June 21, 2025

Odia Express

Here, There and Everywhere

୧୫ ଦିନ ମଧ୍ୟରେ ଥାଇରଏଡ଼ ସମସ୍ୟା ରୁ ପାଆନ୍ତୁ ସମ୍ପୂର୍ଣ୍ଣ ମୁକ୍ତି – ଜାଣିରଖନ୍ତୁ ସବୁଠାରୁ ସହଜ ଉପାୟ ବିଷୟରେ..

1 min read

ଚାଲନ୍ତୁ ଜାଣିବା କିପରି ଆପଣ ୧୫ ଦିନ ମଧ୍ୟରେ ନିଜର ଥାଇରଏଡ଼ କୁ ଠିକ୍ କରିପାରିବେ। ଆପଣଙ୍କ ଥାଇରଏଡ଼ ହାଇପର୍ ହେଉ କିମ୍ବା ହାଇପୋ ହେଉ ତାହା ୧୫ ଦିନ ମଧ୍ୟରେ ଠିକ୍ ହୋଇଯିବ। ଏଥିପାଇଁ ଆମେ ଜାଣିବା ଦୁଇଟି ଉପାୟ ବିଷୟରେ ଯାହାକୁ ଅବଲମ୍ବନ କରି ଆପଣ ନିଜର ଥାଇରଏଡ଼ କୁ ଠିକ୍ କରିପାରିବେ।ଆଉ ଏହି ଦୁଇଟି ଜାଙ୍କ ଉପାୟ ବଗୁଟ ଅଭଲ ଓ ସୁନ୍ଦର ଅଟେ। ଥାଇରଏଡ଼ କାରଣ ରୁ କିଛି ଲୋକ ମାନଙ୍କ ର ଓଜନ ବୃଦ୍ଧି ହେଉଛି ତ କିଛି ଲୋକ ମାନଙ୍କ ର ଓଜନ ହ୍ରାସ ପାଉଛି, କିଛି ଲୋକଙ୍କର କେଶ ଝଡୁଛି, କାହାକୁ ଅଧିକ ଭୋକ ଲାଗୁଥିବା ବେଳେ କାହାକୁ ଭୋକ ଲାଗୁନାହିଁ।ତାହେଲେ ଆଗକୁ ନିଶ୍ଚିତଭାବେ ପଢ଼ନ୍ତୁ ଯାହାଦ୍ୱାର ଆପଣ ଏହି ସମସ୍ୟାରୁ ସୁରଖିତ ରହି ପାରିବେ।

ଆପଣ କେବେ ଭାବିବେନି କି ଥାଇରଏଡ଼ ରୋଗର କୌଣସି ଉପଚାର ନାହିଁ ବୋଲି,ଆପଣ ପ୍ରତିଦିନ ସଠିକ ଡାଏଟ ଓ ଏହି ଉପାୟ ପାଳନ କରିବା ଦ୍ୱାରା ଆମ ଥାଇରଏଡ଼ ୧୫ ଦିନରେ ଭଲ ହୋଇଯିବ।ତେବେ ଚାଲନ୍ତୁ ଜାଣିବା ସେ ଦୁଇଟି ଉପାୟ,ଏବେ ଜାଣିବା ପ୍ରଥମରେ ପ୍ରଥମ ଉପାୟ ହେଉଛି ଥାଇରଏଡ଼ କୁ ଠିକ୍ କରିବା ପାଇଁ ଆପଣ ଗୋମୁତ୍ର ର ବ୍ୟବହାର କରନ୍ତୁ, ଏହା ଆପଣଙ୍କ ଥାଇରଏଡ଼ ଜନିତ ସମସ୍ୟା କୁ ସମ୍ପୂର୍ଣ୍ଣ ରୂପେ ଦୂର କରିଥାଏ।

ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଗୋମୂତ୍ରରୁ ଚାରି ଚାମଚ୍ ଖାଆନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କର ଥିବା ଥାଇରଏଡ଼ ଜନିତ ସମସ୍ୟା ଦୂର ହେବା ସହିତ ଏହା ଶରୀରର ଅନେକ ସମସ୍ୟା କୁ ଦୂର କରିଥାଏ, ଏହା ଆପଣଙ୍କୁ ଯେକୌଣସି ଦୋକାନ ବା ବଜାର ରୁ ସହଜ ରେ ମିଳିଯିବ। ଥାଇରଏଡ଼ ସମସ୍ୟା ରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହି ଉପାୟ କରି ନିଜର ଥାଇରଏଡ଼ ଜନିତ ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇପାରିବେ।

ବର୍ତ୍ତମାନ ଚାଲନ୍ତୁ ଜାଣିବା ଦ୍ଵିତୀୟ ଉପାୟ ବିଷୟରେ, ଧନିଆ ଯାହା କି ସମସ୍ତଙ୍କ ର ରୋଷେଇ ଘରେ ଏହା ମିଳିଯିବ। ପ୍ରଥମେ ଏହି ଧନିଆ କୁ ଗୁଣ୍ଡ କରିଦିଅନ୍ତୁ ଏବଂ ସେହି ଧନିଆ ଗୁଣ୍ଡ ରୁ ଏକ ଚାମଚ୍ ଏକ ଗ୍ଲାସ୍ ପାଣିରେ ମିଶାଇ ଗୋଳାଇ ଦିଅନ୍ତୁ। ଏବେ ସେହି ପାଣି କୁ ପିଅନ୍ତୁ, ଏହା ଦ୍ବାରା ଆପଣଙ୍କ ଥିବା ଥାଇରଏଡ଼ ଜନିତ ସମସ୍ୟା ଦୂର ହୋଇଯିବ।

ଏହି ଥାଇରଏଡ଼ ଜନିତ ସମସ୍ୟା ପାଇଁ ଆଉ ଏକ ଉପାୟ ରହିଛି, ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ। ସେହି ଉପାୟ ପାଇଁ ଆବଶ୍ୟକ ହେଉଥିବା ଜିନିଷ ଗୁଡ଼ିକ ହେଉଛି ୧- ଜୁଆଣି,୨- ଡାଲଚିନି,୩- ମେଥି। ପ୍ରଥମେ ଏହି ତିନୋଟି ଜିନିଷ କୁ ୨୫, ୨୫ ଗ୍ରାମ ନେଇ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ ଏବଂ ତିନୋଟି ଯାକ ଜିନିଷ କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏକ ଗ୍ଲାସ୍ ପାଣି ଏକ ପାତ୍ର ରେ ଗରମ୍ କରନ୍ତୁ ଏବଂ କିଛି ସମୟ ପରେ ସେହି ଗ୍ଲାସ୍ ପାଣି ରେ ଏକ ଚାମଚ ସେହି ତିନୋଟି ଜିନିଷ ର ଗୁଣ୍ଡ କୁ ମିଶାଇ ଗୋଳାଇ ଦିଅନ୍ତୁ। ଗୋଳାଇ ସାରିବା ପରେ ସେହି ପାଣି କୁ ସେବନ କରନ୍ତୁ ଦେଖିବେ ଏହା ଦ୍ବାରା ଆପଣଙ୍କୁ ଅନେକ ପ୍ରକାର ର ସମସ୍ୟା ରୁ ମୁକ୍ତି ମିଳିବ।

ତେବେ ଯଦି ଆପଣ ମଧ୍ୟ ଥାଇରଏଡ଼ ଜନିତ ସମସ୍ୟା ରେ ପୀଡ଼ିତ ଅଛନ୍ତି ତେବେ ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ ଏବଂ ସମ୍ପୂର୍ଣ୍ଣ ଭାବରେ ଥାଇରଏଡ଼ ସମସ୍ୟା ରୁ ମୁକ୍ତି ପାଆନ୍ତୁ।

Leave a Reply

Your email address will not be published. Required fields are marked *