ରାତିରେ ଶୋଇବା ସମୟରେ ହେଉଥିବା ଶିରା ଜନିତ ସମସ୍ୟାର ଉପଚାର – ନିଶ୍ଚୟ ଜାଣିରଖନ୍ତୁ କେବେ ମଧ୍ୟ କାମରେ ଆସିପାରେ..
1 min readନମସ୍କାର,ଆଜି ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଯେଉଁମାନଙ୍କର ରାତିରେ ଶୋଇ ଥିବା ଅବସ୍ଥାରେ ପେଣ୍ଡା ରେ ଥିବା ଶିରା ଉପରେ ଶିରା ଯେତେବେଳେ ଚଢିଯାଏ ସେମାନଙ୍କୁ ବଷ୍ଟ କଷ୍ଟ ହୋଇଥାଏ।ଏହା ସାଧାରଣତଃ ଶୀତଦିନେ ଆମ ସହ ଏପରି ହୋଇଥାଏ ନହେଲେ ଏହା ଆମ ଶରିରରେ ଥିବା ଶିରା ମାନଙ୍କ ଦୁର୍ବଳତା ପାଇଁ ମଧ୍ୟ ହୋଇଥାଏ ଆଉ ଶିରା ଉପରେ ଶିରା ଚଢିଯାଏ ଆଉ ବହୁତ କଷ୍ଟ ହୋଇଥାଏ।ଏହା ପ୍ରାୟ ଦୁଇ ରୁ ଦେଢ଼ ମିନିଟ ପର୍ଯ୍ୟନ୍ତ ଆମ ପେଣ୍ଡାରେ ଦରଜ ଅନୁଭବ ଓ କଷ୍ଟ ଅନୁଭବ ହୋଇଥାଏ।ସକାଳୁ ଉଠିବା ସମୟରେ ଦରଜ,ଖିଚାଓ,ସ୍ଵେଲିଙ୍ଗ ଏହି ଭଳି ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ।
ଆଜି ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁକି ଆପଣ ରାତିରେ କଣ ରମିଟି କରିକି ଶୋଇବେ ଯାହାଦ୍ୱାରା ରାତିରେ ଶୋଇବା ସମୟରେ ଆପଣଙ୍କ ଗୋଡ଼ରେ ଥିବା ଶିରା ଏମିତି ଟାଣି ହେବନି କି ଗୋଟେ ଉପରେ ଗୋଟେ ଚଢିବ ନାହିଁ।ଆଉ ଏହା ପରେ ଯଦି ଦୁର୍ଭାଗ୍ୟ ବଶତଃ ଆପଣଙ୍କ ଗୋଡ଼ର ଶିରା ଉପରେ ଶିରା ଚଢି ଯାଇଛି ତାହଲେ ଆପଣ କେମିତି ଗୋଟେ ମିନିଟରେ ଆପଣ ଅତି ସହଜରେ ଏହି କଷ୍ଟରୁ ମୁକ୍ତି ହୋଇପାରିବେ ଚାଲନ୍ତୁ ସେ ବିଷୟରେ ଜାଣିବା।ତାହାଲେ ଚାଲନ୍ତୁ ସର୍ଵ ପ୍ରଥମେ କଥା ହେବାକି ଯଦି ଆମର ଗୋଡ଼ରେ ଶିରା ଉପରେ ଆଉ ଗୋଟେ ଶିରା ଚଢି ଯାଇଛି ତାହେଲେ ଆମେ କଣ କରିବା।
ଆମେ ଆମ ହାତର ମଝି ଆଙ୍ଗୁଳି ନେବା,ଆଉ ସେ ମଝି ଆଙ୍ଗୁଳିର ମାନେ କହିବାକୁ ଗଲେ ଯେଉଁଠି ଆଙ୍ଗୁଳିର ଶେଷ ଭାଗରେ ଯେଉଁଠି ନଖ ଶେଷ ହୋଇଛି ସେହିଠାରେ ଆପଣ ଏକ୍ସସାଇଜ ଓ ମସାଜ କରିବା ଆବଶ୍ୟକ।ଏମିତି କରିବା ଦ୍ୱାରା ଗୋଡ଼ ଭିତରେ ଶିରା ଉପରେ ଶିରା ଚଢିବା ଯାଇଥିଲେ ଆମକୁ କିଛି ପ୍ରକାରର ରାହତ ବା ଆରାମ ମିଳିଥାଏ।ଏହା ବ୍ୟତୀତ ଯଦି ଆମ ଗୋଡ଼ରେ ଶିରା ଉପରେ ଶିରା ନଚଢିବା ତାହେଲେ ଆମେ ଦ୍ଵିତୀୟ ଉପାୟ ଯାହା ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ସେ ହେଉଛି ଆପଣ ନିଜର କାନ ତଳେ ଥିବା ପେଣ୍ଟକୁ ଗୋଟେ ମିନିଟ ପର୍ଯ୍ୟନ୍ତ ଦବେଇବାକୁ ଲାଗିବେ।ତାପରେ ଆମେ କଥା ହେବାକି ରାତିରେ ଆମେ ଏମିତି କଣ କରିବା ଯାହାଦ୍ୱାରା ଆମର ଶିରାରେ କୌଣସି ଅସୁବିଧା ରହିବ ନାହିଁ।ଆମକୁ ଏପରି କରିବା ପାଇଁ ୩୦-୪୦ ସେକେଣ୍ଡ ସମୟ ଲାଗିବ।
ଆମ ହାତକୁ ସିଧା କରି ନେବା କହୁଣୀର ଟିକେ ଉପର ପାଖରେ ଓଲଟା ପଟକୁ ଆମକୁ ଭଲ ଭାବରେ ଦବେଇ ଶୋଇବାର ଅଛି।ଆଉ ଆପଣଙ୍କୁ ଏପରି କେବଳ ୩୦-୪୦ ସେକେଣ୍ଡ ପର୍ଯ୍ୟନ୍ତ କରିବାର ଅଛି।ଯଦି ଆପଣ ଏହିଭଳି ସବୁଦିନ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଦବେଇ ଶୋଉଛନ୍ତି ତାହେଲେ ଆପଣଙ୍କ ଯେଉଁ ଶିରା ଉପରେ ଶିରା ବଢିବାର ସମସ୍ୟା ଅଛି ତାହା ବହୁତ ଶିଘ୍ର ଠିକ ହୋଇଯିବ।ଆମ ଶରୀରେ ଥିବା ସବୁ ନର୍ଭର ସିଷ୍ଟମ ଶିରା ଏହି କହୁଣୀ ପାଖରେ ସଂଯୋଗ ହୋଇଥାଏ ତେଣୁ ଏହା ଉପରେ ମୁଣ୍ଡ ରଖି ଶୋଇଲେ ଆମର ଶିରା ଜନିତ କୌଣସି ଅସୁବିଧା ହୋଇନଥାଏ।ଏହା ପରେ ଝିଅ ମାନଙ୍କୁ ହିଲ ପିନ୍ଧିବା ଉଚିତ ନୁହେଁ।ଯେଉଁମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଏ ସେମାନେ ଗୋଡ଼ ତଳେ ତକିଆ ଦେଇ ଶୋଇବା ଉଚିତ।ଆଉ ଯାହାଦ୍ୱାର ରକ୍ତ ସଞ୍ଚାଳନ ବହୁତ ଭଲ ହୋଇଥାଏ।