ଆପଣଙ୍କ ଆଖିର ରୋଗକୁ ଆୟୁର୍ବେଦିକ ତତ୍ୱ ରେ କିପରି ଭଲ କରିବେ…
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶରୀରର ସବୁଠାରୁ ସୁନ୍ଦର ଅଙ୍ଗ ଆଖି ବିଷୟରେ।ଯଦି ଆପଣ ଆଖିରେ ଚଷମା ଲାଗଇ ଛନ୍ତି କିମ୍ବା ଆପଣ ମାନେ ଆଖିରେ ଚଷମା ଲଗାଇବାକୁ ଚାହୁଁନାହଁନ୍ତୁ ତେବେ ଏହି କାମକୁ ମାତ୍ର ପନ୍ଦର ଦିନ ସେବନ କରନ୍ତୁ ଆପଣଙ୍କ ଆଖିରେ କୌଣସି ପ୍ରକାର ସମସ୍ୟ ଆସିବନି।ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ଆୟୁର୍ବେଦିକ ତତ୍ୱ ସେବନ କରିବା ଦ୍ୱାରା ଆଖିରେ କୌଣସି ଅସୁବିଧା ଆସିନଥାଏ। ଆୟୁର୍ବେଦିକ ତତ୍ୱରେ କୁହାଯାଇଛି ଅଛଡ଼ା ଚଣା ଏବଂ ଜିରା,ମିଶିରିର ମିଶ୍ରଣ କରିଦିଅନ୍ତୁ।ଏବେ ଆସନ୍ତୁ ଜାବିବା ଏହାର ସେବନ କିପରି କରିବେ।ମିଶିରି ସେବନ ଦ୍ଵାରା ଶରୀରର ଶକ୍ତି ମିଳିଥାଏ।ଏହା ଶରୀରର ମିଠା ଆବଶ୍ୟକତା ପୁରଣ କରିଦେଇଥାଏ।ଏହି ତିନିଟି କୁ ମିଶାଇ ସେବନ କରିବା ଦ୍ୱାରା ଆଖି ଦୋଷ ହୋଇନଥାଏ।
ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ।ପ୍ରଥମେ କ୍ଷୀରକୁ ଗରମ କରନ୍ତୁ ଏବଂ ଏହାପରେ ଯେଉଁ ପାଉଡର ଆପଣ ପ୍ରସ୍ତୁତ କରିଛନ୍ତି ଏହି କ୍ଷୀରରେ ପକାନ୍ତୁ ଏବଂ ସେହି କ୍ଷୀର କୁ ଘୋଡ଼ାଇ ଦିଅନ୍ତୁ।ଏବଂ କିଛି ସମୟ ପରେ ଏହାକୁ ନଛାଣି ଏହାକୁ କପ ରେ ପିଅନ୍ତୁ।ଏବଂ ଏହାକୁ ଶୋଇବା ପୂର୍ବରୁ ପିଇବା ଦ୍ୱାରା ଉପକାର ହୋଇଥାଏ।ଏହା କୁ ପନ୍ଦର ଦିନ ଲଗାତାର ସେବନ କରିବା ଦ୍ୱାରା ଆଖିର ସମସ୍ତ ରୋଗ ଦୂର ହୋଇଥାଏ।ଏହା ଆୟୁର୍ବେଦ ର ସବୁଠାରୁ ସହଜ ଉପୟ ଅଟେ।ଏହାକୁ ଆପଣ ନିଶ୍ଚିତ କରନ୍ତୁ ଯଦି ଆପଣଙ୍କ ଆଖିରେ କୌଣସି ବି ସମସ୍ୟ ଦେଖାଯାଉଛି।
ଯଦି ଆପଣଙ୍କୁ ଜିରା ର ଫୁଲ ମିଳିଯାଏ ତେବେ ଏହା କୁ ପ୍ରତିଦିନ ଖାଲି ପେଟରେ ଲଗାତାର ପନ୍ଦର ଖାଇବା ଦ୍ଵାରା ଆଖିର ସମସ୍ତ ରୋଗ ଦୂର ହୋଇଥାଇ।ପ୍ରତିଦିନ ଏହା କରିବା ଦ୍ୱାରା ଆଖିର ରଶ୍ମି ଉଜ୍ଜ୍ବଳ ହୋଇଥାଇ ଏହାକୁ ସେବନ କରିବା ପରେ ଆପଣ ପାଣି ପିବାପାଇଁ କେବେବି ଭୁଲନ୍ତୁ ନାହିଁ।ଆପଣଙ୍କୁ କେବେକେବେ ଲାଗୁଥିବା ଯେ ମୋ ମୁଣ୍ଡରେ ସବୁବେଳେ ବିନ୍ଧିବା ଅନୁଭବ ହେଉଛି।କିନ୍ତୁ ଏହାର କାରଣ ଆପଣ ପିନ୍ଧିଥିଲା ମୋଟା ଚଷମା ଯୋଗୁ ହୋଇଥାଏ।
ଆପଣ ପ୍ରଥମେ ମୁହଁରେ ପାଣି ଭରିଦିଅନ୍ତୁ ଓ ଏହା ପରେ ଆଖିକୁ ଥଣ୍ଡା ପାଣିରେ ଛାଟନ୍ତୁ ଏହା କରିବା ଦ୍ୱାରା ଆଖିର ମସଲ ଜାଗ୍ରତ ହୋଇଯାଇଥାଏ।ଏହି କାରଣରୁ ଆଖିର ରଶ୍ମି ବଢ଼ିବାରେ ସହଜ ହୋଇଥାଏ।
ଏହା ଆୟୁର୍ବେଦ ର ସବୁଠାରୁ ସହଜ ଉପୟ ଅଟେ।ଏହାକୁ ଆପଣ ନିଶ୍ଚିତ କରନ୍ତୁ ଯଦି ଆପଣଙ୍କ ଆଖିରେ କୌଣସି ବି ସମସ୍ୟ ଦେଖାଯାଉଛି।ଆୟୁର୍ବେଦିକ ତତ୍ୱ ସେବନ କରିବା ଦ୍ୱାରା ଆଖିରେ କୌଣସି ଅସୁବିଧା ଆସିନଥାଏ।ଥଣ୍ଡା ପାଣିରେ ଶରୀରକୁ ଧୋଇଲେ ତ୍ୱଚା କୋମଳ ଦିଶିବ।ହରିଡା, ସୈନ୍ଧବ ଲବଣ, ଦାରୁ ହରିଦ୍ରା, ଗେରୁମାଟି ଓ ରସଞ୍ଜନକୁ ଏକାଠି ମର୍ଦ୍ଦନ କରି ଆଖିର ଚାରିପଟେ ଲେପ ଦେଲେ ଚକ୍ଷୁ ଫୁଲା ଓ ବିନ୍ଧା ଇତ୍ୟାଦି ରୋଗ ଭଲ ହୋଇଥାଏ