June 24, 2025

Odia Express

Here, There and Everywhere

ମହାରାଜା ଏହି ଉପାୟ ଆପଣାଉଥିଲେ ମଶା ମାନଙ୍କୁ ବାହାର କରିବା ପାଇଁ – ଏହି ଜିନିଷ ବ୍ୟବହାର କଲେ ମଶା ଆପଣଙ୍କ ଘର ମାଡ଼ିବେ ନାହିଁ..

1 min read

ଆପଣ ଜାଣିଥିବେ ଆଜିକାଲି ମଶା ମାନଙ୍କ ସଂଖ୍ୟା କେତେ ବଢିଯାଇଛି।ଏହାର କାରଣ ହେଉଛି ଆଜିକାଲିର ଯେଉଁ ଅପରିଷ୍କାର ପରିବେଶ।ଏହା ଦ୍ଵାରା ମାନଙ୍କ ସଂଖ୍ୟା ବଢିଚାଲିଛି।ଏହା ଡେଙ୍ଗୁ ମ୍ୟାଲେରିଆ ମଧ୍ୟ ବଢି ସାରିଛି।ମଶା ମାନଙ୍କୁ ଘରୁ ବାହାର କରିବା ପାଇଁ ବଜାରରେ ଯେଉଁ ବତୀସବୁ ମିଳୁଛି ଏହା ଦ୍ଵାରା ମଶା ତ ବାହାରିଯାଉଛନ୍ତି ଓ ମରୁଛ ଏହା ସହ ଏହାକୁ ବ୍ୟବହାର କରିବା ଆମ ଶରୀର ପାଇଁ ବହୁତ କ୍ଷତିକାରକ ।କାରଣ ଏହା ଦେହରେ ଅନେକ କ୍ଷତି କାରକ ଗ୍ୟାସ ଅଛି ଯାହା ଆମ ନିଶ୍ୱାସରେ ଯିବା ଦ୍ଵାରା ଅନେକ ରୋଗ ସୃଷ୍ଟି କରିଥାଏ। ବଜାରରେ ମିଳୁଥିବା ବତୀ ଦ୍ଵାରା ପ୍ରଥମେ କିଛି ହୋଇନଥାଏ କିନ୍ତୁ ଅଧିକ ଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କର ଅନେକ କ୍ଷତି କରିଥାଏ।ଖାସ କରି ଏହା ଛୋଟ ଛୁଆଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ।ତେଣୁ ଏହା ଠୁ ଦୁରେଇ ରୁହନ୍ତୁ।

କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଏହା ମଶାମାନଙ୍କ ଠୁ ମୁକ୍ତି ଦେବାସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରଖିଥାଏ।ଏହା ଆପଣଙ୍କ ଚେହେରା ପାଇଁ ମଧ୍ୟ ଲାଭଦାୟକ।ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଓ କିପରି ତାର ବ୍ୟବହାର କରିବା।ଆପଣଙ୍କୁ ଏଥିପାଇଁ ପ୍ରଥମେ ଆବଶ୍ୟକ ଭିଟାମିନ -ଇ କ୍ୟାପସୁଲ ଯାହା ଆପଣ କୌଣସି ବି ଔଷଧ ଦୋକାନରୁ ଆଣିପାରିବେ।ଏହା ପରେ ଗୋଟିଏ କ୍ୟାପସୁଲକୁ ଫଟାଇ ତାର ଲିକୁଇଡ଼ ବାହାର କରି ରଖନ୍ତୁ।ଏହା ପରେ ଆବଶ୍ୟକ ଆଲମଣ୍ଡ ଅୟେଲ ବା ବାଦାମ ତେଲ ଏଥିରେ ମଧ୍ୟ ଅଧିକ ପରିମାଣର ଭିଟାମିନ-ଇ ଥାଏ।

ଏକ ଚାମଚ ବାଦାମ ତେଲ ସେଥିରେ ମିଶାନ୍ତୁ।ଏହା ପରେ ଦୁଇଟି ଯାକ ଜିନିଷକୁ ଆପଣ ଭଲସେ ମିଶାଇ ଦିଅନ୍ତୁ।କିଛି ସମୟ ମିଶାଇବା ପରେ ସେଥିରେ ଆପଣ ଏକ ଚାମଚ ଆଲୋଭରା ଜେଲ ମିଶାଇ ଦିଅନ୍ତୁ।ଏହା ପରେ ସବୁକୁ ଭଲସେ ମିଶାନ୍ତୁ।

ଏହା ଦ୍ଵାରା ଆପଣଙ୍କ ତ୍ୱଚା ସୁନ୍ଦର ହେବ ।ଏହାକୁ ଆପଣ ପ୍ରସ୍ତୁତ କରି କିଛି ଦିନ ରଖିପାରିବେ।ଏହାକୁ ଆପଣ ରାତିକୁ ଶୋଇବା ପୂର୍ବରୁ ନିଜ ଶରୀରରେ ଲଗାଇ ଦିଅନ୍ତୁ।ଡରିବେ ନାହିଁ ଏହାର ଖରାପ ପ୍ରଭାବ ଆପଣଙ୍କ ଶରୀରରେ ପଡିବ ନାହିଁ।ଏହା ପରେ ମଶା ଜମାବି ଆପଣଙ୍କ ପାଖୁ ଆସିବେ ନାହିଁ।କାରଣ ବାଦାମ ତେଲ , ଆଲୋଭରା ଜେଲ ଓ ଭିଟାମିନ-ଇ ଏସବୁ ମଶା ମାନଙ୍କୁ ପସନ୍ଦ ନୁହେଁ ଯାହା ଦ୍ୱାରା ମଶା ଆପଣଙ୍କ ପାଖୁ ଆସିବେ ନାହିଁ।

ବଜାରରେ ବି ଯେଉଁ କ୍ରିମ ଆସିଥାଏ ଲଗାଇବା ପାଇଁ ସେଥିରେ ମଧ୍ୟ ଏହିସବୁ ଜିନିଷ ମିଶା ହୋଇଥାଏ।ଏହା ମଶା ମାନଙ୍କୁ ଦୂରରେ ରଖିବା ସହିତ ଆପଣଙ୍କ ଶରୀରକୁ ମଧ୍ୟ ସୁନ୍ଦର କରିଥାଏ।ଏହା ଦ୍ଵାରା ଆପଣ ବଜାରରୁ ମିଳୁଥିବା ରୋଗକାରୀ ବତୀଠାରୁ ମଧ୍ୟ ମୁକ୍ତି ପାଇପାରିବେ।

Leave a Reply

Your email address will not be published. Required fields are marked *