October 10, 2025

Odia Express

Here, There and Everywhere

S ଓ T ନାମରେ ବ୍ୟକ୍ତିଙ୍କ ମଧ୍ୟରେ ତୁଳନା – କିଏ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଶକ୍ତିଶାଳୀ ଓ ଏମାନଙ୍କ ଯୋଡି କିପରି ରହିବ ଜାଣିରଖନ୍ତୁ..

1 min read

S ଓ T ନାମର ବ୍ୟକ୍ତି ମାନଙ୍କ ମଧ୍ୟରେ ତୁଳନା କରିବା ଏହି ଭିଡ଼ିଓର ମୁଖ୍ୟ ଆକର୍ଷଣ। S ରେ ସୁଶାନ୍ତ ସିଂହ ରାଜପୁତ ଓ T ରେ ଟାଇଗର ଶ୍ରଫ ଙ୍କୁ ଉଦାହରଣରେ ନେଇ ଏହି ତୁଳନା କରାଯାଇଛି। ହେଲେ ତା ପୂର୍ବରୁ ଆମେ S ଓ Tର ବ୍ୟକ୍ତିଙ୍କ ସ୍ଵଭାଵ ସମ୍ପର୍କରେ ଅବଗତ ହେବା। ଯେଉଁ ବ୍ୟକ୍ତିଙ୍କ ନାମ S ରେ ଆରମ୍ଭ ହୋଇଥାଏ ସେ ନେତା ସଦୃଶ ଅଟନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ପାହଚ ଚଢିଥାନ୍ତି।ଏମାନଙ୍କ ହୃଦୟ ବହୁତ ସୁନ୍ଦର ହୋଇଥାଏ। ଏମାନେ ବହୁତ ରସିକ ହୋଇଥାନ୍ତି। ଏମାନେ ଆଦୌ ଧୋକାବଜ ହୋଇନଥାନ୍ତି।ଏହାର ଏକ ଉଦାହରଣ ହେଉଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସେ ବହୁତ ଭଲ ଅଭିନୟ କରନ୍ତି। ଧୋନୀଙ୍କ ଜୀବନୀରେ ତାଙ୍କ ଅଭିନୟର ଝଲକ ହୃଦୟସ୍ପର୍ଶୀ ଅଟେ।

ସେ ବହୁତ ଆକର୍ଷକ ଅଟନ୍ତି।ଏବଂ ବହୁତ ରହସ୍ୟପୂର୍ଣ୍ଣ ହୋଇଥାନ୍ତି। ଏମାନେ ନିଜ ମନ କଥା ସମସ୍ତଙ୍କୁ କୁହନ୍ତି ନାହିଁ।ଏମାନେ ଭିତରୁ ଓ ବାହାରୁ ବହୁତ ସୁନ୍ଦର ହୋଇଥାନ୍ତି।ଏମାନେ ରାଗିବା ସମୟରେ ଏମାନଙ୍କ ମାନସିକ ସ୍ଥିତି ଖରାପ ହୋଇଯାଏ। ଏମାନେ ବହୁତ ଉଦାର ସ୍ୱଭାବର ଅଟନ୍ତି।ଯେମିତିକି ସୁଶାନ୍ତ ସିଂହ ରାଜପୁତ। ସେ ଅନ୍ୟ ମାନଙ୍କ ଦୁଃଖ ଦେଖି ସହି ପାରନ୍ତି ନାହିଁ। ଏମାନେ ନିଜ ବନ୍ଧୁଙ୍କ ସାଥୀ କେବେ ଛାଡି ନଥାନ୍ତି।ଏମାନେ ନିଜ ଜୀବନରେ ବହୁତ ପ୍ରତିଷ୍ଠା ଓ ପଇସା ହାସଲ କରିଥାନ୍ତି।

ବର୍ତ୍ତମାନ ଆମେ T ନାମର ବ୍ୟକ୍ତିମାନଙ୍କ ଉଦାହରଣ ନେବା। ଏବଂ ଜାଣିବା ଏମାନଙ୍କ ସ୍ଵଭାଵ କିପରି ହୋଇଥାଏ।ଏହାର ଏକ ଉଦାହରଣ ହେଉଛି ବଲିଉଡ ଅଭିନେତା ଟାଇଗର ଶ୍ରଫ।ଏହି ବ୍ୟକ୍ତି ମାନେ ବହୁତ ହୁସିଆର ଓ ସୁନ୍ଦର ହୋଇଥାନ୍ତି। ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ଏମାନଙ୍କ ତର୍କ ଶକ୍ତି ପ୍ରଖର ହୋଇଥାଏ।

T ନାମର ବ୍ୟକ୍ତି ମାନେ ପ୍ରଶାସନିକ କ୍ଷତ୍ରରେ ବହୁତ ସଫଳତା ଅର୍ଜନ କରିଥାନ୍ତି। ଏମାନେ ବହୁତ ପରିଶ୍ରମୀ ଅଟନ୍ତି। କଠିନ ପରିଶ୍ରମ ଦ୍ୱାରା ଏମାନେ ସଫଳତାର ଶୀର୍ଷରେ ପହଂଚିଥାନ୍ତି।ଏମାନେ ସବୁବେଳେ ଅନ୍ୟର ମଙ୍ଗଳ ଚାହାନ୍ତି। ଅଭିନେତା ଟାଇଗର ଶ୍ରଫ ନିଜ କଠିନ ପରିଶ୍ରମ ବଳରେ ବିଶେଷ ସଫଳତା ଅର୍ଜ୍ଜନ କରିଛନ୍ତି। ଏମାନେ ପ୍ରେମ ଓ ଯୋୖନ କ୍ଷେତ୍ରରେ ଉଦାସୀନ ଅଟନ୍ତି। ଏମାନେ ନିଜ ଦୁଃଖ କାହାକୁ କୁହନ୍ତିନି ହେଲେ ସବୁବେଳେ ଅନ୍ୟର ଖୁସି ଚାହାନ୍ତି। ଯାହାକି ଏମାନଙ୍କ ଭଲ ଗୁଣ ଅଟେ।ଏମାନେ ଷ୍ଟଣ୍ଟ କ୍ଷତ୍ରରେ ଭଲ କୃତିତ୍ୱ ଅର୍ଜନ କରନ୍ତି। ଯେମିତିକି ଅଭିନେତା ଟାଇଗର ଶ୍ରଫ।

ବର୍ତ୍ତମାନ ଆପଣମାନେ ଏହି ଦୁଇ ନାମର ବ୍ୟକ୍ତିଙ୍କ ମଧ୍ୟରେ ତୁଳନା ଜାଣିଲେ। ଆପଣମାନେ ନିଜେ ଜାଣିପାରୁଥିବେ ଏମାନଙ୍କ ମଧ୍ୟରେ ବେଶି ଭଲ କେଉଁଠି?? ଆଶାକରୁଛି ଏହି ଭିଡ଼ିଓ ଆପଣଙ୍କ ପସନ୍ଦ ଆସିବ।ଏବଂ ଆପଣଙ୍କ ଉପକାରରେ ଆସିବ।ଆପଣମାନେ ମଧ୍ୟ ନିଜ ନାମ ଅନୁସାରେ ନିଜ ସ୍ଵଭାଵ ଜାଣିବାରେ ସମର୍ଥ ହେବେ ଏବଂ ତୁଳନା କରି ପାରିବେ।

Leave a Reply

Your email address will not be published. Required fields are marked *