ଆଜିର ମଜାଦାର ହସକଥା – ଜଣେ ବ୍ୟକ୍ତି ଘରର ପୁରୁଣା କାଗଜପତ୍ରକୁ ଦେଖୁଥିଲେ, ସେତେବେଳେ ତାଙ୍କ ହାତରେ ସ୍ତ୍ରୀଙ୍କ ଅଷ୍ଟମ ଶ୍ରେଣୀ ରିପୋର୍ଟ ମିଳିଲା ଓ ତାପରେ ଯାହା କହିଲେ ହସି ହସି ବେଦମ ହେବେ ଆପଣ..
1 min readଆଜିର ଏହି ସମୟରେ, କାହାକୁ ହସାଇବା ସବୁଠାରୁ କଷ୍ଟକର ବୋଲି ଜଣାଯାଏ | କାହାକୁ ଆଘାତ କରିବା ସହଜ, କିନ୍ତୁ ସୁଖ ଦେବା କଷ୍ଟକର | ସୋସିଆଲ ମିଡିଆରେ ଅନେକ ମଜାଳିଆ ଜୋକ୍ସ ମାନ ଅଛି ଯାହା ଆମକୁ ହସାଇଥାଏ | ଜୋକ୍ସ କାହାର ବି ମନକୁ ହସାଇବା ସହ ଏକ ମେଡିସିନ୍ ପରି କାମ କରିଥାଏ, ଯେଉଁମାନେ ରୋଗାଗ୍ରସ୍ତ କିମ୍ବା କୌଣସି ଦୁଃଖରେ ଅଛନ୍ତି ତାଙ୍କୁ ଜୋକ୍ସ ଏକ ମେଡିସିନ୍ ପରି କାମ କରିଥାଏ ,ଆଜି ଆମେ ଆପଣଙ୍କୁ ଏପରି କିଛି ମଜାଳିଆ ଜୋକ୍ସ ବିଷୟରେ ଜଣାଇବାକୁ ଯାଉଛୁ ଯାହା ସୋସିଆଲ ମିଡିଆରେ ବହୁତ ଭଲ ଟ୍ରେଣ୍ତିଙ୍ଗ୍ କରୁଛି | ଆମେ ଆଶା କରୁଛୁ ଯେ ଏହି ଜୋକ୍ସଗୁଡିକ ପଢି ଆପଣ ନିଜ ହସକୁ ଅଟଇକାଇପାରିବେ ନାହିଁ ତେବେ ଆଉ ବିଳମ୍ବ କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ବିଷୟରେ ।
୧) ସ୍ୱାମୀ ଦଙ୍ଗଲ୍ ଫିଲ୍ମ ଦେଖିକରି ଆସିଥିଲେ । ଓ ଫିଲ୍ମର୍ ଗୀତ ଐସି ଧାକଡ୍ ହେ ଐସି ଧାକଡ୍ ହେ ଘରେ ଗୁଣଗୁଣାଉଥିଲେ । କିନ୍ତୁ ମୁହଁରେ ଗୁଟଖା ଥିବାରୁ ଆବାଜ୍ ଏମିତି ଡାକଣ୍ ଡାକଣ୍ ହେ ବାହାରୁଥିଲା, ସ୍ତ୍ରୀ ଶୁଣିନେଲେ , ସ୍ୱାମୀର ମେଡିକାଲ୍ ରେ ଏବେ ଚିକିତ୍ସା ଚାଳୁଛି ।
୨) ସ୍ତ୍ରୀ- ଦେଖ ବାହାରେ ବର୍ଷା ହେଉଛି, ମୌସୁମ୍ କେତେ ରଙ୍ଗୀନ୍ ହୋଇଛି, ତୁମର କଣ ପ୍ଲାନ୍ ଅଛି? ସ୍ୱାମୀ- ମୋର ତ ସେଇ ୨୫୫ ରେ ୧ ଜିବି ଡାଟା ୨୮ ଦିନ ପାଇଁ , ସ୍ତ୍ରୀ- ମରିଜା କୁକୁର- ଏହି ମୋବାଇଲ୍ ରେ ପସିକରି ।
