ବାହାଘର ପରେ ସ୍ୱାମୀ ଙ୍କୁ ନିଜ ପଲଙ୍କରେ ବସେଇ ରଖନ୍ତି ଏହି ନାମର ଝିଅ ମାନେ – ସ୍ୱାମୀଙ୍କ ହୃଦୟକୁ ସବୁବେଳେ ଏମାନେ ଜିତିବାରେ ହେଇଥାନ୍ତି ମାହିର..
1 min readବିବାହ ପ୍ରତ୍ୟେକ ଝିଅଙ୍କ ଜୀବନରେ ଏକ ସୁନ୍ଦର ସ୍ୱପ୍ନ ହୋଇଥାଏ।ଏହା ପ୍ରତ୍ୟେକ ଝିଅଙ୍କ ଜୀବନକୁ ପୁନଶ୍ଚ ଅୟମାରମ୍ଭ କରିଥାଏ।ପ୍ରତ୍ୟେକ ଝିଅଙ୍କ ଜୀବନରେ ବିବାହକୁ ନେଇ ଅଜସ୍ର ଉତ୍ସାହ ଓ ଉତ୍କଣ୍ଠା ବସା ବାନ୍ଧିଥାଏ।ସେମାନଙ୍କ ମନରେ ଏକ ଆଗ୍ରହ ଥାଏକି ସେମାନଙ୍କ ସ୍ୱାମୀ କେମିତି ହୋଇଥିବେ ଓ ସେମାନଙ୍କ ଶାଶୁଘର ଲୋକ କେମିତି ହୋଇଥିବେ।ସେମାନେ ନିଜ ଘର ଛାଡ଼ି ଆଉ ଏକ ନୂଆ ଘର ଓ ପରିବାରକୁ ନିଜର କରିପାରିବେ କି ନାହିଁ ଓ ସେମାନଙ୍କ ମନ ଜିତିପାରିବେ କି ନାହିଁ।ଏମିତି ବହୁତ କିଛି।
ପ୍ରତ୍ୟେକ ଝିଅ ସବୁବେଳେ ନିଜ ସ୍ୱାମୀ ଓ ଶାଶୁଘର ଲୋକଙ୍କୁ ନିଜର କରିବାକୁ ଚାହାନ୍ତି।ଓ ସେମାନଙ୍କ ହୃଦୟ ଜାଣି ସମସ୍ତ କାମ କରିବାକୁ ଚାହାନ୍ତି।ହେଲେ ସବୁ ଝିଅଙ୍କ ପ୍ରକୃତି ସମାନ ହୋଇନଥାଏ।ସମସ୍ତେ ଗୁଣବାନ ହୋଇନଥାନ୍ତି।ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଷରେ ନିମ୍ନରେ ଥିବା ନାମର ଝିଅମାନେ ନିଜ ସ୍ଵାମୀଙ୍କ ଜୀବନରେ ବହୁତ ଖୁସି ଦେବା ସହିତ ସେମାନଙ୍କ ହୃଦୟକୁ ଜିତିଥାନ୍ତି।
B ନାମର ଝିଅ- ଏହି ଝିଅମାନେ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି।ଏମାନଙ୍କ ହୃଦୟ ବହୁତ ସୁନ୍ଦର ଓ ସଫା ହୋଇଥାଏ।ଏମାନେ ଉଭୟ ଘର ଓ ଅଫିସ କାର୍ଯ୍ୟକୁ ସୁରୁଖୁରୁରେ ସମ୍ଭାଳିଥାନ୍ତି।ସମାଜରେ ଏମାନଙ୍କର ଏକ ନିଆରା ସଂମାନ ଓ ପରିଚୟ ଥାଏ।ଏମାନେ ସବୁବେଳେ ନିଜ ସ୍ୱାମୀଙ୍କ ହୃଦୟକୁ ଜିତିଥାନ୍ତି ଓ ଖୁସିରେ ରଖିଥାନ୍ତି।
D ନାମର ଝିଅ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଝିଅମାନେ ବହୁତ ଭଲ ହୋଇଥାନ୍ତି।ଏମାନେ ପତିପରାୟଣ ଅଟନ୍ତି।ଏମାନେ ନିଜ ସ୍ୱାମୀଙ୍କ ସହିତ ନିଜ ଶାଶୁଘର ଲୋକଙ୍କ ବହୁତ ଯତ୍ନ କରିଥାନ୍ତି।ଏମାନଙ୍କୁ ଜୀବନରେ ସବୁବେଳେ ବହୁତ ଭଲପାଉଥିବା ସାଥି ମିଳନ୍ତି।
