ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ତାହା କେଉଁ ଜିନିଷ ଅଟେ ଯାହାକୁ ଅନ୍ଧ ଝିଅ ମଧ୍ୟ ବିନା ଆଖିରେ ଦେଖିପାରିବ? ବୁଦ୍ଧିମାନ ହେଇଥିଲେ ବୁଦ୍ଧି ଖଟେଇ ଉତ୍ତର ଦିୟନ୍ତୁ..
ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।ଏହା ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ।ଦୟା ଭାବ ଆମ ମନରେ ଜାଗ୍ରତ କରେ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ।
୧) ପ୍ରଶ୍ନ: ତାହା କେଉଁ ତାରା ଅଟେ ଯିଏ ନିଜ ସ୍ଥାନରୁ କେବେବି ହଲିନଥାଏ?
ଏହାର ଉତ୍ତର: ଧ୍ରୁବ ତାରା
୨) ପ୍ରଶ୍ନ: ଭାରତରେ ପ୍ରଥମ ଥର ପାଇଁ କେଉଁ ପ୍ରଧାନମନ୍ତ୍ରୀ ନୋଟବନ୍ଦୀ କରିଥିଲେ?
ଏହାର ଉତ୍ତର: ଅଟଳ ବିହାରୀ ବାଜପେୟୀ
୩) ପ୍ରଶ୍ନ: ଭାରତର ଏପରି କେଉଁ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଇଜରାଏଲର ଭ୍ରମଣ କରିଛନ୍ତି?
ଏହାର ଉତ୍ତର: ନରେନ୍ଦ୍ର ମୋଦି
୪) ପ୍ରଶ୍ନ: ଦୁନିଆର ସବୁଠୁ ପୁରୁଣା ପତାକା କେଉଁ ଦେଶର ଅଟେ?
ଏହାର ଉତ୍ତର: ଡେନମାର୍କର ପତାକା ସବୁଠୁ ପୁରୁଣା।
୫) ପ୍ରଶ୍ନ: କେଉଁ ଦେଶରେ ସବୁଠୁ ଅଧିକ ମସଜିଦ ଅଛି?
ଏହାର ଉତ୍ତର: ଭାରତ
୬) ପ୍ରଶ୍ନ: କେଉଁ ଦେଶର ଲୋକ ସବୁଠୁ ଅଧିକ ମୋଟା ଅଟନ୍ତି?
ଏହାର ଉତ୍ତର: ନୌରୁ ଦେଶର ଲୋକ
୭) ପ୍ରଶ୍ନ: କେଉଁ ଦେଶର ମହିଳାମାନେ ସବୁଠୁ ଅଧିକ ଲୁଙ୍ଗି ପିନ୍ଧିଥାନ୍ତି?
ଏହାର ଉତ୍ତର:ମୟୋମାରା
୮) ପ୍ରଶ୍ନ: କେଉଁ ଦେଶରେ ବିଲେଇର ହତ୍ୟା କଲେ ମୃତ୍ୟୁର ଦଣ୍ଡ ଦିଆଯାଏ?
ଏହାର ଉତ୍ତର: ମିସ୍ର
୧୦) ପ୍ରଶ୍ନ: ଭୋପାଳ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ଅଟେ?
ଏହାର ଉତ୍ତର: ମଧ୍ୟପ୍ରଦେଶ
୧୧) ପ୍ରଶ୍ନ: ଆପଣ ଜାଣିଛନ୍ତି କି ରାବଣର ପ୍ରକୃତ ନାମ କଣ?
ଏହାର ଉତ୍ତର: ଦସଗ୍ରୀବ
୧୨) ପ୍ରଶ୍ନ: ଭାରତରେ ଟିଭିରେ ପ୍ରଥମ ଥର କିଏ ସମାଚାର ପଢିଥିଲେ?
ଏହାର ଉତ୍ତର: ପ୍ରତିମା ପୁରି
୧୩) ପ୍ରଶ୍ନ: ଭାରତରେ ସବୁଠୁ ପ୍ରଥମେ କେଉଁ ବ୍ୟାଙ୍କ ସ୍ଥାପିତ କରାଯାଇଥିଲା?
ଏହାର ଉତ୍ତର: ବ୍ୟାଙ୍କ ଅଫ ହିନ୍ଦୁସ୍ଥାନ
୧୪) ପ୍ରଶ୍ନ: କେଉଁ ଦେଶରେ କାରରେ ଚପଲ ପିନ୍ଧି ଚଳାଇବା ଅପରାଧ ଅଟେ?
ଏହାର ଉତ୍ତର:ସ୍ପେନ
୧୫) ପ୍ରଶ୍ନ: ତାହା କେଉଁ ଜିନିଷ ଅଟେ ଯାହାକୁ ଅନ୍ଧ ଝିଅ ମଧ୍ୟ ବିନା ଆଖିରେ ଦେଖିପାରିବ?କୁହନ୍ତୁ!
ଏହାର ଉତ୍ତର: ସ୍ବପ୍ନ
ଆଶା କରୁଛୁ ଉପରୋକ୍ତ ପ୍ରଶ୍ନ ଏବଂ ଉତ୍ତର ଆପଣମାନଙ୍କ ପାଇଁ ପାଇଁ ଏହା ବହୁତ ଲାଭ ଦାୟକ ହେବ ଓ ଭବିଷ୍ୟତରେ ନିଶ୍ଚୟ ଏହା ଆପଣଙ୍କୁ ସାହାଯ୍ୟ କରିବ।କିଛିଟା ଜ୍ଞାନର ସୀମା ଆପଣଙ୍କର ବଢିଲା ଏହା ମାଧ୍ୟମରେ। ଧନ୍ୟବାଦ ।