ଖାଲି ପେଟରେ କରନ୍ତୁ ଏହି ଉପାୟ ଯାହା ଦ୍ବାରା ଆପଣଙ୍କୁ ଅଣ୍ଟା ବ୍ୟଥା ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ମିଳିବ
1 min readଅଣ୍ଟା ବ୍ୟଥା ଆଜିକାଲିର ଏକ ସବୁଠାରୁ ବଡ଼ ସମସ୍ୟା ଅଟେ। ଅଣ୍ଟା ବ୍ୟଥା ରେ ପୀଡ଼ିତ ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତେ ଏହି ସମସ୍ୟା ରେ ପୀଡ଼ିତ ହେଉଛନ୍ତି। ଏହା ଏକ ଏପରି ରୋଗ ଏହା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ର କାମ କରିବା ପାଇଁ ଆପଣଙ୍କୁ ସକ୍ଷମ ଲାଗେ ନାହିଁ।ଯଦି ଆପଣ କୌଣସି ପୁରୁଣା ଅଣ୍ଟା ବ୍ୟଥା ରୋଗରେ ପୀଡିତ ଅଛନ୍ତି ଏବଂ ଆପଣଙ୍କ ମା, ଝିଅ କିମ୍ବା ଭଉଣୀ ଅଣ୍ଟା ବ୍ୟଥା ରୋଗରେ ପୀଡ଼ିତ ଅଛନ୍ତି ଆମେ କହିବାକୁ ଯାଉଥିବା ଉପାୟ ସେହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ମୂଳରୁ ଆପଣଙ୍କ ଠାରୁ ଦୂର ହୋଇଯିବ। ଆପଣ ଖାଉଥିବା ଇରାଜୀ ଔଷଧ ଖାଇବା ଦ୍ୱାରା ଏହାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇ ଥାଏ କିନ୍ତୁ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ଉପାୟ ସମ୍ପୂର୍ଣ୍ଣ ପ୍ରାକୃତିକ ଔଷଧ ଅଟେ। ଏହା ଦ୍ବାରା ଆପଣଙ୍କୁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଦେଖାଦିଏ ନାହିଁ।ଆସନ୍ତୁ ଜଣାଇବା
ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରଥମ ଜିନିଷ ଟି ହେଉଛି ଚଣା ଏବଂ ଦ୍ଵିତୀୟ ଜିନିଷଟି ହେଉଛି କିସମିସ। ଏହି ଦୁଇଟି ଜିନିଷ କୁ ନେଇ ଆଜି ପ୍ରସ୍ତୁତ କରିବା ଏକ ଏପରି ଉପାୟ ଯାହାଦ୍ୱାରା ଆପଣଙ୍କର ଥିବା ଅଣ୍ଟା ବ୍ୟଥା ର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ଆପଣ ପ୍ରଥମେ କିସମିସ ରୁ ୧୫-୨୦ ଟି ଦାନା ଏବଂ ଭଜା ଚଣାରୁ ୧୦ଟି ଦାନା ନିଅନ୍ତୁ। ଆପଣଙ୍କୁ ଏହା ଯେକୌଣସି ଦୋକାନ ବା ବଜାରରେ ବହୁତ ସହଜରେ ମିଳିଯିବ। ଆପଣ କିସମିଶର ଏକ ପ୍ୟାକେଟ ଏବଂ ଚଣା ର ଏକ ପ୍ୟାକେଟ ନେଇ ଆସନ୍ତୁ ଏବଂ ପ୍ରତିଦିନ ଏହି ଉପାୟ କରନ୍ତୁ, ଏହି ପରି ପ୍ରତିଦିନ କରିବା ଦ୍ୱାରା ଆପଣଙ୍କୁ ଅଣ୍ଟା ବ୍ୟଥା ଜନିତ ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ମିଳିଥାଏ।
ବର୍ତ୍ତମାନ ଆପଣଙ୍କୁ ଦୁଇଟି କିସମିଶ ଦାନା ଏବଂ ଗୋଟିଏ ଚଣା ଦାନା କୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହି ପରି ଭାବରେ ଆପଣ ନେଇଥିବା ପ୍ରତ୍ୟେକ ଦାନା କୁ ସକାଳୁ ଉଠି ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହି ପରି ଭାବେ ଆପଣ ପ୍ରତିଦିନ ସକାଳେ ଲଗାତର ଭାବରେ ୧୦ ରୁ ୧୨ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ଖାଆନ୍ତୁ। ଏପରି କରିବା ଦ୍ବାରା ମାଆ, ଝିଅ, ଭଉଣୀ ମାନଙ୍କ ର ଥିବା ଅଣ୍ଟା ବ୍ୟଥା ର ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାଏ। ଏହି ସମସ୍ୟା ଆଜିକାଲି ର ସବୁଠାରୁ ବହୁତ ବଡ଼ ସମସ୍ୟା ଭାବରେ ଦେଖା ଯାଉଛି। ଏହି ସମସ୍ୟା ସୃଷ୍ଟି ହେବା ଦ୍ୱାରା ଆପଣଙ୍କୁ ଘରର କୌଣସି ମଧ୍ୟ କାମ କରିବା ପାଇଁ ଇଚ୍ଛା ହୁଏ ନାହିଁ।
ଯଦି ପୁରୁଷମାନେ ମଧ୍ୟ ଏହିପରି ଅଣ୍ଟା ବ୍ୟଥାର ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ପୁରୁଷ ମାନେ ମଧ୍ୟ ଏହି ପରି ଭାବରେ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଦୁଇଟି କିସମିସ ଏବଂ ଗୋଟିଏ ଚଣା କୁ ଚୋବେଇ ଚୋବେଇ ଖାଆନ୍ତୁ। ଏପରି ନିୟମିତ ଭାବରେ କରିବା ଦ୍ୱାରା ଆପଣଙ୍କ ର ଥିବା ଅଣ୍ଟା ବ୍ୟଥା ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାଏ। ଯଦି ଆପଣ ମଧ୍ୟ ଏହିପରି ଭାବରେ ଅଣ୍ଟା ବ୍ୟଥା ସମସ୍ୟା କୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହି ଉପାୟ ନିୟମିତ ଭାବରେ କରି ନିଜର ସମସ୍ୟା କୁ ସମ୍ପୂର୍ଣ୍ଣ ଭାବରେ ଦୂର କରନ୍ତୁ।