କାଶ , ଥଣ୍ଡା ,ଏବଂ କଫ ହବାରୁ ପାଆନ୍ତୁ ରକ୍ଷା ବିନା ଔଷଧରେ ଘରୋଇ ଉପଚାରରେ
ଆପଣ ଜଣାନ୍ତୁ କାଶ , ଥଣ୍ଡା ଏବଂ କଫକୁ ବାହାରକୁ ବାହାର କରିବା ପାଇଁ ବହୁତ ଭଲ ଘରୋଇ ଉପଚାର ସାହାଯ୍ୟରେ । ଥଣ୍ଡାର ଋତୁ ଆସିଯାଇଛି । ଏହି ଋତୁରେ ବହୁତ ପରିମାଣରେ ଥଣ୍ଡା ହୋଇଥାଏ । ଏହି ଉପଚାରକୁ ବନେଇବା ପାଇଁ ଗୁଡ଼ର ଆବଶ୍ୟକତା ରହିଛି । ଚେଷ୍ଟା କରନ୍ତୁ ସବୁବେଳେ ଗାଢ଼ ରଙ୍ଗର ଗୁଡ଼ ନେବାକୁ । ଗୁଡ଼ାରେ ବହୁତ ମାତ୍ରାରେ ଆଇରନ ରହିଥାଏ ଏହା ଶରୀରକୁ ମଜବୁତ କରିଥାଏ ଏହା ସହ ଗୁଡ଼ ଖାଇବା ଦ୍ୱାରା ଆମ ହାଡ ମଧ୍ୟ ମଜବୁତ ହୋଇଥାଏ । ହିମୋଗ୍ଲୋବିନକୁ ବଢ଼େଇଥାଏ । ଥଣ୍ଡା ଋତୁରେ ଆମକୁ ଗୁଡ଼ ସେବନ କରିବା ଭଲ । ଗୁଡ଼ ଖାଇବା ଦ୍ୱାରା ଆମକୁ କାଶ ସରଦିରୁ ଆରାମ ମିଳିଥାଏ । ଆପଣ ଏହାକୁ ବନେଇକି ମଧ୍ୟ ରଖିପାରନ୍ତି । ଏହି ଘରୋଇ ଉପଚାର ଆପଣ ଛୁଆ ବୁଢା ସମସ୍ତଙ୍କୁ ଦେଇପାରିବେ । ଏହାର କୌଣସି ଅପକାର ନାହିଁ ।
ତାପରେ ଆପଣ ଅଦା ନିଅନ୍ତୁ । ଅଦା ବହୁତ ଲାଭ ଦାୟକ ଅଟେ ୧୦୦ ରୋଗର ଗୋଟିଏ ଔଷଧ ହେଉଛି ଅଦା। ଏହା ସହିତ ଥଣ୍ଡା , କାଶରୁ ମଧ୍ୟ ରକ୍ଷା କରିଥାଏ । ଏଥିରେ ଅନ୍ତି ଇନ୍ଫ୍ଲମେଂଟରୀ ଗୁଣ ରହିଥାଏ । ଏହା ଆମ ପାଚନ କ୍ରିୟାକୁ ଭଲ ରଖିଥାଏ । ଛାତିରେ ଜମା ହେଇଥିବା କଫକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଯଦି ଅଦା ନାହିଁ ତସହେଲେ ଆପଣ ସୁଖୀ ଯାଇଥିବା ଅଦା ପାଉଡର କୁ ମଧ୍ୟ ବ୍ୟବହାର କରିପାରିବେ । ତାଜା ଅଦା ହେଲେ ଭଲ ।
ତାପରେ ହଳଦୀ ନିଅନ୍ତୁ। ହଳଦୀକୁ ବ୍ୟବହାର କଲେ ସ୍ବାସ୍ଥ୍ୟ ଠିକ ରହିଥାଏ । ଆମର ହଜମ ଭଲ ହେଇଥାଏ । ଏଥିରେ ଆଂଟି ଫଙ୍ଗଲ ରହିଥାଏ । ହଳଦୀ ଆମ ଶରୀରରେ ଦୂଷିତ ପଦାର୍ଥକୁ ବାହାରକୁ ବାହାର କରିଥାଏ । ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ରୋଗରେ ଲଢ଼ିବାକୁ ସାହସ ମିଳିଥାଏ ଆମକୁ । ତାପରେ ନିଅନ୍ତୁ ଜୁଆଣି । ଏହା କଫକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆସ୍ଥମା ରୋଗୀଙ୍କ ପାଇଁଜୁଆଣି ଅଧିକ ଲାଭଦାୟକ ଅଟେ । ମୁଣ୍ଡ ବିନ୍ଧାରୁ ମଧ୍ୟ ଏହା ରକ୍ଷା କରିଥାଏ । ପେଟ ରୋଗକୁ ମଧ୍ୟ ଭଲ କରିଦେଇଥାଏ । ତାପରେ ଲବଙ୍ଗ ନିଅନ୍ତୁ । ଏହା ଆମର ରୋଗ ପ୍ରତିରଅହ କ୍ଷମତାକୁ ବଢ଼ାଇ ଥାଏ ।
କମ ଲବଙ୍ଗ ନିଅନ୍ତୁ କାରଣ ଯଦି ଆପଣ ବହୁତ ଲବଙ୍ଗ ନେବେ ତାହେଲେ ଛୁଆ ମାନେ ଏହାକୁ ପିଇ ପାରିବେନି । ଆଡକୁ କାଟି ଦିଅନ୍ତୁ । ଆପଣ ଚାହିଁବେ ତା କେବଳ ଅଦା ଯୁସ ମଧ୍ୟ ନେଇପାରିବେ । ଏହାକୁ ଆପଣ ୮ ୧୦ ଦିନ ଯାଏ ବନେଇକି ରଖିପାରିବେ । ଏହାର କୌଣସି ଅପକାର ନାହିଁ ଏହା ଦ୍ୱାରା ବହୁତ ଫାଇଦା ହୋଇଥାଏ । ବହୁତ ରୋଗରୁ ବଂଚିପରିବା । ଏହା ଆମର ବଡିକୁ ଗରମ କରିଥାଏ । ଶୀତ ଋତୁରେ ଏହାକୁ ବ୍ୟବହାର କରିବା ଆବଶ୍ୟକ । ରୋଗ ପ୍ରତିରୋଧକ କ୍ଷମତା ବଢ଼େଇ ଥାଏ । ଗୋଟିଏ ବୁସ୍ଟ କିଣନ୍ତୁ ଏହା ଭଣ୍ଡାରୁ ତିଆରି ଏହା ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ । ଏହା ଆୟୁର୍ବେଦିକ ଅଟେ ଏହାକୁ ଆପଣ ସବୁବେଳେ ବ୍ୟବହାର କଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ଖାଇବା ପରେ ଆପଣ ଏହି ଔଷଧକୁ ବ୍ୟବହାର କରନ୍ତୁ କାରଣ ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ । ଏହାକୁ ଆପଣ ପାଣି ସହ ନିଅନ୍ତୁ ।
କଡେଇରେ ପାଣି ନିଆନ୍ତୁ ଏଥିରେ ଗୁଡ଼ ପକାନ୍ତୁ ।ଏହା ଜଲଦି ମିଶିଯିବ ।ଗୁଡ଼ ଫୁଟିକି ମିଶିଗଲା ପରେ ଆଡକୁ ପକାଇ ଦିଅନ୍ତୁ । ଅଦା ବହୁତ ଭଲ ହୋଇଥାଏ । ତାପରେ ହଳଦୀ ଢଳାନ୍ତୁ ଏହାକୁ ଗୋଳେଇ ଦିଅନ୍ତୁ ତାପରେ ଜୁଆଣି ପକାଇ ଦିଅନ୍ତୁ । ଏହାକୁ ବଡ ଲୋକ ଅଧା ଚାମଚ ତିନି ଧର ଦିଅନ୍ତୁ । ଏବଂ ଛୋଟ ପିଲାଙ୍କୁ ୨ ଥର । ଏହାକୁ ଖାଇବା ପରେ କେବେ ଥଣ୍ଡା ପାଣି ପିଅନ୍ତୁ ନାହିଁ । ଗରମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଆପଣଙ୍କର ଥଣ୍ଡା କାଶ ଭଲ ହେଇଯାଇଥାଏ ।