June 26, 2025

Odia Express

Here, There and Everywhere

ଯଦି ଆପଣଙ୍କ ହାତ ଗୋଡ଼ ଝିମ ଝିମ ହେଇଯାଉଛି ତାହେଲେ ସାବଧାନ ହୋଇଯାଅନ୍ତୁ – ଜାଣିରଖନ୍ତୁ କିପରି ସମାଧାନ କରିବେ..

1 min read

ନମସ୍କାର, ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି ଯଦି ଆପଣଙ୍କ ହାତ ଗୋଡ଼ ଝିମଝିମ ହୋଇଯାଉଛି ବା ଶାନ୍ତ ହୋଇଯାଉଛି ତାହେଲେ ସାବଧାନ ହୋଇଯାଅନ୍ତୁ।ଏହା ଆପଣ ମାନଙ୍କୁ ନିଶ୍ଚିନ୍ତ ଜାଣିବା ଦରକାରକି ଏହା ସବୁ ହେବାର କାରଣ କଣ ? ଆଉ ଏମାନଙ୍କର ପ୍ରତିକାର କଣ ? ବେଳେବେଳେ ଏମିତି ଲାଗେ କି ଆମ ହାତ ଗୋଡ଼ ଶୂନ୍ୟ ହୋଇଯାଏ ଆଉ ଝିମଝିମ ହେବାରେ ଲାଗେ।ଆଉ ଏ ଝିମଝିମ ହେବାର କିଛି ସମୟ ପରେ ଏହା ଠିକ ହୋଇଯାଏ ଓ ତାପରେ ସମ୍ପୂର୍ଣ୍ଣ ମାସ ପର୍ଯ୍ୟନ୍ତ ଆମକୁ କିଛି ଜଣା ପଡେନାହିଁ ସେ ଗୋଡ଼ ସେମିତି ଶୂନ୍ୟ ହେଇକି ରହିଥାଏ।ଯଦି ଆପଣଙ୍କୁ ଏହି ଭଳି କିଛି ସମସ୍ୟା ଭୋଗିବାକୁ ପଡୁଛି ତାହେଲେ ଆପଣ ଆଗକୁ ନିଶ୍ଚିତ ପଢ଼ନ୍ତୁ।

ବେଳେବେଳେ ଏମିତି ଶୂନ୍ୟ ହେବା ଯେମିତି ଛୁଞ୍ଚି ଫୁଟି ଯାଉଛି କିମ୍ବା ପୋକଜୋକ ଚାଲୁଛନ୍ତି କିଛି ସମୟ ପର୍ଯ୍ୟନ୍ତ ଏମିତି ହିଁ ଅନୁଭବ ହୋଇଥାଏ।ତାପରେ ଏହି ଗୁଡିକ ୧-୨ ମିନିଟ ପର୍ଯ୍ୟନ୍ତ ହୋଇଥାଏ ତାପରେ ଭଲ ହୋଇଯାଏ।ଆମେ ଚେକାମାଳି ପକେଇ ବହୁତ ସମୟ ପର୍ଯ୍ୟନ୍ତ ବସିଜିବାତ ଆମକୁ ଏହି ଝିମଝିମ ହେବାର ସମସ୍ୟା ହୋଇପାରେ ଆଉ ବହୁତ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିଲେ ଯେମିତି ଲାଗେ ପାଦ ଆଉ ନାହିଁ ବୋଲି।ତାପରେ ଆମକୁ ଠିଆ ହେବାରେ ଅଳ୍ପ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ।ଆମ ହାତ ଗୋଡ଼ରେ ଏହି ଭଳି ଅନୁଭବ ହୋଇଥାଏ କିନ୍ତୁ ଇଏ କିଛି ସମୟ ପରେ ଠିକ ହୋଇଗଲେ ଆମେ ଭାବଉ ଏ ଏମିତି ହୋଇଯାଇଥିଲା ଜାହେଉ ଭଲ ହୋଇଗଲା ଏବେ ଠିକ ଅଛି।

