June 21, 2025

Odia Express

Here, There and Everywhere

ମରିବା ପୂର୍ବରୁ ଏ ତିନିଟି ପ୍ରଶ୍ନ ନିଜ ସାଥୀଙ୍କୁ ନିଶ୍ଚିତ ପଚାରନ୍ତୁ – ଜଣା ପଡିବ ସେ ଆପଣାକୁ କେତେ ପ୍ରେମ କରନ୍ତି – ସବୁ ପୁଅ ଝିଅ ନିଶ୍ଚୟ ପଢନ୍ତୁ ଏହି କଥା..

ଆଜି ଆମେ ଜାଣିବା ୩ ଟି ଏମିତି ପ୍ରଶ୍ନ ବିଷୟରେ ଯାହା ଆପଣ ନିଜ ସାଥଙ୍କୁ ପଚାରି ନେବେ ତାହେଲେ ଆପଣ ଜାଣିପାରିବେ ସେ ଆପଣଙ୍କୁ କେତେ ଭଲ ପାଉଛନ୍ତି।ଆମେ ଆପଣଙ୍କୁ ଏଠାରେ ସିଧାସଳଖ ଭାବରେ ଜଣାଇ ଦେଉଛୁକି ଆମେ ଆପଣଙ୍କୁ ପଚାରିବାକୁ ଯାଉଥିବା ଏ ତିନୋଟି ପ୍ରଶ୍ନ ସିଧାସଳଖ ଭାବରେ ମନୋବିଜ୍ଞାନ ଉପରେ ନିର୍ଭରିତ ଅଟେ।ଆପଣଙ୍କ ସାଥି ଯେତେ ଚାଲାଖ ହୋଇଥିଲେ ମଧ୍ୟ ଆପଣଙ୍କ ସହିତ ଯେତେ ନାଟକ କରୁଥାଆନ୍ତି ଯାହା ଆପଣ ଜାଣି ପାରନ୍ତି ନାହିଁ।ଯଦି ଆପଣ ତାଙ୍କୁ ଏହି ପ୍ରଶ୍ନ ଗୁଡିକ ଏହି ପରିକ୍ରମରେ ପଚାରି ନେଉଛନ୍ତି ତାହେଲେ ଏହା ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବକି ଆପଣଙ୍କ ସାଥି ଆପଣଙ୍କୁ କେତେ ମାତ୍ରାରେ ଭଲ ପାଉଛନ୍ତି ନହେଲେ ଭବିଷ୍ୟତରେ ସେ ଆପଣଙ୍କ ସହିତ କଣ କରିବ ଆଉ ତାସହିତ ବହୁତ କିଛି ଜିନିଷ ସଫା ହୋଇଯିବ।

ଆମେ ଏଠାରେ ଆପଣଙ୍କୁ ଏହା ଜଣେଇବାକୁ ଚାହୁଁଚୁକି ଅପଣ ନିଜେ ନିଜ ସାଥୀର ଇଛା ଜାଣିପାରିବେ ସେ ପ୍ରକୃତରେ କଣ ଚାହୁଁଛନ୍ତି ସେ କଣ ଇଛା କରୁଛନ୍ତି ସେ ବିଷୟରେ ଆପଣ ବହୁତ ସହଜରେ ଜାଣିପାରିବେ।ତେବେ ଚାଲନ୍ତୁ ଜାଣିବା ଆମର ପ୍ରଥମ ପ୍ରଶ୍ନ ବିଷୟରେ।ଆପଣ ନିଜ ସାଥିକୁ ପଚାରିବେକି ତମେ ମତେ କାହିଁକି ଭଲ ପାଉଛ ?ଆପଣ ଏ ପ୍ରଶ୍ନ ପଚାରୁ ପଚାରୁ ଏହା ସିଦ୍ଧ ହୋଇଯିବକି ଆପଣଙ୍କ ସାଥି କେମିତି ଓ ଆପଣଙ୍କୁ ସତରେ ଭଲ ପାଉଛନ୍ତିକି ନାହିଁ ? ଦେଖିବାକୁ ଗଲେ ଏହାର ସଠିକ ଉତ୍ତର ହେଉଛି ଜଣା ନାହିଁ ସେ ଆପଣଙ୍କୁ ଉତ୍ତର ଦେବକି ଜଣାନାହିଁ।ଏଠି ଦେଖନ୍ତୁ ଆମେତାଙ୍କୁ କଣ ପଚାରିଲେ ଆମେ ତାଙ୍କୁ ପଚାରିଲେ ତମେ ମତେ କାହିଁକି ଭଲ ପାଅ ? ଏହାର ଉତ୍ତର ହେଉଛି ଜଣାନାହିଁ କି ମୁଁ କାହିଁକି ଏତେ ଭଲ ପାଉଛି କି ଏହାର ପ୍ରକୃତ କାରଣ କଣ ?