୩) ଶିକ୍ଷକ- ପପୁ କହ, ମେଡିକାଳ୍ ରେ ଯେଉଁ କ୍ରସ୍ + ଚିହ୍ନ ହୋଇଥିଆଏ, ତାହାର କଣ ମତଲବ ହୋଇଥାଏ ? ପପୁ- ଯିଏ ଠିଆ ହୋଇଛି, ସେ ଡାକ୍ତର୍, ଓ ଯିଏ ଶୋଇଛି ସେ ରୋଗୀ, ଶିକ୍ଷକ ଏହା ଶୁଣି ବେହୋସ୍ ।
୪) ଭାରତୀୟ ସ୍ତ୍ରୀମାନେ ସଂସ୍କାରୀ ବାଲି ହୋଇଥାନ୍ତି, ସେମାନେ ନିଜ ସ୍ୱାମୀଙ୍କୁ ଏବେ ଗଧ, ଓୟେ ଗଧ ଶୁଣ୍ ଗଧ କୁହନ୍ତି ନାହିଁ , ସର୍ଟରେ ଏଜି, ଓଜି, ଶୁଣଜି, କହନ୍ତି ।
୫) ପ୍ରେମୀ- ବେବଫା ତୁ ମୋର ହୃଦୟ ଜାଳିଦେଲୁ । ମୋର ହୃଦୟ ଜଳାଇକରି ପାଉଁଶ କରିଦେଲୁ, ପ୍ରେମିକା- ତୋର କୁରବାନୀ ବେକାର୍ ଯିବନି, ପଠାଇଦେ ପାଉଁଶ , ବାସନ ମାଜିବାକୁ କାମରେ ଆସିବ ।
୬) ଗାର୍ଲଫ୍ରେଣ୍ତ- ଜାନୁ ଏବେ ରାତିକୁ ଫୋନ୍ କରିବ, ବୟଫ୍ରେଣ୍ତ- ନା ରାତିରେ କଥା ହୋଇପାରିବି ନାହିଁ ନହେଲେ ତୁ ମରିଯିବୁ, ଗାର୍ଲଫ୍ରେଣ୍ତ-କାହିଁକି ? ବୟଫ୍ରେଣ୍ତ- ଆଜି ମା କହୁଥିଲେ ରାତିରେ ଯେଉଁ ଚୁଡେଲ୍ ସହ କଥା କହୁଛୁସେ ମୋର ହାତରେ ଦିନେ ନା ଦିନେ ମରିବ ।
୭) ନୁଆ ନୁଆ ବାହାଘର ହୋଇଥିଲା, ସ୍ୱାମୀ- ସକାଳୁ ନିଜ ସ୍ତ୍ରୀକୁ ପାଣିପକାଇଦେଲା, ସ୍ତ୍ରୀ-ନିଦରୁ ଉଠି ରାଗିକରି କହିଲା_ ପାଣି କଣପାଇଁ ପକାଇଲ ,ସ୍ୱାମୀ-ତୋର ବାପା କହିଥିଲେ-ଜ୍ୱାଇଁ, ମୋର ଝିଅକୁ ଫୁଲର ପାଖୁଡା ଅଟେ, ତାକୁ ମଉଁଲିବାକୁ ଦେବନାହିଁ ।
୮) ଗାଁରୁ ଗୋଟେ ଝିଅ ଘରୁ ଫେରାର୍ ଆସିଥିଲା, ୨ ଦିନପରେ ଫେରିଲା, ବାପା- ରାଗରେ- ଏବେ କଣ ନେବାକୁ ଆସିଛୁ , ଝିଅ- ପତଲା ପିନ୍ ର ଚାର୍ଜର୍ ,