ଏହା ଏମିତି ରୋଗର ସଙ୍କେତ ଅଟେ ଯାହାକି ବହୁତ ଭୁଲ ଅଟେ ଏହାକୁ ହାଲ୍କା ଭାବରେ ନେବା ସେଥିପାଇଁ ହାତ ଗୋଡ଼ର ଶୂନ୍ୟ ହେବା ପଛରେ କଣ କାରଣ ଅଛି ଆସନ୍ତୁ ଜାଣି ରଖିବା।ଏହାର ପ୍ରମୁଖ କାରଣ ହେଲା ଏହା ଆମ ଶରୀରରେ କ୍ୟାଲସିୟମ ଅଭାବରୁ ଏହି ସବୁ ଅସୁବିଧା ହୋଇଥାଏ।ଯଦି ଆମ ଶରୀରରେ କ୍ୟାଲସିୟମ ଅଭାବ ହୋଇଥାଏଆ ତାହେଲେ ଆମର ହାତ ଓ ଗୋଡ଼ ଶୋଇବାକୁ ଲାଗେ।ଏହା ବ୍ୟତୀତ ଆମେ କହି ପାରିବା ଶରୀରରେ ଭିଟାମିନ-ଡ଼ି ୧୨ କାରଣରୁ,ମ୍ୟାଗନେସିୟମ ଅଭାବରୁ ଆମ ଶରୀରରେ ଏ ଝିମ ଝିମ ବା ଶୁନ ପଣ ଆସିଥାଏ।ଏହା ଦ୍ଵାରା ରକ୍ତ ପ୍ରବାହ ସକାଳ ସମୟରେ ଭଲଭାବରେ ହୋଇପାରି ନଥାଏ।ଆମେ ଯଦି ଚେକାମାଳି ପକେଇ ବସି ଯାଉଛୁ ଆଉ ହାତ ଗୋଡ଼ ଶୂନ ହେଉଛି ତାହେଲେ ଆମକୁ ନିଜର ଖାଦ୍ୟ ପେୟ ଓ ନିତିଯିବନରେ କିଛି ପରିବର୍ତ୍ତନ ଆଣିବାର ଅଛି।

ଯେମିତି ଭିଟାମିନ ଓ କ୍ୟାଲସିୟମ ଅଭାବରେ ଆମ ହାତର ଆଙ୍ଗୁଳି ଶୂନ୍ୟ ହୋଇଯାଇଥାଏ।ଆଇରନ କିମ୍ବା ଭିଟାମିନ-ଡି ୧୨ ର ଅଭାବ କାରଣରୁ ଆମ ହାତ ଗୋଡ଼ରେ ଝିମ ଝିମ ହେବା ସହିତ ଆଙ୍ଗୁଠି ଗୁଡିକ ମଧ୍ୟ ପ୍ରଭାବିତ ହୋଇଥାଏ।ଏବେ ଆସନ୍ତୁ ଜାଣିବା ଏଗୁଡ଼ିକୁ ଠିକ କିପରି କରିପାରିବା ରକ୍ତ ପ୍ରବାହ ସଠିକ କରିବା ପାଇଁ ଆମକୁ ସବୁଦିନ ବ୍ୟାୟାମ କରିବା ଆଵଶ୍ୟକ ହୋଇଥାଏ।ଆମକୁ ଭିଟାମିନ-ବିର ଖାଦ୍ୟ ଖାଇବାର ଅଛି,ଯାହାଦ୍ୱାର ଆମ ଆମ ଶରୀରରେ ହେଉଥିବା ଝିମଝିମ ପଣ ଆଉ ଶୂନ୍ୟ ତା ଠିକ ହେବ।ଏହି ଭିଟାମିନ ଅଭାବରୁ ହାତ ଗୋଡ଼ ଶୂନ୍ୟ ହେବା ବାହୁ ଶୂନ୍ୟ ହେବା ଭଳି ସମସ୍ୟା ଦେଖାଯାଇଥାଏ।ସେଥିପାଇଁ ଆପଣ ଅଣ୍ଡା,ଆଳୁ,କଦଳୀ,ମାଂସ,ଓଟମିଲ,କ୍ଷୀର,ଦହି,
ପନିର ଏହି ସବୁଜିନିଷର ସେବନ କରିବାର ଅଛି।

