June 27, 2025

Odia Express

Here, There and Everywhere

ଫୋଟୋ ଦେଖି ପଜଲ ସଠିକ ଉତ୍ତର କୁହନ୍ତୁ – ପ୍ରଥମେ ଆପଣ ଙ୍କୁ ଇଂରାଜୀ ଅକ୍ଷର J ଲେଖା ଯାଇଅଛି ଏବଂ ଦ୍ୱିତୀୟ ରେ ଏକ କଡ଼େଇର ଚିତ୍ର ଦିଆ ଯାଇଅଛି। ତେବେ ଦେଶର ନାମ କଣ? ହେବ ? ବୁଦ୍ଧିମାନ ଙ୍କୁ ଉତ୍ତର ଜଣା ଥିବା ନିଶ୍ଚୟ..

1 min read

ନମସ୍କାର। ମୁଁ ଆଜି ଆପଣ ମାନଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ଜଉ ଅଛି, ଏହି ପ୍ରଶ୍ନର ଉତ୍ତର ଆପଣ ଙ୍କୁ ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ହେବ। ଯଦି ଆପଣ ସେହି ପ୍ରଶ୍ନର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେଇଦେବେ, ତେବେ ଆପଣ ବୁଦ୍ଧିମାନ ଅଟନ୍ତି। ତେବେ ଚାଲନ୍ତୁ ଜାଣିବା ପ୍ରଶ୍ନ ଗୁଡ଼ିକ କଣ କଣ।ତେବେ ସବୁଦିନ ପରି ଏଥିରେ ଆପଣାକୁ ଫୋଟୋ ଦେଖି ଏହାର ସାଙ୍କେତିକ ରୁ ଚିନ୍ହିବ ପାଇଁ ପଡିବ ଯେ ଉତ୍ତର କଣ ହେବ |ତେବେ ଚାଲନ୍ତୁ ଆରମ୍ଭ କରିବା ଏହାକୁ

ପ୍ରଶ୍ନ ନମ୍ବର ୧: ଆପଣଙ୍କୁ ଦୁଇଟି ଚିତ୍ର ଦିଆ ଯାଇଛି। ପ୍ରଥମ ଚିତ୍ରରେ ଆପଣଙ୍କୁ ଜଣେ ଋଷିଙ୍କର ଚିତ୍ର ଦିଆଯାଇ ଅଛି। ଦ୍ୱିତୀୟ ଚିତ୍ର ରେ କିଛି ଟଙ୍କାର ଚିତ୍ର ଦିଆଯାଇଅଛି। ତେବେ ପ୍ରଶ୍ନଟି ହେଉଛି ପିଲାଟିର ନାମ କଣ?

ଉତ୍ତର: ଏହି ସବୁ ଜିନିଷ ଦେଖିଲା ପରେ ଜଣ ପଡୁଛି ଯେ ପିଲାଟି ର ନାମ ଋଷିକେଶ। କାରଣ ପ୍ରଥମେ ଜଣେ ଋଷି ଙ୍କର ଚିତ୍ର ଦିଆଯାଇଥିଲା ଏବଂ ଦ୍ୱିତୀୟ ରେ କିଛି ଟଙ୍କା ର ଚିତ୍ର ଦିଆ ଯାଇଥିଲା ଯାହାର ଇଂରାଜୀ ନାମ କ୍ୟାଶ ଏହି ଦୁଇ ଶବ୍ଦ କୁ ଯୋଡି ଦେଲେ ଏହା ଋଷିକେଶ ହେବ।

ପ୍ରଶ୍ନ ନମ୍ବର ୨: ଆପଣ ଙ୍କୁ ଦୁଇଟି ଚିତ୍ର ଦିଆ ଯାଇଅଛି।ପ୍ରଥମ ଚିତ୍ର ରେ ଜଣେ ସ୍ତ୍ରୀ ଲୋକର ଚିତ୍ର ଦିଆଯାଇଅଛି ଏବଂ ଦ୍ୱିତୀୟ ଚିତ୍ରରେ ୯ଲେଖା ଯାଇଅଛି। ତେବେ ଏହି ପିଲାଟି ର ନାମ କଣ?

ଉତ୍ତର: ଏହି ସବୁ ଜିନିଷ ଦେଖିବା ପରେ ଜଣ ପଡୁଛି ଯେ ପିଲାଟି ର ନାମ ମାନବ। କାରଣ ପ୍ରଥମେ ସ୍ତ୍ରୀ ଲୋକ ଙ୍କୁ ଆମେ ମା ‘ କହି ପାରିବା ଏବଂ ଦ୍ୱିତୀୟ ଚିତ୍ର ହେଉଛି ନଅ ଅର୍ଥାତ୍ ନବ।ଏହି ଦୁଇ ଶବ୍ଦକୁ ମିଶାଇ ଦେଲେ ଏହା ମାନବ ହୋଇଯିବ।

ପ୍ରଶ୍ନ ନମ୍ବର ୩:ପ୍ରଥମ ଚିତ୍ରରେ ଆପଣଙ୍କୁ ଏକ ଘର ଦିଆ ଯାଇଅଛି। ଦ୍ୱିତୀୟ ଚିତ୍ରରେ ଆପଣଙ୍କୁ ଏକ ଫୁଲର ଚିତ୍ର ଦିଆ ଯାଇଅଛି। ତେବେ ଫିଲ୍ମ ର ନାମ କଣ?

ଉତ୍ତର: ଏହି ସବୁ ଚିତ୍ରକୁ ଦେଖିବା ପରେ ଜଣ ପଡୁଛି ଯେ, ଏହି ଫିଲ୍ମ ର ନାମ ହାଉସଫୁଲ। କାରଣ ପ୍ରଥମେ ଏକ ଘର ଦିଆ ଯାଇଥିଲା, ଏହାର ଇଂରାଜୀ ନାମ ହାଉସ। ଦ୍ୱିତୀୟରେ ଏକ ଫୁଲ ଦିଆ ଯାଇଥିଲା।ଏହି ଦୁଇଟି ଶବ୍ଦକୁ ମିଶାଇ ଦେଲେ ଏହା ହାଉସଫୁଲ ହେଉଅଛି।

ପ୍ରଶ୍ନ ନମ୍ବର ୪:ଏଠାରେ ଆପଣଙ୍କୁ ଦୁଇଟି ଚିତ୍ର ଦିଆ ଯାଇଅଛି। ପ୍ରଥମ ଚିତ୍ରରେ ନିଆଁ ଜଳୁଥିବା ର ଚିତ୍ର ଦିଆ ଯାଇଅଛି। ଦ୍ୱିତୀୟ ରେ ‘ ରା ‘ ଲେଖା ଅଛି।ତେବେ ସହରର ନାମ କଣ?

ଉତ୍ତର: ଏହି ସବୁ ଚିତ୍ରକୁ ଦେଖିବା ପରେ ଜଣ ପଡୁଛି କି ଏହି ସହର ର ନାମ ଆଗ୍ରା।କାରଣ ପ୍ରଥମେ ନିଆଁ ଜଳୁଥିବାର ଚିତ୍ର ଦିଆ ଯାଇଅଛି ତାହାକୁ ଆମେ ‘ ଆଗ୍ ‘ କହି ପାରିବା।ଦ୍ୱିତୀୟ ଚିତ୍ରରେ’ ରା ‘ ଲେଖା ଯାଇଅଛି।ଏହି ଦୁଇ ଶବ୍ଦକୁ ମିଶାଇ ଦେଲେ ଏହା ଆଗ୍ରା ହୋଇଯିବ।

ପ୍ରଶ୍ନ ନମ୍ବର ୫:ଏଠାରେ ଆପଣ ଙ୍କୁ ଦୁଇଟି ଚିତ୍ର ଦିଆ ଯାଇଅଛି। ପ୍ରଥମେ ଏକ ଡାଏରୀ ଏବଂ ଦ୍ୱିତୀୟ ରେ କିଛି ଦୁଗ୍ଧ ର ଚିତ୍ର ଦିଆ ଯାଇଅଛି। ତେବେ ଚକଲେଟ ର ନାମ କଣ।

ଉତ୍ତର: ଚିତ୍ର ଦୁଇଟିକୁ ମିଶାଇ ଦେଲେ ଜଣ ପଡୁଛି ଚକଲେଟ ର ନାମ ଡେରୀମିଳ୍କ। କାରଣ ପ୍ରଥମେ ଏକ ଡାଏରୀ ର ଚିତ୍ର ଏବଂ ଦ୍ୱିତୀୟ ରେ ଦୁଗ୍ଧର ଚିତ୍ର ଦିଆଯାଇଅଛି,ଯାହାର ଇଂରାଜୀ ନାମ ମିଲ୍କ ଅଟେ। ଏହି ଦୁଇ ଶବ୍ଦକୁ ମିଶାଇ ଦେଲେ ଏହା ଡେରୀମିଳ୍କ ହେବ।

ପ୍ରଶ୍ନ ନମ୍ବର ୬:  ପ୍ରଥମ ଚିତ୍ର ରେ ଆପଣ ଙ୍କୁ ଏକ ପିଲା ର ମୁଣ୍ଡ ଦେଖା ଯାଇଅଛି।ଦ୍ୱିତୀୟ ଚିତ୍ରରେ ଆପଣଙ୍କୁ ଏକ ଏକ ମଣିଷ ର ବାହୁ ଅଂଶ ର ଚିତ୍ର ଦିଆ ଯାଇଅଛି।ତେବେ ସାମ୍ପୁ ର ନାମ କଣ?


ଉତ୍ତର: ଚିତ୍ର କୁ ଦେଖିଲା ପରେ ଜଣା ପଡୁଛି ଯେ ସେ ଶାମ୍ପୋ ର ନାମ ହେଡ ଏଣ୍ଡ ସୋଲ୍ଡର। କାରଣ ପ୍ରଥମ ଚିତ୍ର ରେ ମୁଣ୍ଡ ର ଚିତ୍ର ଦିଆ ଯାଇଅଛି ଯାହାର ଇଂରାଜୀ ନାମ ହେଡ଼। ଦ୍ୱିତୀୟ ଚିତ୍ରରେ ବାହୁର ଚିତ୍ର ଦିଆ ଯାଇଅଛି ଯାହାକୁ ଆମେ ଶୋଲ୍ଡର କହି ପାରିବ। ଏହି ଦୁଇଟି ଶବ୍ଦକୁ ମିଶାଇ ଦେଲେ ଏହା ହେଡ ଏଣ୍ଡ ସୋଲ୍ଡର ଅଟେ।

ପ୍ରଶ୍ନ ନମ୍ୱର ୭ :ପ୍ରଥମେ ଆପଣ ଙ୍କୁ ଇଂରାଜୀ ଅକ୍ଷର J ଲେଖା ଯାଇଅଛି ଏବଂ ଦ୍ୱିତୀୟ ରେ ଏକ କଡ଼େଇର ଚିତ୍ର ଦିଆ ଯାଇଅଛି। ତେବେ ଦେଶର ନାମ କଣ?

ଉତ୍ତର:  ଚିତ୍ରକୁ ଦେଖିବା ପାରେ ଜଣ ପଡୁଛି କି ଦେଶ ର ନାମ ଜାପାନ। କାରଣ ପ୍ରଥମେ J ଲେଖା ଯାଇଅଛି ଯାହାକୁ ଆମେ ‘ ଜା ‘ ମଧ୍ୟ କହି ପାରିବେ ଏବଂ ଦ୍ୱିତୀୟରେ କଡ଼େଇକୁ ଆମେ ପ୍ୟାନ ମଧ୍ୟ କହି ପାରିବେ। ଏହି ଦୁଇ ଶବ୍ଦକୁ ମିଶାଇ ଦେଲେ ଏହା ଜାପାନ ହୋଇଯିବ।

Leave a Reply

Your email address will not be published. Required fields are marked *