June 26, 2025

Odia Express

Here, There and Everywhere

ଆଜିର ମହାଭାରତ ବିଷୟରେ ପ୍ରଶ୍ନ ଓ ଉତ୍ତର – ମହାଭାରତ ଯୁଦ୍ଧରେ କୌରଵଙ୍କ ପ୍ରଥମ ସେନାପତି କିଏ ଥିଲେ? ଜ୍ଞାନୀ ଲୋକଙ୍କୁ ପଚାରିକି ଉତ୍ତର ଦିୟନ୍ତୁ..

1 min read

ଆଜିକାଲିର ଯୁବପିଢ଼ି ମାନେ ଆଉ ଆଗାମୀ କାଳର ଶାସ୍ତ୍ର ପୁରାଣ ପଢୁନାହଁନ୍ତି କି ପୂର୍ବ ଘଟଣା ମାନ ବିଷୟରେ ସେମାନେ କିଛି ଜାଣିପାରୁନାହାଁନ୍ତି।କିନ୍ତୁ ସେସବୁ ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ।ଅନେକ ଲୋକଙ୍କ ପାଖରେ ସମୟ ହିଁ ନାହିଁ ଏହାକୁ ପଢିବା ପାଇଁ ସେଥିପାଇଁ ଅନେକ ଲୋକ ପୌରାଣିକ କଥା ଜାଣିବା ପାଇଁ ଇଚ୍ଛା ରଖିଲେ ମଧ୍ୟ ଜାଣିପାରି ନାହଁନ୍ତି।କାରଣ ଏହା ସବୁ ଜାଣିବା ପାଇଁ ଅନେକ ପଢିବାକୁ ପଢ଼ିଥାଏ।କିନ୍ତୁ ଆଜି ଆମେ ଏହି ମହାଭାରତ ବିଷୟରେ କିଛି ପ୍ରଶ୍ନ ଓ ଉତ୍ତର ନେଇକି ଆସିଛୁ ଯାହା ଦ୍ୱାରା ଆପଣ ଅଳ୍ପ ସମୟରେ କିଚି ପୌରାଣିକ କଥା ଉପରେ ଜ୍ଞାନ ଆହରଣ ଯେପରି କରିପାରିବେ।ଆଜି ଆମେ ଜାଣିବା ପୌରଣିକ କଥା ମହାଭାରତ ବିଷୟରେ କିଛି ପ୍ରଶ୍ନ ଉ ଏହାର ଉତ୍ତର।

ପ୍ରଶ୍ନ ୧- କୈରବ ମାନଙ୍କ ବାପାଙ୍କ ନାମ କଣ ଥିଲା?

A-ପାଣ୍ଡୁ B-ଧୃତରାଷ୍ଟ୍ର C- ଭୀଷ୍ମ D-ଯୁଧିଷ୍ଠିର

ସଠିକ ଉତ୍ତର-ଧୃତରାଷ୍ଟ୍ର

ପ୍ରଶ୍ନ ୨-ଧୃତରାଷ୍ଟ୍ରଙ୍କର କେତୋଟି ପୁଅ ଥିଲେ?

A-୧୦୦ B-୧୦୩ C-୧୦୨ D-୧୦୧

ସଠିକ ଉତ୍ତର-୧୦୧

ପ୍ରଶ୍ନ ୩-ଧୃତରାଷ୍ଟ୍ରଙ୍କର କେତୋଟି ଝିଅ ଥିଲେ?

A-୧ B-୨ C- ୩ D-୪

ସଠିକ ଉତ୍ତର-୧

ପ୍ରଶ୍ନ ୪-ଧୃତରାଷ୍ଟ୍ରଙ୍କର ଝିଅର ନାମ କଣ ଥିଲା?

A-ଦୁଃସାଲା B-ଦ୍ରୌପଦୀ C- ଗାନ୍ଧାରି D-କୁନ୍ତୀ

ସଠିକ ଉତ୍ତର-ଦୁଃସାଲା

ପ୍ରଶ୍ନ ୫-ଧୃତରାଷ୍ଟ୍ରଙ୍କର ପତ୍ନୀଙ୍କ ନାମ କଣ ଥିଲା?