ଗୋଟେ ଛୋଟ ଉଦାହରଣ ଦେଖିବା ଯଦି ସେ ଆପଣଙ୍କୁ କହିଲେ ମୁଁ ତମକୁ ଭଲ ପାଇବାର ମୁଖ୍ୟ କାରଣ ହେଲା ତମେ ଦେଖିବାକୁ ବହୁତ ସୁନ୍ଦର।ତାହେଲେ ସେଠି ସେ ଝିଅ ତାଙ୍କୁ ଭଲ ପାଇବା ପଛରେ ମୁଖ୍ୟ କାରଣ ହେଉଚି ସେ ପୁଅ ଦେଖିବାକୁ ସୁନ୍ଦର।ତାପରେ କିଛିଦିନ ପରେ ଯଦି ଆପଣ ସୁନ୍ଦର ଦେଖାଯିବେନି ତାହେଲେ ଆପଣଙ୍କ ଭଲ ପାଇବା ମଧ୍ୟ କମିଯାଇ ପାରେ।ଆଉ ଯଦି ଆଉ କିଏ କହିଲେ ଆପଣଙ୍କ ହୃଦୟ ବହୁତ ଭଲ ଅଟେ ବୋଲି ମୁଁ ଆପଣଙ୍କୁ ସେଥିପାଇଁ ଭଲ ପାଉଛି।ଆପଣଙ୍କ ହୃଦୟ ଭଲ ବୋଲି ସେ କେମିତି ଜାଣିଲେ ଆପଣଙ୍କ କେତେକ ଭଲ ଗୁଣ କିମ୍ବା ସ୍ୱଭାବରୁ ଏହା ଜଣାପଡିଛି।ଯଦି ଭବିଷ୍ୟତରେ ଏହା କେତେବେଳେ କେତେ ମାତ୍ରାରେ ପରିବର୍ତ୍ତନ ହୋଇଯାଏ ତାହେଲେ ଆପଣଙ୍କ ଭଲ ପାଇବା ମଧ୍ୟ ପରିବର୍ତ୍ତନ ହୋଇଯାଇ ପାରେ।ତେଣୁ ଯଦି ସାମ୍ନା ଲୋକ ଆପଣଙ୍କୁ ସତରେ ଭଲ ପାଉଥିବ ତାହେଲେ ତାର ଉତ୍ତର ହେବ ଆମେ ଜାଣିନୁ।

ତାପରେ ଜାଣିବା ଦ୍ଵିତୀୟ ପ୍ରଶ୍ନ ବିଷୟରେ ସେ ହେଉଛି ଯଦି ତମ ପରିବାର ତମ ବାହାଘର ଆଉ କାହାସହିତ କରେଇବ ତାହେଲେ ତମେ କଣ କରିବ ? ଏହାର ଉତ୍ତର ହେବ ପ୍ରାୟ ଏମିତି କାହା ଭିତରେ ସାହାସ ନାହିଁ।ତାଙ୍କ ପରିବାର ଲୋକମାନେ କାନ୍ଧି ଡ଼ରେଇ ତାଙ୍କୁ ବାହା କରେଇ ଦେଇ ପାରନ୍ତି କିନ୍ତୁ ତଥାପି ସେ ତାକୁ ଜାଣି ମଧ୍ୟ ସେ ନଡ଼ରିକି ତାଙ୍କ ପରିବାର ଲୋକମାନଙ୍କ ଠାରୁ ଭୟ ନକରି ସାହାସି ହୋଇ ସେ ଆପଣଙ୍କ ଉପରେ ନିଜ ଭଲ ପାଇବା ଜଣେଇ ଆପଣଙ୍କ ମନବଳ ବଢ଼େଇବା ପାଇଁ ସେ ଆପଣଙ୍କ ଆଗରେ ଏକଥା କହିଥାନ୍ତି।ଏହାଦ୍ୱାରା ଜଣାପଡ଼ିଥାଏ ସେ ଆପଣଙ୍କୁ କେତେ ଭଲ ପାଇଥାନ୍ତି।

ତାପରେ ଜାଣିବା ତୃତୀୟ ପ୍ରଶ୍ନ ବିଷୟରେ,ତୃତୀୟ ପ୍ରଶ୍ନ ହେଉଛି ତମ ପାଖରେ ଶେଷ ୨୪ ଘଣ୍ଟା ଥିବ ତାହେଲେ ଆପଣ ମୋ ସହିତ କଣ କରିବାକୁ ଚାହୁଁଛନ୍ତି ? ଏହାର ସଠିକ ଉତ୍ତର ହେଲା  ଆପଣଙ୍କ କୋଳରେ ମରିବାକୁ ଚାହୁଁଛୁ।ଆପଣ ଏଠି ଧ୍ୟାନ ରଖିବେ ତାଙ୍କୁ ପଚାରିବେ କି ମୋ ସହିତ କଣ କରିବାକୁ ଚାହୁଁଛନ୍ତି ?ଯଦି ପୁଅ ଥୁବ ଆଉ ସେ କହିବ ମୁଁ ଆପଣଙ୍କ ସହିତ ବୁଲିବାକୁ ଚାହୁଁଛି ଆଉ ଆପଣଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛି ଆଉ ଶେଷ ସମୟରେ ଦୁନିଆତ ସମାପ୍ତ ହେବାକୁ ଯାଉଛି ତାହେଲେ ମୁଁ ତମ କୋଡ଼ରେ ଶୋଇ ଏହି ଶେଷ ଜୀବନ ବ୍ୟତୀତ କରିବାକୁ ଚାହୁଁଛି।ତାହେଲେ ଏଠାରେ ଜଣାପଡିବ ସେ ଆପଣଙ୍କୁ କେତେ ମାତ୍ରରେ ଭଲ ପାଉଛି।ଏହି ୩ ଟି ପ୍ରଶ୍ନ ଦ୍ୱାରା ଆପଣଙ୍କ ମାନସିକ ସ୍ତର ସମ୍ପୂର୍ଣ୍ଣ ଭାବରେ କ୍ଲିଅର ହୋଇଯିବ।ଏହା ଥିଲା କେତେକ ମନୋବିଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *