November 22, 2024

Odia Express

Here, There and Everywhere

ପୁରୁଣାରୁ ପୁରୁଣା ପେଟ ଯନ୍ତ୍ରଣା ଗୋଟେ ମିନିଟରେ ମୂଳରୁ ଶେଷ ହୋଇଯାଏ – ଜୀବନରେ ଆଉ କେଇବେ ହେବ ନାହିଁ ପେଟ ଯନ୍ତ୍ରଣା..

1 min read

ଏମରସନ ଯଥାର୍ଥରେ କହିଛନ୍ତି “health is wealth”।ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

ତେଣୁ ଆମେମାନେ ଆୟୁର୍ବେଦିକ ଅନୁସାରେ ନିଜର ସ୍ୱାସ୍ଥ୍ୟକୁ ପରିଚାଳିତ କଲେ ଏକ ନିରାମୟ ଜୀବନ ଅତିବାହିତ କରିପାରିବା।ଏହା ବୈଦିକ ଯୁଗରୁ ଯଥାର୍ଥ ବୋଲି ପ୍ରତିପାଦିତ ତଥା ପ୍ରମାଣିତ ହୋଇଛି।ସେହିପରି ଜୁଆଣି ଏକ ଅବ୍ୟର୍ଥ ଔଷଧ ରୂପେ ପୁରାତନ କାଳରୁ ବ୍ୟବହାର ହୋଇଆସିଛି।ପେଟର ଯନ୍ତ୍ରଣା ଇତ୍ୟାଦି କ୍ଷେତ୍ରରେ ଜୁଆଣିର ବ୍ୟବହାର ଯଥେଷ୍ଟ ଉପଶମ ପ୍ରଦାନ କରିଥାଏ।ତେଣୁ ବୈଦିକ ବା ପୁରାତନ ଯୁଗରେ ଜୁଆଣି କିପରି ପ୍ରସ୍ତୁତ ହେଉଥିଲା ସେ ବିଷୟରେ ଆମେ ବର୍ତ୍ତମାନ ଜାଣିବା।ଯାହାକି ଶରୀର ପ୍ରତି ବହୁତ ଉପକାରୀ ହୋଇଥାଏ।

ପ୍ରଥମେ ଜୁଆଣିକୁ ପାଣିରେ ଭଲ ଭାବରେ ଧୋଇ ଶୁଖାଇ ଦେବ।ଓ ତାପରେ ଏହାକୁ ଫଟାଇକି ଭଲ ଭାବରେ ପାଛୋଡ଼ିବ।ଫଳରେ ଏଥିରେ ଥିବା ଅଦରକାରୀ ଜିନିଷ ବହାରିଯିବ ଓ ଏହା ପରିଷ୍କାର ହୋଇଯିବ।ତାପରେ ଏଥିରେ ଦୁଇଟି ଲେମ୍ବୁକୁ ଭଲ ଭାବରେ ଚିପୁଡ଼ିଦେଵ।ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ମିଶଇଦେଵ।ଓ ଏହାକୁ ଏକ ଘଣ୍ଟା ପଙ୍ଖା ତଳେ ଶୁଖାଇଦେବ।କାରଣ ଖରାରେ ଶୁଖାଇବା ଦ୍ୱାରା ଏଥିରୁ ସମସ୍ତ ବାସ୍ନା ଚାଲିଯିବ।ବର୍ତ୍ତମାନ ଜୁଆଣି ପ୍ରସ୍ତୁତ ହେଲା।ଯାହାକି ଟିକେ ଖଟା ଓ ଲୁଣିଆ ଲାଗିବ ଓ ଏଥିରେ ଥିବା କସା ଅଂଶ ସମ୍ପୂର୍ଣ୍ଣ ଚାଲିଯିବ।ଯାହାକି ପେଟ ପାଇଁ ଉତ୍ତମ ଅଟେ ଓ ଏହା ଛୋଟ ପେଟ ବେମାରିରୁ ଉପଶମ ଦେଇଥାଏ।

ତାପରେ ପୁଣି ଏଥିରେ କିଛି କଳାଲୁଣ ଠିକ ଭାବରେ ମିଶାଇବା ଓ ଆଉ ଏକ ଳେମ୍ବୁ ଭଲ ଭାବରେ ମିଶାଇକି ଶୁଖାଇବା।ଏଥିରେ ଆମେ ଳେମ୍ବୁ ଓ ଲୁଣର ପରିମାଣ ଅଧିକ ଦେବା।କାରଣ ଏହା ପେଟର ଗ୍ୟାସ ରୋଗ ପାଇଁ ବହୁତ ଉପକାରୀ ଅଟେ।ଏହା ସମ୍ପୂର୍ଣ୍ଣ ଶୁଖିଗଲେ ଏହାକୁ ଏକ ପାତ୍ରରେ ରଖିବା।ଆପଣ ଚାହିଁଲେ ଏଥିରେ ଆଉ ଅଧିକ ଳେମ୍ବୁ ମିଶାଇ ପାରିବେ।ଓ ଭଲ ଭାବରେ ଶୁଖାଇଦେବ।ଯେମିତିକି ଜୁଆଣି ଠିକ ଭାବରେ ଲେମ୍ବୁ ଓ ଲୁଣକୁ ଶୋସି ନେବ।ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆମ ଇଛା ମୁତାବକ ଜୁଆଣି।

ଏହା ଶରୀର ପାଇଁ ବହୁତ ହିତକାରୀ ଅଟେ ଓ ସମସ୍ତ ପେଟ ରୋଗରୁ ମୁକ୍ତି ଦେଇଥାଏ।ଏହା ଏକ ପାଚନ ଔଷଧ ଭାବେ କାର୍ଯ୍ୟ କରିଥାଏ।ଓ ହଜମ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ।ଏହାକୁ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଖାଇ ପାରିବେ।ଓ ଏହାକୁ ସେବନ କରିବା ଦ୍ୱାରା ହଜମ କ୍ରିୟାରେ କୌଣସି ବାଧା ଉପୁଜେ ନାହିଁ।ଓ ଆମ ପାଚନ ତନ୍ତ୍ର ସୁସ୍ଥ ରୁହେ।

ଅଶାକରୁଛୁ ଉପରୋକ୍ତ ଉପଚାର ଆପଣଙ୍କୁ ବହୁତ ସାହାଯ୍ୟ କରିବା ସହିତ ଆପଣଙ୍କ ପାଇଁ ବହୁତ ଉପକାରୀ ହେବ।ଓ ପେଟରୋଗ ଜନିତ ସମସ୍ତ ସମସ୍ୟା ଆପଣଙ୍କର ଦୁରୀଭୂତ ହେବ।ଓ ଆପଣ ସବୁବେଳେ ସୁସ୍ଥ ଅନୁଭବ କରିବେ।ବୈଦିକ ଯୁଗରୁ ପ୍ରତିପାଦିତ ଏହା ଏକ ପ୍ରଭାବଶାଳୀ ଉପଚାର ଅଟେ ଓ ଏହା ସମ୍ପୂର୍ଣ୍ଣ ବିଶୁଦ୍ଧ ଓ ଯନ୍ତ୍ରଣା ଲାଘବକାରୀ ଅଟେ।ତେଣୁ ଆପଣ ଏହାର ସଠିକ ଅବଲମ୍ବନ ଦ୍ଵାରା ବିଶେଷ ଉପକୃତ ହୋଇପାରିବେ ଓ ଏକ ନିରାମୟ ଜୀବନ ପାଇପାରିବେ।

Leave a Reply

Your email address will not be published. Required fields are marked *