ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଏହି ଦିଗରେ ଲଗାଇଲେ ଆପଣ ହୋଇଯିବେ ମାଲାମାଲ…
1 min readଭାରତୀୟ ବାସ୍ତୁ ଶାସ୍ତ୍ରରେ ଘଣ୍ଟା ଏବଂ କ୍ୟାଲେଣ୍ଡରକୁ ଏକ ବୋଲି ମାନିଥାନ୍ତି । ୨ଟି ଯାକ ହି ସମୟ ଗଣନାରେ ଲାଗିଥାଏ । ସେଥିପାଇଁ ତାକୁ ଘରର ସବୁ ଜାଗାରେ ଟଙ୍ଗା ଯାଇନଥାଏ । ଘର ଏବଂ ଅଫିସରେ ଯଦି ଠିକ ଜାଗାରେ ଘଣ୍ଟା ଏବଂ କ୍ୟାଲେଣ୍ଡର ଲଗାଯାଏ । ତାହେଲେ ଏହାର ବହୁତ ଭଲ ପରିଣାମ ଦେଖାଯାଏ । ଯଦି ବସ୍ତୁର ନିୟମ ଅନୁସାରେ ଗନ୍ତ ଏବଂ କ୍ୟାଲେଣ୍ଡର ଲଗାଯାଏ ତାହେଲେ ଏହାର ଖରାପ ପ୍ରଭାବ ପଡିବ ନାହି।ଯଦି ଆପଣ ଘଣ୍ଟା ତଥା କ୍ୟାଲେଣ୍ଡର ଏହି ନିୟମ ଅନୁସାରେ ଘରେ କିମ୍ବା ଅଫିସରେ ଲଗାଯାଏ ତାହେଲେ ଏହାର ଶୁଭ ଫଳ ମିଳିଥାଏ । ଯଦି ଏହା ପାଳନ କରାଯାଏ ତାହେଲେ ଘରେ ରହୁଥିବା ସଦସ୍ୟଙ୍କର ଭାଗ୍ୟ ବଦଳି ଯାଇଥାଏ । ସେହି ଘରେ ଧନର ଅଭାବ ଦେଖା ଦିଏନି । ଆସନ୍ତୁ ଜାଣିବା ଏମିତି କଣ ସେହି ଜିନିଷ ଯାହା ଉପରେ ଆମକୁ ସବୁବେଳେ ଧ୍ୟାନ ରଖିବା ଉଚିତ ।
ପ୍ରଥମେ ଜାଣିବା ଘଣ୍ଟା ଏବଂ କ୍ୟାଲେଣ୍ଡରରେ ଦିଗ । ଘଣ୍ଟା ତଥା କ୍ୟାଲେଣ୍ଡରକୁ ସବୁବେଳେ ଉତ୍ତର ପୂର୍ବ କାନ୍ଥରେ ଲଗାଇବା ଦରକାର । ଏବଂ କେବେ ବି ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । କାରଣ ଦକ୍ଷିଣ ଦିଗ ହେଉଛି ଯମ ରାଜାଙ୍କ ଦିଗ ବୋଲି କୁହାଯାଏ । ଏବଂ ଯମ ଦେବତାଙ୍କୁ ହିନ୍ଦୁ ଶାସ୍ତ୍ରରେ ମୃତ୍ୟୁର ସଂକେତ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗ ସମୟ ବତାଉଥିବା ଜିନିଷ ପାଇଁ ଅଶୁଭ ଅଟେ । ଝରକା ଏବଂ କବାଟ ପାଖରେ ମଧ୍ୟ ଲଗାନ୍ତୁ ନାହିଁ । ଏମିତି ବହୁତ ଲୋକ ଅଛନ୍ତି ଯେଉ ମନେ କବାଟ ପଛରେ କିମ୍ବା ଝରକା ପଛରେ ଘଣ୍ଟାକୁ ଲଗାଇଥାନ୍ତି । ଏହା କରିବା ଦ୍ୱାରା ସେହି ପରିବାରର ସଦସ୍ୟଙ୍କ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଘଣ୍ଟା ଏବଂ କ୍ୟାଲେଣ୍ଡରକୁ କବାଟ ପାଖରେ କି ଝରକା ପାଖରେ ଲଗାଇବା ଉଚିତ ନୁହେଁ ।