୯) ସ୍ୱାମୀ ନିଜ ସ୍ତ୍ରୀକୁ ବ୍ୟାଙ୍କ୍ ର ଲାଇନ୍ ରେ ଠିଆ କରାଇ ନିଜେ ଅଫିସ୍ ଚାଲିଗଲା, ସଂନ୍ଧ୍ୟାରେ ଯେବେ ଫେରିଲା ତେବେ ସ୍ତ୍ରୀ କହିଲା, ଖରାରେ ଛିଡା ହୋଇ ଦୁଇଟାସମୟରେ ବ୍ୟାଙ୍କର ମେନ୍ ଗେଟ୍ ରେ ପହଞ୍ଚିଲି, ଓ ତିନିଟା ବେଳେ କ୍ୟାସିୟର୍ ସାମ୍ନାରେ ପହଞ୍ଚିଲି, ମୋତେ ଠିଆ ହେବାର ଦେଖି ସେ ଚାହା ପିଇବାକୁ ଚାଲିଗଲା, ଅଧ ଘଣ୍ଟା ପରେ ଆସିଲା, ଓ କଂମ୍ପ୍ୟୁଟର୍ ପାଖରେ ବସିକରି କହିଲା ସରି ପଇସା ନାହିଁ । ତୁମ ରାଣ ମୋତେ ରାଗ ଲଙ୍କା ଖାଇଲା ଭଳି ଲାଗିଲା, ମୋର ଦେହ ସାରା ନିଆଁ ଲାଗିଲା ଭଳି ଲାଗିଲା , ଦିନଟା ଯାକ କେତେ ହଇରାଣ ହେଲି, ଘରର ସବୁ କାମ ଛାଡିକରି ଭୋକିଲା ଏତେ ସମୟ ଅପେକ୍ଷା କରିବାପରେ ଏହା ମିଳିବାର ଥିଲା ଉତ୍ତର ପଇସା ନାହିଁ ବୋଲି, ସ୍ୱାମୀ –ରାଗରେ- ଆରେ ତୁମେ ପାଗଳ ପରି କଣ ପାଇଁ ଚାଳିଆସିଲ, ତାକୁ କିଛି କରିପାରିଲ ନାହିଁ ? ମୋତେ ତ ଆଜି ପର୍ଯ୍ୟନ୍ତ ୧୫ ଟି ବେଲଣ ଭାଙ୍ଗିସାରିଲଣି, ଆଉ ଗୋଟେ ବେଲଣ ଭାଙ୍ଗିଦେଇଥାନ୍ତ ହେଲେ , ତାକୁ ବି ଜଣାପଡିଥାନ୍ତା, ସ୍ତ୍ର୍) ବେଲଣ ତ୍ ଆଜି ବି ଭାଙ୍ଗିବ, ପଇସା ବ୍ୟାଙ୍କ୍ ରେ ନାହିଁ , ତୁମର ଖାତାରେ ନଥିଲା ଜାଣିଥା ।
୧୦) ଡାକ୍ତର- ମୁଁ ରିସର୍ଚ୍ଚ କରି ଏକ ଆଇସକ୍ରିମ୍ ର ଆବିସ୍କାର କରିଛି, ଯାହା ସ୍ତ୍ରୀ ମାନେ ଉପଯୋଗ କରିଲେ ୪୦ ବର୍ଷର ସ୍ତ୍ରୀ ୨୦ ବର୍ଷର ଦେଖାଯିବେ , ସାଙ୍ଗ- ତେବେ ତାହାଲେ ବହୁତ ବିକ୍ରି ହେଉଥିବ, ମାର୍କେଟ୍ କଭ ର୍ ନେଇଯିବଣି ତାହେଲେ , ଡିମାଣ୍ତ ବି ଅଧିକା ଥିବ, ଡାକ୍ତର- ନା ଭାଇ- କେହି ସ୍ତ୍ରୀ ନିଜକୁ ୪୦ ବର୍ଷ ଭାବିଲେ ସିନା ।
୧୧) ଜଣେ ବ୍ୟକ୍ତି ଘରେ ପୁରୁଣା କାଗଜ ପତ୍ର ଦେଖୁଥିଲା< ତେବେ ତାର ହାତରେ ସ୍ତ୍ରୀର ଅଷ୍ଟମ ଶ୍ରେଣୀର ରିପୋର୍ଟ କାର୍ଡ ଲାଗିଗଲା, ନମ୍ବର ତଳେ ଚରିତ୍ର ପ୍ରମାଣ ପତ୍ର ପଢିକରି ସ୍ୱାମୀ ଏବେ ପର୍ଯ୍ୟନ୍ତ ବେହୋସ୍ ଅଛି, ଲେଖା ହୋଇଥିଲା କି ମଧୁରଭାସୀ ଏବଂ ଶାନ୍ତି ପ୍ରିୟ ଛାତ୍ରା ।