L ନାମର ଝିଅ- ଏହି ନାମର ଝିଅମାନେ ବହୁତ ଖୁସିମିଯାଜ ଓ ନରମ ହୃଦୟର ହୋଇଥାନ୍ତି।ଏମାନେ ସବୁବେଳେ ଅନ୍ୟର ଖୁସି ଚାହାନ୍ତି।ଓ ନିଜ ସ୍ଵାମୀଙ୍କ ଉପରେ ନିଜ ଜୀବନଠୁ ବହୁତ ଭରସା କରିଥାନ୍ତି।ଓ ଏମାନେ କେବେବି ଅନ୍ୟମାନଙ୍କ ଭରସା ଭାଙ୍ଗିବାକୁ ଚାହାନ୍ତିନି।ଏମାନଙ୍କ ସ୍ଵାମୀ ଏମାନଙ୍କୁ ବହୁତ ଭଲପାନ୍ତି ଓ ନିଜଠାରୁ ବହୁତ ବିଶ୍ଵାସ କରନ୍ତି।
S ନାମର ଝିଅ- ଏହି ନାମର ଝିଅମାନେ ବହୁତ ଖୁସିମିଯାଜ ହୋଇଥାନ୍ତି ଓ ସବୁବେଳେ ଅନ୍ୟକୁ ଖୁସି ରଖିବାକୁ ଚାହାନ୍ତି ଓ ଏମାନଙ୍କ ଆତ୍ମବିଶ୍ବାସ ବହୁତ ଥାଏ।ଏମାନେ ବହୁତ ଜଟିଳ ପରିସ୍ଥିତିକୁ ବହୁତ ଦୃଢତାର ସହିତ ସମାଧାନ କରିଥାନ୍ତି।ଏମାନେ ସବୁବେଳେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି ଓ ନିଜ ସ୍ୱାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି।
N ନାମର ଝିଅ- ଏହି ନାମର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି।କିନ୍ତୁ ବହୁତ ଚାଲାକ ମଧ୍ୟ ହୋଇଥାନ୍ତି।ଏମାନେ ନିଜ ସ୍ୱାମୀଙ୍କ ଖୁସି ଓ ସଂମାନକୁ ବହୁତ ଗୁରୁତ୍ୱ ଦେଇଥାନ୍ତି।ତେଣୁ ଏମାନେ ସବୁବେଳେ ନିଜ ସ୍ୱାମୀଙ୍କର ପ୍ରିୟପାତ୍ର ହୋଇଥାନ୍ତି।ଓ ନିଜ ପରିବାରକୁ ସବୁବେଳେ ଖୁସିରେ ରଖନ୍ତି।
R ନାମର ଝିଅ- ଏହି ନାମର ଝିଅମାନେ ବହୁତ ସୁନ୍ଦର ହୃଦୟର ହୋଇଥାନ୍ତି ଓ ଜୀବନରେ ସବୁକିଛି ହାସଲ କରିବାର ସ୍ୱପ୍ନ ଦେଖିଥାନ୍ତି।ଏମାନେ ବିବାହ ପରେ ନିଜ ସ୍ବାମୀ ଓ ପରିବାରକୁ ବହୁତ ଖୁସିରେ ରଖିଥାନ୍ତି।ଏମାନେ ସବୁବେଳେ ନିଜ ସ୍ୱାମୀଙ୍କ ହୃଦୟକୁ ଜିତିଥାନ୍ତି।
ଜ୍ୟୋତିଷ ଶାସ୍ତ୍ର ସବୁବେଳେ ଆମକୁ ସଠିକ ତଥ୍ୟ ପ୍ରଦାନ କରିଥାଏ।ଓ ଭବିଷ୍ୟତରେ ଏହା ଆମକୁ ବହୁତ ସାହଯ୍ୟ କରିଥାଏ।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ ଓ ଆପଣଙ୍କୁ ଏକ ନୂତନ କଥା ଜାଣିବାରେ ସହାୟକ ହେବ।