ଏହା ବ୍ୟତୀତ ଶରୀରରେ ପ୍ରାୟ ମ୍ୟାଗନେସିୟମ ଅଭାବ କାରଣରୁ ଏହି ଝିମ ଝିମ ପଣ ହୋଇଥାଏ,ସେଥିପାଇଁ ଆପଣ କାଜୁ, କିସମିଶ,ସୋୟାବିନ,ଡାର୍କ ଚକଲେଟ,ମାଛ,ଆଉ ଦହି ଏହି ଭଳି ଜିନିଷ ଖାଇବାର ଅଛି।ଏହା ବ୍ୟତୀତ ଆପଣଙ୍କୁ ଗୋଟେ ଗିଲାସ କ୍ଷୀରରେ ଗୋଟେ ଚାମୁଚ ହଳଦୀ ମିସେଇ ଖାଇବେ ଏହା ରକ୍ତ ସଞ୍ଚାଳନ ଭଲ କରିଥାଏ।ତାପରେ ଡାଲଚିନିର କେମିକାଲ ଥାଏ ଆଉ ନିୟୁଟ୍ରିଏସନ ମଧ୍ୟ ଥାଏ।ଯାହା ଆମ ଶରୀରରେ ରକ୍ତ ପ୍ରବାହ ଭଲ ଭାବରେ କରିଥାଏ।ଏକ୍ସପର୍ଟ ମାନେ କହିଛନ୍ତି ସବୁଦିନ ୩-୪ ଚାମୁଚ ଡାଲଚିନ ଖାଇବା ଦ୍ୱାରା ରକ୍ତ ପ୍ରବାହ ବଢ଼ିଥାଏ।ଗୋଟେ ଗିଲାସ ଗରମ କ୍ଷୀରରେ ଡାଲଚିନ ମିଶେଇ ପିଇବା ଦ୍ୱାରା ଆମ ରକ୍ତ ପ୍ରବାହ ବଢିବା ସହିତ ଆମ ଝିମ ଝିମ ହେବା ମଧ୍ୟ ପାଖରେ ପାଖି ଭଲ ହୋଇଥାଏ।ଆଉ ଡାଲଚିନ ସହିତ ମହୁ ମିଶେଇ ଆପଣ ଖାଇଆ ପାରିବେ।ଏହା ବ୍ୟତୀତ ଆପଣ ଗାଧେଈବା ସମୟରେ ପାଣିରେ ସିନ୍ଧା ଲୁଣ ପକେଇ ଗାଧେଇବା ଦ୍ୱାରା ଭଲରକ୍ତ ପ୍ରବାହ ହୋଇଥାଏ।ରକ୍ତ ପତଳା କରିବା ପାଇଁ ଗୋଟେ ଚାଉଛ ଅଁଳା ଜୁସକୁ ପାଣିରେ ଗୋଳେଇ ପିନେବେ ଆଉ ଆମ ଝାଳ ପତଳା ହୋଇଯିବ।ଆଉ ଯାହାଦ୍ୱାର ଶରୀରରେ ଭଲ ରକ୍ତ ଅବହ ହେବା ସହିତ ଆମକୁ ଝିମ ଝିମ ଓ ଶୂନ୍ୟତା ଭଳି ଅସୁବିଧା ହେବ ନାହିଁ।

Leave a Reply

Your email address will not be published. Required fields are marked *