା- ମୋତେ ୨ ଲକ୍ଷ ଟଙ୍କା ଦରକାର ।

୬) ହୋଲି ସମୟରେ ପପୁ ନିଜ ପଡୋଶୀ କୁ ରଙ୍ଗ ଲଗାଉଥିଲା , ପପୁ- କୁହ ଭାଉଜ କେଉଁ ରଙ୍ଗ ଲଗାଇବି ? ନିଳ, ହଳଦିଆ ନା ଗୋଲାପି କିମ୍ବା ସବୁଜ, ଭାଉଜ- ଦେଖ ପପୁ କେଉଁ ବି ରଙ୍ଗ ଲଗାଇଦିଅ, କିନ୍ତୁ ମୋତେ ମୁହଁ କଳା ନ ହେଉ ।

୭) ଖାଲି ଏତିକି କହିଥିଲି ମୁଁ କି ତୋର ପ୍ରେମରେ ବର୍ଷରୁ ଶୋଷିଲା ଅଛି ମୁଁ ସନମ୍ ଓ ସେ ପାଣିର ପାଇପ୍ ମୁହଁରେ ପକାଇ ମୋଟର୍ ଲଗାଇଦେଲା ।

୮) ଝିଅ- ବାଦଲ ଗରଜିଲେ ତୋର କଥା ମନେ ପଡେ , ଶ୍ରାବଣ ଆସିଲେ ତୋର କଥା ମନପଡେ, ବର୍ଷାର ବୁନ୍ଦାରେ ତୋର କଥା ମନେ ପଡେ , ପୁଅ- ଜଣାଅଛି ଜଣାଅଛି ତୋର ଛଡା ମୋର ପାଖରେ ଅଛି, ଜଲଦି ଫେରାଇଦେବି ।

୯) ସ୍ୱାମୀ-ଦିନ ସାରା ଶୋଇରହୁଛ , ସ୍ତ୍ରୀ- ତୋ କଣ ଆରାମ କରିବି ନି ନା କଣ? ସ୍ୱାମୀ- ଚାହା ବନାଇଦିଅ ଜଲଦି , ସ୍ତ୍ରୀ- ନିଜେ ବନାଇଦିଅ। ସ୍ୱାମୀ- ମୋ ମୁଣ୍ତ ବିନ୍ଧୁଛି, ସ୍ତ୍ରୀ- ହଁ ତ ମୋର ବି ବେକ ଦରଜ ହେଉଛି । ସ୍ୱାମୀ- ଠିଅ ଅଛି ଏଠିକି ଆସ, ତୁମେ ମୋର ମୁଣ୍ତ ଦବାଇଦିଅ, ମୁଁ ତୁମର ବେକକୁ ଚିପିଦେଉଛି ।

୧୦) ଝିଅର ବିଦାୟୀ ବେଳେ ବାପା ନିଜ ଜ୍ୱାଇଁକୁ କହିଲା ପୁଅ ତୁମର ହ୍ୱାର୍ଟସ୍ ଆପ୍ ମେସେଜ୍ ମିଳିଥିଲା ତୁମର ଡିମାଣ୍ତ ବଡ ଅଜବ ଅଟେ, ଏବେ ଆମେ ତୁମେ ଇଚ୍ଛା ପୁରା କରିଦେଲୁ, ନିଅନ୍ତୁ, ଆପଣଙ୍କ ପସନ୍ଦରେ ଲାଲ୍ କଲରର ଚାରୋଟି ଚଡି, ଜ୍ୱାଇଁ ମନେ ମନେ କହୁଥିଲା,  ଶଳା ଏଇ Auto correction ଯୋଗୁଁ ମୁଁ ଆଜି ହଇରାଣ ହେଲି, ମୁଁ ତ ଲେଖିଥିଲି-Ford Endeavour in Red color ର ଡିମାଣ୍ତ୍ କରିଥିଲି ।

୧୧) ସ୍ୱାମୀ ଘରୁ ବାହାରିବାବେଳେ ସ୍ତ୍ରୀ କହିଲା , ଭଗବାନଙ୍କୁ ହାତ ଯୋଡିକରି ଘରୁ ବାହାର ସବୁ କାମ ଭଲ ହେବ,  ସ୍ୱାମୀ-ମୁଁ ମାନେ ନାହିଁ , ବିବାହ ଦିନ ହାତ ଯୋଡିକରି ଘରୁ ବାହାରିଥିଲି,

୧୨) ଦୁନିଆଁରେ ସବୁଠାରୁ ଆରାମ କାମ, ଦୁନିଆଁର ସବୁଠାରୁ ଆରାମ କାମ ସେହି ଲୋକର ହୋଇଥାଏ ଯିଏ କାଠଗଡାରେ ଠିଆ ହୋଇ ସାକ୍ଷୀଦିଏ ମୁଁ ଯାହା କହିବି ସତ କହିବି କହିବାପାଇଁ ଗୀତା ବହି ହାତରେ ଦେଇଥାଏ ।

୧୩) ଏକ ସୁନ୍ଦର ଝିଅ ଡାକ୍ତରଙ୍କ ପାଖକୁ ଗଲା ଡାକ୍ତର୍ ସାର୍- ମୋର ଓଠ ବହୁତ ଖରାପ ଅଟେ, ଡାକ୍ତର- ପ୍ଲାଷ୍ଟିକ୍ ସର୍ଜରୀ କରିଦିଅ, ଝିଅ- କେତେ ପଇସା ଲାଗିବ,  ଡାକ୍ତର- ୬ ଲକ୍ଷ ଟଙ୍କା, ଝିଅ- ଯଦି ପ୍ଲାଷ୍ଟିକ୍ ନିଜେ ଖୋଜିନେବି ତ ଫେବିକଲ୍ ବି ନେଇକରି ଆସିବ, ଫ୍ରୀରେ ଲଗାଇଦେବି

Leave a Reply

Your email address will not be published. Required fields are marked *