ଘଣ୍ଟାକୁ ମୁଣ୍ଡ ଠାରୁ ଦୂରେଇ ରଖନ୍ତୁ । ଏବଂ ଜଣାନ୍ତୁ କି କିଛି ବି ପ୍ରକାରର ଘଡି ହଉ ପଛେ ଆପଣ ରାତିରେ ଶୋଇଲା ବେଳେ ଆପଣଙ୍କ ମୁଣ୍ଡ ଠାରୁ ଦୂରରେ ରଖନ୍ତୁ । କାରଣ ବହୁତ ରାତିରେ ଘଂଟାର ଟିକ ଟିକ ଆବାଜରେ ନିଦରେ ବାଧା ଆସିଥାଏ ଏବଂ ଏହା ସହିତ ଘଣ୍ଟା ଇଲେକ୍ଟ୍ରୋନିକ ବସ୍ତୁ ହୋଇଥିବାରୁ ସେଥିରୁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ରଶ୍ମି ବାହାରିଥାଏ । ଏହା ମସ୍ତିସ୍କ ଏବଂ ହୃଦୟ ଚାରି ପାଖରେ ଗୋଲ କୃତି ଏକ ବଳୟ କରିଦେଇଥାନ୍ତି । ତେଣୁ ଏହାର ପ୍ରଭାବରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଘଣ୍ଟା ସମୟ ଠାରୁ ଯେମିତି ପଛରେ ନ ଚଳେ ଏହାକୁ ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ ।
ଆପଣଙ୍କୁ ଧ୍ୟାନ ରଖିବା ଦରକାର କି ଘଣ୍ଟା ଯେମିତି ସମୟ ଠାରୁ ପଛରେ ନ ଚାଲେ । ଆପଣ ଆପଣଙ୍କ ଘଣ୍ଟାର ସମୟକୁ ୫- ୧୦ ମିନିଟ ଆଗକୁ କରିଦିଅନ୍ତୁ । ଏହା ଆପଣଙ୍କ ପାଇଁ ଭଲ ରହିବ । କାରଣ ସମୟ ସହିତ ଚାଳିବାରେ ହି ଆପଣଙ୍କର ଭଲ । ଏଥିରେ ବିକାଶର ରାହଶ୍ୟ ଲୁଚିକି ରହିଛି । ଜଫି ଘଣ୍ଟାର କାଚ ଭାଙ୍ଗିଯାଏ କି କ୍ୟାଲେଣ୍ଡର ଫାଟିଯାଏ ତାହେଲେ ଏହା ଅଶୁଭ ଫଳ ଦେଇଥାଏ ସେଥିପାଇଁ ଏହାକୁ ଆପଣ ଧ୍ୟାନ ରଖନ୍ତୁ । ଯଦି ଭାଙ୍ଗିଯାଇଛି ତାହେଲେ ଜଲଦି ଏହାକୁ ବଦଳାଇ ଆଉ ଏକ ନୂତନ ଘଣ୍ଟା ଆଣନ୍ତୁ । କରନା ଏହା ଦ୍ୱାରା ଆପଣଙ୍କ ପରିବାର ଉପରେ ବହୁତ ଖରାପ ପଭାବ ପଡିଥାଏ ।ଧ୍ୟାନ ରଖନ୍ତୁ କ୍ୟାଲେଣ୍ଡର ନ ଫଡ଼ିବା ଯେମିତି କୌଣସି ଚିତ୍ର ମଧ୍ୟ ନ ଥିବା ଭଲ । ଯେଉଁ ଘଣ୍ଟା ଚାଲୁନାହିଁ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଖରାପ ଘଣ୍ଟା ଆସୁଥିବା ପଇସାକୁ ରୋକିଥାଏ । ଚିତ୍ର ପାଖରେ ଘଣ୍ଟା କି କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । ସାମ୍ନା କାନ୍ଥରେ ଲଗାଇଲେ ଘରେ ଶାନ୍ତି ବଢ଼ିଥାଏ ।