A-ଦୁଃସାଲା B-ଦ୍ରୌପଦୀ C-ଗାଁନ୍ଧାରୀ D-କୁନ୍ତୀ

ସଠିକ ଉତ୍ତର-ଗାନ୍ଧାରୀ

ପ୍ରଶ୍ନ ୬-ଧୃତରାଷ୍ଟ୍ରଙ୍କର ବାପାଙ୍କ ନାମ କଣ ଥିଲା?

A-ପାଣ୍ଡୁ B-ବିଦୁର C- ବେଦ ବ୍ୟାସ D-ଭୀଷ୍ମ

ସଠିକ ଉତ୍ତର-ବେଦ ବ୍ୟାସ

ପ୍ରଶ୍ନ ୭-ପଞ୍ଚୁ ପାଣ୍ଡଵଙ୍କ ବାପାଙ୍କ ନାମ କଣ?

A- ପାଣ୍ଡୁ B-ବିଦୁର C-ବେଦ ବ୍ୟାସ D-ଭୀଷ୍ମ

ସଠିକ ଉତ୍ତର-ପାଣ୍ଡୁ

ପ୍ରଶ୍ନ ୮-ପାଣ୍ଡୁଙ୍କ ବାପାଙ୍କ ନାମ କଣ?

A-ପାଣ୍ଡୁ B-ବିଦୁର C- ବେଦ ବ୍ୟାସ D-ଭୀଷ୍ମ

ସଠିକ ଉତ୍ତର-ବେଦ ବ୍ୟାସ

ପ୍ରଶ୍ନ ୯-ପାଣ୍ଡୁଙ୍କ ପତ୍ନୀଙ୍କ ନାମ କଣ?

A-କୁନ୍ତୀ B- ଦ୍ରୌପଦୀ C- ଗାନ୍ଧାରୀ D-ଦୁଃସାଲା

ସଠିକ ଉତ୍ତର-କୁନ୍ତୀ

ପ୍ରଶ୍ନ ୧୦-ପଞ୍ଚୁ ପାଣ୍ଡଵଙ୍କ ନାମ କଣ?

୧-ଯୁଧିଷ୍ଠିର, ୨-ଅର୍ଜୁନ, ୩-ଭୀମ,୪-ନକୁଳ,୫-ସହଦେବ

ପ୍ରଶ୍ନ ୧୧-ମହାଭାରତ ଯୁଦ୍ଧରେ କୌରଵଙ୍କ ପ୍ରଥମ ସେନାପତି କିଏ ଥିଲେ?

A-ଦ୍ରୋଣାଚାର୍ଯ୍ୟ B-କର୍ଣ୍ଣ C-ଭୀଷ୍ମ D-ଶ୍ରୀଖଣ୍ଡି

ସଠିକ ଉତ୍ତର-ଭୀଷ୍ମ

ପ୍ରଶ୍ନ ୧୨-ମହାଭାରତ ଯୁଦ୍ଧରେ ପାଣ୍ଡଵଙ୍କ ପ୍ରଥମ ସେନାପତି କିଏ ଥିଲେ?

A-ଦ୍ରୋଣାଚାର୍ଯ୍ୟ B-କର୍ଣ୍ଣ C-ଭୀଷ୍ମ D-ଶ୍ରୀଖଣ୍ଡି

ସଠିକ ଉତ୍ତର-ଶ୍ରୀଖଣ୍ଡି

ପ୍ରଶ୍ନ ୧୩-ପିତାମହ ଭୀଷ୍ମଙ୍କର ପିଲାଦିନ ନାମ କଣ ଥିଲା?

A-ଦେବବ୍ରତ B-ଭୀଷ୍ମ C- ଶାନ୍ତନୁ D-ପିତାମହ

ସଠିକ ଉତ୍ତର-ଦେବବ୍ରତ

Leave a Reply

Your email address will not be published. Required fields are marked *