June 27, 2025

Odia Express

Here, There and Everywhere

ଶନିବାର ଦିନ ଯଦି ଦେଖାଯାଏ ଏହି ୩ ଟି ଜିନିଷ ତେବେ ବୁଝିଯିବେ କି ଚମକିବାକୁ ଯାଉଛି ଆପଣଙ୍କ ଭାଗ୍ୟ

1 min read

ସାଧାରଣତଃ ଲୋକେ ଶନିଦେବଙ୍କ ଠାରୁ ଭୟଭୀତ ରୁହନ୍ତି, ତାଙ୍କୁ ନେଇକରି ମନରେ ବହୁତ ଭ୍ରମ ଥାଏ, କିନ୍ତୁ ଏମିତି ନୁହେଁ କି ଆମେ ସବୁବେଳେ କିଛି ଭୁଲ୍ କାମ କରୁ, ଶନିଦେବଙ୍କ କୃପା ଯେବେ ମିଳେ ତେବେ ସେ ସାମ୍ନା ବାଲା ବ୍ୟକ୍ତିକୁ ସଙ୍କେତ ଦେଇଥାନ୍ତି, ଯାହାକୁ ଆମେ ବୁଝିପାରିନଥାଉ, ଶନିବାର ଦିନ ଯଦି ସକାଳୁ ଏହା ନଜର ଆସିଯାଏ ତେବେ ବୁଝିଯିବେ କି ଶନିଙ୍କ କୃପା ଆପଣଙ୍କ ଉପରେ ବର୍ଷିବାର ଅଛି ।

ଭିକାରୀ- ଯଦି ଶନିବାର ଦିନ ସକାଳୁ କେଉଁ ଭିକାରୀ ଯିଏକି ନିର୍ଧନ ହୋଇଥିବ, ଓ ଆପଣଙ୍କ ଘର ସାମ୍ନାକୁ ଆସେ ତେବେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ,  କିନ୍ତୁ ଯଦି ଭୁଲ୍ ବଶତଃ ତାକୁ କିଛି ନଦେଇ ଛାଡିଦେଲେ ତେବେ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡିପାରେ ।

ସଫେଇ କର୍ମଚାରୀ- ଶନିବାର ସକାଳ ସମୟରେ ଯଦି କେଉଁ ଝାଡୁଦାର୍ ଲୋକ ଦେଖାଯାଏ ଯିଏକି ଝାଡୁ ଲଗାଉଥିବାର ଦେଖାଯାଏ ,ତେବେ ବହୁତ ଶୁଭ ସଙ୍କେତ ହୋଇଥାଏ, ସେହି ସମୟରେ ତାକୁ କିଛି କପଡା କିମ୍ବା ଟଙ୍କା ଦେଇଦିଅନ୍ତୁ, ଏହା ଏହି କଥାର ସଙ୍କେତ୍ ହୋଇଥାଏ କି ଯେଉଁ କାମରେ ଆପଣ ବାହାରଛନ୍ତି ତାହା ନିଶ୍ଚିତ ସଫଳ ହେବ ।

କଳା କୁକୁର- କଳା କୁକୁରକୁ ଶନିଦେବ ବହୁତ୍ ପସନ୍ଦ କରନ୍ତି, ଶନିବାର ଦିନ ଘରୁ ବାହାରିବା ସମୟରେଯଦି କେଉଁ କଳା କୁକୁର ଦେଖିଲେ ତେବେ ବୁଝିଯିବେ କି ଆପଣଙ୍କ କାମ ସିଦ୍ଧ ହେବାର ଅଛି , କଳା କୁକୁରକୁ ଘିଅରେ ତିଆରି ରୁଟି ଖୁଆନ୍ତୁ, ଏହା ଦ୍ୱାରା ଆପଣଙ୍କୁ ମନୋବାଞ୍ଚିତ କାମରେ ସଫଳତା ମିଳିପାରିବ

Leave a Reply

Your email address will not be published. Required fields are marked *