ଜାଣନ୍ତୁ ଗୁରୁବାରର ମହତ୍ତ୍ୱ ଓ ଏହି ଦିନ କଣ କରିବାକୁ ହେବ ଶୁଭ ଓ ଅଶୁଭ – ସବୁ ପୁରୁଷ ଓ ମହିଳା ଏହି କଥା ଜାଣିରଖନ୍ତୁ..
ଗୁରୁବାର ଲକ୍ଷ୍ମୀ ନାରାୟଣଙ୍କ ଦିନ ହୋଇଥାଏ, ଏହି ଦିନ ଲକ୍ଷ୍ମୀ ଓ ନାରାୟଣ ଏକା ସହ ପୁଜା ଜୀବନରେ ଖୁସି ଓ ଅପାର ବୃଦ୍ଧି କରାଇବା ବାଲା ହୋଇଥାଏ, ଏହି ଦିନ ଲକ୍ଷ୍ମୀ ଓ ନାରାୟଣ ଙ୍କ ଏକା ସାଙ୍ଗରେ ପୁଜା କରିଲେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୁରତା ରହେ ନାହିଁ, ତାହା ସହ ଧନର ବୃଦ୍ଧି ହୁଏ , ଗୁରୁବାର ଦିନ ଧର୍ମର ଦିନ ହୋଇଥାଏ, ଓ ବ୍ରହ୍ମାଣ୍ତରେ ସ୍ଥିତ ନଅଟି ଗ୍ରହରୁ ଗୁରୁ ଓଜନରେ ସବୁଠାରୁ ଭାରି ହୋଇଥାଏ, ଗୁରୁ ଧର୍ମ ଓ ଶିକ୍ଷାର କାରକ ଗ୍ରହ ଅଟେ, ଗୁରୁ ଗ୍ରହକୁ ଦୁର୍ବଳ କରୁଥିବାରୁ ଶିକ୍ଷାରେ ଅସଫଳତା ମିଳିଥାଏ, ତାହା ସହ ଧାର୍ମିକ କାର୍ଯ୍ୟରେ ମନ କମ୍ ଲାଗିଥାଏ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ରାତିର ଯେଉଁ ସମୟ ହୋଇଥାଏ ତାହା ଇନ୍ଦ୍ର ସ୍ତ୍ରୀ ରତିଙ୍କୁ ସମର୍ପିତ ହୋଇଥାଏ , ଓ ରତି ଙ୍କ ଉଦମନ୍ ରତି ଶବ୍ଦ ରୁ ହୋଇଛି, ଏହି ଚରାଚର ଜଗତରେ ଦେବୀ ମହାଲକ୍ଷ୍ମୀ ରାତିଙ୍କୁ ଦେବୀ କୁହାଯାଇଛି, ଏଥିପାଇଁ ଯଦି ଗୁରୁବାର ରାତିରେ କିଛି କାମ କରାଯାଏ , ତେବେ ସେହି କାର୍ଯ୍ୟରୁ କରିଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାଆନ୍ତି, ଓ ଘରେ ଦୁଃଖ ଓ ଦାରିଦ୍ରତା ଉତ୍ପନ୍ନ ହୋଇଥାଏ, ଏଥିପାଇଁ ଗୁରୁବାର ରାତିରେ କୁହାଯାଇଥିବା କାର୍ଯ୍ୟକୁ ଭୁଲରେ କରିବା ଉଚିତ୍ ନୁହେଁ ।
୧) ଯଦି ଆପଣ ବିବାହିତ ଅଟନ୍ତି, ତେବେ ଗୁରୁବାର ରାତିରେ ଭୁଲରେ ବି ନିଜ ଜୀବନସାଥୀଙ୍କ ସହ ଝଗଡା କରନ୍ତୁ ନାହିଁ ।
୨) ଗୁରୁବାର ଦିନ ରାତିରେ ଶୋଇବା ପୁର୍ବରୁ ନିଜ ବାଳକୁ ଖୋଲା ଛାଡନ୍ତୁ ନାହିଁ< ଏହାକୁ ଭଲରେ ବାନ୍ଧି ଶୁଅନ୍ତୁ, କାରଣ ଗୁରୁବାର ରାତିରେ ବାଳକୁ ଖୋଲିକରି ଶୋଇଲେ ଲକ୍ଷ୍ମୀ ମା କ୍ରୋଧିତ ହୁଅନ୍ତି ।
୩) ଗୁରୁବାର ଦିନ ମହିଳାଙ୍କୁ ନିଜ ବାଳ ଧୋଇବା ଉଚିତ୍ ନୁହେଁ, କାରଣ ମହିଲାଙ୍କଜନ୍ମ କୁଣ୍ତଳୀରେ ବୃହସ୍ପତି ସ୍ୱାମୀ କାରକ ହୋଇଥାନ୍ତି, ତାହା ସହ ବୃହସ୍ପତି ସନ୍ତାନ କାରକ ହୋଇଥାନ୍ତି, ଏହି ପ୍ରକାରର ଏକେଲା ବୃହସ୍ପତି ଗ୍ରହ ସନ୍ତାନ ଓ ସ୍ୱାମୀ ଦୁହେଁ ଜୀବନ କୁ ପ୍ରଭାବିତ କରିଥାନ୍ତି ।
୪) ଗୁରୁବାରକୁ ନଖ କାଟିବା ଓ ସେଭିଙ୍ଗ୍ କରିବା ଗୁରୁଗ୍ରହକୁ ଦୁର୍ବଳ କରିଥାଏ, ଏହା ଦ୍ୱାରା ଆୟୁ କମ୍ ହୁଏ ,
୫) ଗୁରୁବାର ରାତିରେ କେବେ ଚାବିର ପେନ୍ଥାକୁ ହଲାନ୍ତୁ ନାହିଁ ।
୬) ଗୁରୁବାର ରାତିରେ ଭୋଜନରେ ଭୁଲରେ ଭାତ ଖାଆନ୍ତୁ ନାହିଁ, ନାହିଁ କ୍ଷୀର ପିଅନ୍ତୁ